Latest Odisha News

BREAKING NEWS

ନିର୍ବାଚନ ପୂର୍ବରୁ ‘ଇନ୍ଦିରା’ କାର୍ଡ, ରାହୁଲ ଡାକିଲେ କଂଗ୍ରେସକୁ ଆସ!

ଭୁବନେଶ୍ୱର: ଦେଶର ରାଜନୈତିକ ଟ୍ରେଣ୍ଡରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳୁଛି। ନିର୍ବାଚନରେ ମତଦାନ ହେଉ କିମ୍ବା ରାଜନୀତି କ୍ଷେତ୍ରରେ ପ୍ରବେଶ ସବୁଥିରେ ଅଧିକ ସଂଖ୍ୟକ ମହିଳାଙ୍କୁ ଦେଖିବାକୁ ମିଳୁଛି। ପୂର୍ବାପେକ୍ଷା ଏହି ସଂଖ୍ୟା ବଢୁଛି। ଦେଶଠାରୁ ଆରମ୍ଭ କରି ରାଜ୍ୟ ସବୁଆଡେ ମହିଳା…

ସ୍ୱାଧୀନତା ଦିବସରେ ଅଘଟଣ: ସ୍କୁଲ ବସ ଓଲଟି ୧୨ ଛାତ୍ରଛାତ୍ରୀ ଆହତ

ରାୟଗଡ଼ା : ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିଲା ସ୍କୁଲବସ । ନିୟନ୍ତ୍ରଣ ହରାଇ ଓଲଟି ପଡିଲା  ।  ୧୨ ଛାତ୍ରଛାତ୍ରୀ ଆହତ ।  ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଳକ ସଦର ମହକୁମା ଅଞ୍ଚଳରେ ଘଟିଛି ଏମିତି ଅଘଟଣ । ପଦ୍ମପୁର ସ୍ଥିତ ସନସାଇନ ଇଂରାଜୀ ବିଦ୍ୟାଳୟର ସ୍କୁଲ ବସ ନମ୍ବର OD 18 F 9829 ଓଲଟି…

ଏସିଆନ ଗେମ୍ସରୁ ଓହରିଲେ ଭିନେଶ

ନୂଆଦିଲ୍ଲୀ: ଭାରତୀୟ ରେସଲର ଭିନେଶ ଫୋଗଟ ଆଗାମୀ ଏସିଆନ ଗେମ୍ସରୁ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ଷ୍ଟାଣ୍ଡବାଇ ଖେଳାଳି ଅନ୍ତିମ ପଙ୍ଘଲଙ୍କୁ ଦଳରେ ସାମିଲ କରାଯାଇଛି । ଟ୍ରେନିଂ ସମୟରେ ୧୩ ଅଗଷ୍ଟ ଦିନ ଭିନେଶ ଆଘାତପ୍ରାପ୍ତ ହୋଇଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର ଅପେରଶନ ହେବ ।…

ସ୍ୱାଧୀନତା ଦିବସରେ ଲାଲ ଆତଙ୍କ; ନକ୍ସଲଙ୍କ ଗୁଳିରେ ୨ ଯବାନ ସହିଦ

ରାଉରକେଲା:  ସ୍ୱାଧୀନତା ଦିବସରେ ଲାଲ ଆତଙ୍କ । ସୁନ୍ଦରଗଡ ଜିଲ୍ଲା ସୀମାରେ  ନସ୍କଲ ହିଂସା ।  ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ଜିଲ୍ଲା ଟନ୍ତୋପାହାଡ଼ରେ ନକ୍ସଲ କରିଛନ୍ତି ସଂଘବଦ୍ଧ ହମଲା ।  ନକ୍ସଲମାନେ ଯବାନଙ୍କ ଉପରକୁ ହଠାତ ଆଖିବୁଜା ଗୁଳିବର୍ଷା କରିଛନ୍ତି। ଘଟଣା ଘଟିଛି…

‘ଡାର୍କ ଫାଣ୍ଟାସି’ର ନୂତନ ବ୍ରାଣ୍ଡ ଆମ୍ବାସଡର ଶାହରୁଖ ଖାନ୍

ମୁମ୍ବାଇ: ‘ଡାର୍କ ଫାଣ୍ଟାସି’ର ନୂତନ ବ୍ରାଣ୍ଡ ଆମ୍ବାସଡର ହେଲେ ବଲିଉଡ ଅଭିନେତା ଶାହରୁଖ ଖାନ୍‌। ଦେଶର ପ୍ରମୁଖ ଏଫ୍‌ଏମ୍‌ସିଜି କମ୍ପାନୀ ତଥା ଆଇଟିସି ବ୍ରାଣ୍ଡ୍‌ ସନ୍‌ ଫିଷ୍ଟ ପକ୍ଷରୁ ଶାହରୁଖ ଖାନଙ୍କୁ ନୂତନ ବ୍ରାଣ୍ଡ ଆମ୍ବାସଡର ଘୋଷଣା କରିଛି। 'କିଙ୍ଗ୍ ଅଫ୍ ରୋମାନ୍ସ' ବା 'କିଙ୍ଗ୍ ଅଫ୍…

