Latest Odisha News

BREAKING NEWS

ପାପାରାଜିଙ୍କୁ ଦେଖି ଡରିଗଲେ ଜାହ୍ନବୀ

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ବବାଲ’ କୁ ନେଇ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମରେ ତାଙ୍କର ଅଭିନୟକୁ ମଧ୍ୟ ଲୋକେ ଖୁବ ପସନ୍ଦ କରିଛନ୍ତି । ବର୍ତ୍ତମାନ ଜାହ୍ନବୀଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ…

ବନେଟ୍‌ରେ ବସି ରିଲ୍‌ସ କରିବା ମହଙ୍ଗା ପଡ଼ିଲା; ପୋଲିସ ଜରିମାନା ଆଦାୟ କରିବା ସହ ଜବତ କଲା ଗାଡ଼ି

ପଞ୍ଜାବ: ସୋସିଆଲ ମିଡିଆର ଏହି ଯୁଗରେ ଲୋକମାନେ ଶୀଘ୍ର ପ୍ରସିଦ୍ଧି ଲାଭ କରିବା ପାଇଁ ଏପରି କାରନାମା କରନ୍ତି ଯେ, ସେମାନେ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ । ଲୋକମାନେ ନିଜର ନିରାପତ୍ତାକୁ ଭୁଲି ଯାଆନ୍ତି । ସେମାନେ ଅନ୍ୟମାନଙ୍କ ସୁରକ୍ଷା ବିଷୟରେ ମଧ୍ୟ ଚିନ୍ତା କରନ୍ତି ନାହିଁ । ଏପରି…

ଫିରିଙ୍ଗିଆ ଥାନାରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ 

ଫୁଲବାଣି: ଜଳୁଛି ଥାନା । ଫିରିଙ୍ଗିଆ ଥାନାରେ ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଲୋକେ  । ଫିରଙ୍ଗିଆ  ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଉତ୍ତେଜନା ଦେଖା ଦେବା ପରେ ଥାନାରେ ନିଆଁ ଲଗାଇ ଦେଇଥିବା ଜାଣିବାକୁ ମିଳିଛି । ଗଞ୍ଜେଇ ଚାଲାଣରେ  ଅଭିଯୋଗ ଏପରି ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି ଲୋକେ ।…

ଓଏସ୍ଏସସି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ୮ ଜଣ ଗିରଫ

ବାଲେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ଦ୍ୱାରା ପରିଚାଳିତ ଜେଇ (ସିଭିଲ୍) ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ୮ ଜଣଙ୍କୁ ଗିରଫ କରାଯାଇଛିଯ । ରାଜ୍ୟର ବିଭିନ୍ନ ସ୍ଥାନରୁ ୮ ଜଣଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ । ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଜି ଗିରଫ ୮ ଜଣଙ୍କୁ…

ୱାଟ୍ସ ଅପରେ ହାର୍ଟ ଇମୋଜି ପଠାଇଲେ ହୋଇପାରେ ଜେଲ, ୨୦ ଲକ୍ଷ ଜରିମାନା

ନୂଆଦିଲ୍ଲୀ : ଯୁଗ ବହୁତ ଆଗକୁ ଯାଇଛି । ବତ୍ତର୍ମାନ ସମୟରେ ଫୋନରେ କଥା ହେବା ଅପକ୍ଷା ହ୍ବାଟର୍ସ ଆପରେ ଚାଟିଂ କରିବାକୁ ଲୋକେ ବେଶି ପସନ୍ଦ କରୁଛନ୍ତି । ସୋସିଆଲ ମିଡିଆ ୟୁଜର୍ସ ମାନେ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ସହ ଚାଟ୍ କରିବା ସମୟରେ ଇମୋଜି ମାଧ୍ୟମରେ ନିଜ ଭାବନାକୁ ପ୍ରକାଶ…

୨୫୦ ବର୍ଷ ଧରି ଭାରତକୁ ଶାସନ କରିଥିବା କମ୍ପାନୀର ମାଲିକ ଏବେ ଭାରତୀୟ

ନୂଆଦିଲ୍ଲୀ: କଥାରେ ଅଛି ସମୟ ସବୁବେଳେ ସାଥ୍ ଦିଏ ନାହିଁ । ସେମିତି ଏକ ସମୟ ଥିଲା ସ୍ୱାଧୀନତା ପୂର୍ବର । ବାଣିଜ୍ୟ ପାଇଁ ଭାରତ ଆସିଥିବା ଇଷ୍ଟ ଇଣ୍ଡିଆ କମ୍ପାନୀ ଦେଶର ଶାସନ ଭାର ହାତେଇ ନେଇଥିଲା । କମ୍ପାନୀର କଥାରେ ସେନା ଚାଲୁଥିଲା । ସମୟ ଚକ୍ରରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଆଧିପତ୍ୟ ହ୍ରାସ…

୪୮ ଘଣ୍ଟା ଯାଇନି, କୋଟାରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା

ଜୟପୁର:  ନିଟ୍ ପ୍ରବେଶିକା ପରୀକ୍ଷା ପାଇଁ ପ୍ରଶିକ୍ଷଣ ନେଉଥିବା ଜଣେ  ୧୮ ବର୍ଷୀୟ ଯୁବକ ଆତ୍ମହତ୍ୟାର ୪୮ ଘଣ୍ଟା ଯାଇନି, ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଖବର ଆସିଛି । ଦେଶର ସବୁଠାରୁ ବଡ କୋଚିଂ ହବ କୁହାଯାଉଥିବା କୋଟା ଏବେ ସୁଇସାଇଡ଼ ହବ ପାଲଟି ଯାଇଛି ।  ବିହାର ଛାତ୍ର   ୧୬ ବର୍ଷ…

ବିଲ୍‌ ପାସ ପାଇଁ ନେଉଥିଲେ ଲାଞ୍ଚ, ମାଡି ବସିଲା ଭିଜିଲାନ୍ସ

ଭୁବନେଶ୍ୱର:ଭିଜିଲାନ୍ସ ଜାଲରେ ପଡିଲେ ସିଡିପିଓ । ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଲା ଭିଜିଲାନ୍ସ । ଏକ ସ୍ୱୟଂ ସହାୟକ ଗୋଷ୍ଠୀର ବିଲ୍ ରିଲିଜ କରିବା ପାଇଁ ୪୦ ହଜାର ଲାଞ୍ଚ ନେଉଥିବାବେଳେ ଧରାପଡିଛନ୍ତି ଝାରସୁଗୁଡା ସିଡିପିଓ ସରୋଜିନ ଏକ୍କା । ଝାରସୁଗୁଡା ଜିଲ୍ଲାର ଏକ…

ବର୍ଷାଦିନେ କିପରି ନେବେ କେଶର ଯତ୍ନ, ଜାଣନ୍ତୁ ଏହାର ଉପଚାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ବର୍ଷା ଋତୁରେ ଅଧିକ କେଶ ସମସ୍ୟା ଦେଖାଯାଇଥାଏ। କାହିଁକି ନା ବର୍ଷାରେ କେଶ ଓଦା ହେବା କାରଣରୁ କେଶ ମୂଳରୁ ଦୁର୍ବଳ ହୋଇଯାଇଥାଏ। ଯେଉଁଥିପାଇଁ କେଶ ଝଡ଼ିବା ଭଳି ସମସ୍ୟା ଦେଖାଯାଏ । ଏହି ସମସ୍ୟାକୁ ଦୂର କରିବାକୁ ହେଲେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଜାଣନ୍ତୁ…