Latest Odisha News

BREAKING NEWS

ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ସଜା କାଟୁଥିବା ପୂର୍ବତନ ବିଧାୟକଙ୍କୁ ଜାମିନ୍

କଟକ: ୧୯୯୫ ମସିହାରେ ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଗୁରୁବାର ଓଡ଼ିଶା ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ପତ୍ନୀଙ୍କ ମୃତ୍ୟୁର ପ୍ରାୟ ୨୮ ବର୍ଷ ପରେ ୧୧ ଜଣ ସାକ୍ଷୀଙ୍କ ବୟାନ ଓ ୧୫ଟି ଦସ୍ତାବିଜ…

ରାଜ୍ୟ ବାର କାଉନସିଲ ନିର୍ବାଚନରେ ବିଭୁ ତ୍ରିପାଠୀ ଦ୍ବିତୀୟ ଥର ନିର୍ବାଚିତ

କଟକ: ଓଡ଼ିଶା ହାଇକୋର୍ଟର ଜଣାଶୁଣା ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ରାଜ୍ୟ ବାର କାଉନସିଲକୁ ଦ୍ୱିତୀୟଥର ପାଇଁ ନିର୍ବାଚିତ ହୋଇଛନ୍ତି। ନିଆରା ଢଙ୍ଗରେ ବିନା ପୋଷ୍ଟର ବ୍ୟାନର ତଥା ଅର୍ଥବଳକୁ ବ୍ୟବହାର ନକରି ଚଳିତବର୍ଷ ରାଜ୍ୟ ବାର କାଉନସିଲ ନିର୍ବାଚନରେ ନିର୍ବାଚନ ଲଢ଼ି ବିଜୟଲାଭ କରିଥିବା…

ଫିଫା ମହିଳା ବିଶ୍ୱକପ: ସ୍ୱୀଡେନ, ସ୍ପେନ ସେମିରେ

ଅକଲାଣ୍ଡ; ଚଳିତ ଫିଫା ମହିଳା ବିଶ୍ୱକପର ସେମିଫାଇନାଲରେ ସ୍ୱୀଡେନ ଓ ସ୍ପେନ ପ୍ରବେଶ କରିଛନ୍ତି । ଅକଲାଣ୍ଡରେ ଅନୁଷ୍ଠିତ ପ୍ରଥମ ସେମିରେ ସ୍ୱୀଡେନ ୨-୧ ଗୋଲରେ ଜାପାନକୁ ପରାସ୍ତ କରିଥିଲା । ଆମାଣ୍ଡା ଇଲେଷ୍ଟଡ ଓ ଫିଲିପା ଆଲେଞ୍ଜଡାଲ ବିଜୟୀ ଦଳ ପକ୍ଷରୁ ଗୋଲ ସ୍କୋର କରିଥିଲେ । ମ୍ୟାଚର ଶେଷ…

ସ୍ୱାମୀଙ୍କୁ ଡନ୍ ଭୂମିକାରେ ଦେଖି ଖୁସିବ୍ୟକ୍ତ କରିଛନ୍ତି ଦୀପିକା

ମୁମ୍ବାଇ: ଫିଲ୍ମ ‘ଡନ୍‌-୩’କୁ ନେଇ ଅଭିନେତା ରଣବୀର ସିଂ ଖୁବ୍ ଚର୍ଚ୍ଚାରେ ଫିଲ୍ମର ଅଫିସିଆଲ ଟିଜର ରିଲିଜ ହୋଇଛି । ଏଥିରେ ରଣବୀର ଡନ୍‌? ଭୂମିକାରେ ନଜର ଆସିଛନ୍ତି । ‘ଡନ୍‌-୩’ରେ ରଣବୀରଙ୍କୁ ଦେଖି ଦୀପିକା ପାଦୁକୋନ ଖୁସି ବ୍ୟକ୍ତ କରିବା ସହ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା…

ରୋଗୀ, ପରିବାର ଲୋକ ଦୁର୍ବବ୍ୟହାର କଲେ ଚିକିତ୍ସା କରିବେନି ଡାକ୍ତର

ନୂଆଦିଲ୍ଲୀ: ରେଜିଷ୍ଟେଡ ମେଡିକାଲ ପ୍ରାକ୍ଟିଶିଟେନର୍ସ ଡାକ୍ତରଙ୍କ ସୁରକ୍ଷା ଦୃଷ୍ଟିକୋଣକୁ ଆଖି ଆଗରେ ରଖି ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ଆଗକୁ ଯଦି କୌଣସି ରୋଗୀ କିମ୍ବା ଏହାର ପରିବାରବର୍ଗ ଡାକ୍ତରଙ୍କ ପ୍ରତି ଦୁର୍ବବ୍ୟହାର କରନ୍ତି ତେବେ ସେ ସିଧାସଳଖ ଚିକିତ୍ସା…