ଅହିରାଜ ମଥାରେ ଚୁମ୍ବନ ଦେଉଥିଲେ ଯୁବକ, ଆଉ ତା’ପରେ…

ନାଗ ସହିତ ନଖରାମି !  ଦୁଃସାହସ ନା ପାଗଳାମି ? କ’ଣ କୁହାଯିବ ? ଯାହା ବି ହେଉଏ ଅହିରାଜ ମଥାରେ ଚୁମ୍ବନ ଏବେ ଚର୍ଚ୍ଚାର ବିଷୟ ହୋଇଛି । ଯେତେବେଳେ ଆମେ ସାପର କଥା ଶୁଣିଥାଉ, ସାଧାରଣତଃ ଭୟଭୀତ ହେବାଟା ସ୍ୱାଭାବିକ । କିନ୍ତୁ, କିଛି ସାହସୀ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ସେମିତି ଭୟ…

ସୁଲଭ ଇଣ୍ଟରନ୍ୟାଶନାଲ ପ୍ରତିଷ୍ଠାତା ବିନ୍ଦେଶ୍ୱର ପାଠକଙ୍କ ପରଲୋକ

ନୂଆଦିଲ୍ଲୀ: ସୁଲଭ ଇଣ୍ଟରନ୍ୟାଶନାଲର ପ୍ରତିଷ୍ଠାତା ବିନ୍ଦେଶ୍ୱର ପାଠକଙ୍କ ପରଲୋକ। ୮୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ସ୍ୱାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ସମୟରେ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା। ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ…

ସ୍ୱାଧୀନତା ଦିବସ ପାଳନ ବେଳେ ମଞ୍ଚରେ ପଡିଗଲେ ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ୭୭ତମ ସ୍ୱାଧୀନତା ଦିବସ ପାଳୁଥିଲେ  । କାର୍ଯ୍ୟକ୍ରମରେ ମନ୍ତ୍ରୀ ଓ ନେତାମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା । ତେବେ ମଧ୍ୟପ୍ରଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ବିଧାନସଭା ଅଧ୍ୟକ୍ଷ ମଞ୍ଚ ଉପରେ ପଡିଗଲେ । ସ୍ୱାସ୍ଥ୍ୟମନ୍ତ୍ରୀ ଡା.ପ୍ରଭୁରାମ ଚୌଧୁରୀ ରାୟସେନ ମାର୍ଚ୍ଚପାଷ୍ଟ…

ଘର ପିଣ୍ଡାରେ ତ୍ରିରଙ୍ଗା ଉଡ଼ାଇଲେ ଆତଙ୍କବାଦୀଙ୍କ ଭାଇ

ନୂଆଦିଲ୍ଲୀ:ଆତଙ୍କବାଦୀଙ୍କ ଭାଇ ଉଡାଇଲେ ତ୍ରିରଙ୍ଗା । ନିଜଘର ସାମ୍ନାରେ ଉଡୁଥିଲା ବିଶାଳ ତ୍ରିରଙ୍ଗା ପତାକା ।  ସ୍ୱାଧୀନତା ଦିବସର ଅବ୍ୟବହିତ  ପୂର୍ବରୁ କୁଖ୍ୟାତ ଆତଙ୍କବାଦୀ ଜାଭେଦ ମାଟ୍ଟୋର ଭାଇ ତା’ ନିଜ ଘରେ ବିଶାଳ ତ୍ରିରଙ୍ଗା ଉଡ଼ାଇଛନ୍ତି । ଆତଙ୍କୀ ଜାଭେଦ ମାଟ୍ଟୁ ହିଜବୁଲ…

ଗ୍ୟାସ ଷ୍ଟେସନରେ ଭୟଙ୍କର ବିସ୍ଫୋରଣ: ୩୦ ମୃତ, ୧୦୦ ଆହତ

ମସ୍କୋ :ରୁଷରେ ଭୟଙ୍କର ବିସ୍ଫୋରଣ  । ଅତିକମରେ ୩୦  ଜଣଙ୍କ ମୃତ୍ୟୁ, ୧୦୦ରୁ ଅଧିକ ଆହତ । ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଶିଶୁ । ମଙ୍ଗଳବାର ଏମିତି ସୂଚନା ଦେଇଛନ୍ତି ରୁଷ ଦାଗେସ୍ତାନର  ରାଜ୍ୟପାଳ ସେର୍ଗେଇ ମେଲିକୋଭି । ସୋମବାର ବିଳମ୍ବିତ ରାତିରେ ରୁଷିଆର ଦକ୍ଷିଣ ଡାଗେନସ୍ତାନର ଏକ…