ଭାସିଗଲେ ଯୁବକ, ବଂଚିବା ପରେ ଉଠ ବସ ହୋଇ ନଦୀକୁ ମାଗିଲେ କ୍ଷମା
ଡେରାଡୁନ: ଉତରାଂଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି । ଅଧିକାଂଶ ନଦୀ ବିପଦ ସଙ୍କେତଠାରୁ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ଇତି ମଧ୍ୟରେ ଏଠାରୁ ଏ ଭଳି ଏକ ଖବର ହସ୍ତଗତ ହୋଇଛି ଯାହାକି ସମସ୍ତଙ୍କୁ ମଜା ଲାଗିଛି । ମନା କରିବା ସତ୍ୱେ ଜଣେ ଯୁବକ ନଦୀ ନିକଟକୁ ଯାଇଥିଲା । କିଛି ସମୟ ପରେ ଯୁବକଟି…