୧୪ରୁ ଆରମ୍ଭ ହେବ କେବିସି ସିଜିନ୍ ୧୫: ବଦଳିବ ଅମିତାଭଙ୍କ ଲୁକ

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ସବୁଠୁ ଅଧିକ ଲୋକପ୍ରିୟ କୁଇଜ୍ ଶୋ କୌନ ବନେଗା କରୋଡପତି ସିଜିନ୍ ୧୫ ଆସନ୍ତା ୧୪ ତାରିଖରେ ଆରମ୍ଭ ହେବ । ଏଥର କେବିସିରେ ବହୁତ କିଛି ପରିବର୍ତ୍ତନ କରାଯାଇଛି । ସେଟ୍ ଡିଜାଇନଠାରୁ ଆରମ୍ଭ କରି ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କ ଲୁକ ପର୍ଯ୍ୟନ୍ତ…

ବିବାହ ସମୟରେ ସାଜନ୍ତି କନ୍ୟାର ବନ୍ଧୁ, ନିଅନ୍ତି ମୋଟା ଅଙ୍କର ପାରିଶ୍ରମିକ

ନ୍ୟୁୟର୍କ: ବିବାହ ସମୟରେ ବ୍ୟାଣ୍ଡ୍‌-ବାଜା, ମଣ୍ଡପ, ଗାଡ଼ି ବୁକିଂ କରାଯାଉଥିବା ଆପଣ ନିଶ୍ଚୟ ଦେଖିଥିବେ । ହେଲେ କନ୍ୟା ପାଇଁ ବନ୍ଧୁ ବୁକିଂ କରିବା ଦେଖିଛନ୍ତି ? ଆମେରିକାରେ ରହୁଥିବା ଜଣେ ମହିଳା ବୃତ୍ତିଗତ କନ୍ୟାବନ୍ଧୁ ସାଜନ୍ତି । ମହିଳା ଜଣକ ବିବାହ ସମୟରେ ସବୁବେଳେ କନ୍ୟା ସହିତ…

କର୍ଣ୍ଣାଟକରେ ଯେଉଁ ଭୁଲ ପାଇଁ ବିଜେପି ଗଲା, ସେହି ଭୁଲ କରୁଛି କଂଗ୍ରେସ !

ଭୁବନେଶ୍ୱର: କର୍ଣ୍ଣାଟକରେ ପୂର୍ବର ବିଜେପି ସରକାର ଉପରେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ନେଇ ଲଗାତର ଆକ୍ରମଣ କଂଗ୍ରେସ ସପକ୍ଷରେ ଏକ ବାତାବରଣ ତିଆରି କରିବା କୁହାଯାଉଥିଲା। ଯେଉଁଥିପାଇଁ ଦଳ ବିଜେପିକୁ ପରାଜିତ କରି ଏକ ବଡ଼ ବିଜୟ ପାଇଲା ବୋଲି ମତ ପ୍ରକାଶ ପାଉଛି। ଏହି ନିର୍ବାଚନ ରଣନୀତିରେ…

ବ୍ୟାଡମିଂଟନ: ତାଜିକସ୍ତାନରେ ସ୍ୱର୍ଣ୍ଣ ଜିତିଲେ ଓଡିଶାର ଋତୁପର୍ଣ୍ଣା-ଶ୍ୱେତପର୍ଣ୍ଣା

ଭୁବନେଶ୍ୱର: ଓଡିଶାର ଷ୍ଟାର ବ୍ୟାଡମିଂଟନ ଖେଳାଳି ଶ୍ୱେତପର୍ଣ୍ଣା ପଣ୍ଡା ଓ ଋତୁପର୍ଣ୍ଣା ପଣ୍ଡା ଭାରତକୁ ଗର୍ବିତ କରାଇଛନ୍ତି । ପଣ୍ଡା ଭଉଣୀ ବିଡବ୍ଲ୍ୟୁଏଫ ତାଜିକସ୍ତାନ ଆନ୍ତର୍ଜାତୀୟ ସିରିଜର ମହିଳା ଡବଲ୍ସ ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଫାଇନାଲରେ ଋତୁପର୍ଣ୍ଣା(୨୪) ଓ…

ରାହୁଲଙ୍କ ଦଣ୍ଡାଦେଶରେ ରୋକ ଲଗାଇଲେନି, ଏବେ ଛାଡିବାକୁ ପଡିବ ଗୁଜୁରାଟ!

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ମାନହାନି ମାମଲା ପ୍ରସଙ୍ଗରେ ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ମନା କରିଥିବା ଗୁଜୁରାଟ ହାଇକୋର୍ଟ ବିଚାରପତିଙ୍କ ବଦଳି। ରାହୁଲଙ୍କ ମାନହାନି ମାମଲାରେ ଦଣ୍ଡାଦେଶ ସ୍ଥଗିତ ଆବେଦନକୁ ଖାରଜ କରିଥିବା ବିଚାରପତି ହେମନ୍ତ ଏମ ପ୍ରଚ୍ଛକଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ…