ଖୋର୍ଦ୍ଧା ରେଲଓ୍ବେ ଷ୍ଟେସନରେ ରେଳ ବିଭାଗ ଖୋଲିବ ଜନୌଷଧି କେନ୍ଦ୍ର
ଭୁବନେଶ୍ୱର: ଯାତ୍ରୀଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ରେଳ ମନ୍ତ୍ରାଳୟ ଦେଶର କେତେକ ରେଳ ଷ୍ଟେସନରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି କେନ୍ଦ୍ର (PMBJKs) ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତୁତି ଚଳାଇଛି। ଏହି ପଦକ୍ଷେପର ଉଦ୍ଦେଶ୍ୟ ସମସ୍ତଙ୍କୁ ସୁଲଭ ମୂଲ୍ୟରେ ଉନ୍ନତମାନର ଔଷଧ…