ତୀବ୍ର ପିଆଜ ଗନ୍ଧ ଯୋଗୁ ବିମାନର ଜରୁରୀକାଳୀନ ଅବତରଣ
କୋଚ୍ଚି: ତୀବ୍ର ପିଆଜ ଗନ୍ଧ ଯୋଗୁ କୋଚ୍ଚିରୁ ୧୭୫ ଯାତ୍ରୀ ଶାରଜାହ ନେଇ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ ଜରୁରୀକାଳୀନ ଅବତରଣ କରିଥିଲା । ରିପୋର୍ଟ ମୁତାବକ ବିମାନରେ ଜଣେ ଯାତ୍ରୀ କିଛି ପୋଡୁଥିବା ଗନ୍ଧ ନେଇ ଅଭିଯୋଗ କରିଥିଲା । ଖୋଜାଖୋଜି କରିବା ପରେ କିଛି ନ ମିଳିବାରୁ…