Latest Odisha News

BREAKING NEWS

ଅଞ୍ଜୁ ପରେ ଭାଇରାଲ ହେଲା ସୀମା ହାଇଦରର ଭିଡିଓ: ଲୋକେ କହିଲେ ‘ଗଦର-୨’

ନୂଆଦିଲ୍ଲୀ: ଅଞ୍ଜୁ ପରେ ଭାଇରାଲ ସୀମା ହାଇଦରଙ୍କ ଭିଡିଓ । ଗଦର ୨ ରିଲିଜ ହେବା ପୂର୍ବରୁ ଲୋକେ ପାକିସ୍ତାନ ମହିଳା ଏବଂ ହିନ୍ଦୁ ଯୁବକଙ୍କ ରିଅଲ ଲଭ ଷ୍ଟୋରି ଦେଖିବାକୁ ପାଇଛନ୍ତି । ନଏଡାର ସଚିନ ମୀଣା ଏବଂ ତାଙ୍କର ପାକିସ୍ତାନୀ ପ୍ରେମିକା ସୀମା ହାଇଦରଙ୍କ ସମସ୍ୟା ଦିନକୁ ଦିନ ବଢିବାରେ…

ସାମ୍ବାଦିକ ସମ୍ମିଳନୀ ବେଳେ ସିନେ ଇଣ୍ଡଷ୍ଟ୍ରିର ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର: ଶୁକ୍ରବାର ଭୁବନେଶ୍ୱରରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରଯୋଜକଙ୍କ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବାରୁ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାକୁ ପୋଲିସ ଆସି ମଧ୍ୟସ୍ଥି କରିବା ପରେ ସ୍ଥିତି…

‘ଅଣ ଓଡ଼ିଆ ବିଭିନ୍ନ ପ୍ଲଟ କିଣିବାରେ ବ୍ୟସ୍ତ, ରାଜ୍ୟର ଚାଷୀ କୁଆଡେ ଯିବେ?’

ଭୁବନେଶ୍ୱର: ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଶୁକ୍ରବାର ପ୍ରଶ୍ନ କରିଛନ୍ତି ଯେ ଜଣେ ଅଣଓଡ଼ିଆ ବ୍ୟକ୍ତି ଉଚ୍ଚ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହାୟତାରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଜମି କିଣୁଛନ୍ତି। ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସାଂସଦ ଟ୍ୱିଟ୍ କରି ଲେଖିଛନ୍ତି, ଭୁବନେଶ୍ୱରର ବିଭିନ୍ନ…

ମହିଳା ସଂରକ୍ଷଣ ପାଇଁ ସଂସଦରେ ଦାବି କଲା ବିଜେଡି, ବିରୋଧୀ କହିଲେ କେବଳ ମହିଳା ଭୋଟ୍ ଉଦ୍ଦେଶ୍ୟ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାଂସଦ ସସ୍ମିତ ପାତ୍ର ରାଜ୍ୟସଭାରେ ସ୍ୱତନ୍ତ୍ର ଉଲ୍ଲେଖ ମାଧ୍ୟମରେ ଉଭୟ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ଦାବିକୁ ଜୋରଦାର କରିଛନ୍ତି। ଯାହାକୁ ନେଇ ଏବେ ବିଜେଡି ସରକାରକୁ ରାଜ୍ୟରେ…

ପ୍ରଶ୍ନପତ୍ର ଲିକ୍: ବିଜେପି ଦାବି କଲା ସିବିଆଇ ତଦନ୍ତ, ବିଜେଡି କହିଲା ଅଯଥା ରାଜନୀତି କରୁଛନ୍ତି

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (ଓଏସ୍ଏସସି) ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ଭାରତୀୟ ଜନତା ପାର୍ଟି ଶୁକ୍ରବାର ଦାବି କରିଛି। ଏହି ପ୍ରଶ୍ନପତ୍ର ଲିକ ମାମଲାରେ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀ ସାମିଲ ଥାଇ ପାରନ୍ତି ଆଶଙ୍କା…

‘ନବ ଦାସଙ୍କଠୁ ନିଜ ଜୀବନ ପ୍ରତି ବିପଦ ଥିଲା, ତେଣୁ ଅଭିଯୁକ୍ତ ଗୋପାଳ ହତ୍ୟା କରିଛି’

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କଠୁ ନିଜ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ତାଙ୍କୁ ହତ୍ୟା କରିଛି ଅଭିଯୁକ୍ତ ଗୋପାଳ ଦାସ। ପଲିଗ୍ରାଫ୍ ରିପୋର୍ଟରୁ ଏହା ଜଣାପଡ଼ିଛି। ପଲିଗ୍ରାଫ୍ ଟେଷ୍ଟ ବେଳେ ଅଭିଯୁକ୍ତ ଗୋପାଳ ଦାସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ…

ଗୁଣପୁର ପୌରସଂସ୍ଥା ଟେଣ୍ଡରରେ ଅନିୟମିତତା, ହାଇକୋର୍ଟରେ ପହଞ୍ଚିଲା ମାମଲା

ରାୟଗଡ଼ା: ପୂର୍ତ୍ତ ବିଭାଗର ଟେଣ୍ଡର କୋଡକୁ ବେଖାତିର୍ ଓ ଚଞ୍ଚକତା କରି ସବୁ ବେଳେ ବିବାଦ ଘେରରେ ଗୁଣପୁର ପୌରସଂସ୍ଥା । ଠିକାଦାର ନିଜର ଉଚିତ୍ ନ୍ୟାୟ ଦେବାରେ ବଞ୍ଚିତ କରୁଛନ୍ତି ଏହି ଅନୁଷ୍ଟାନ ଟେଣ୍ଡର କମିଟି । କିଛି ମୁଷ୍ଟିମେୟ ନେତା ଓ ଯନ୍ତ୍ରୀମାନଙ୍କ ଯୋଗୁଁ ନିରୀହ ଠିକାଦାର ମାନେ…

ପୂର୍ବତନ ଉପରାଷ୍ଟ୍ରପତିଙ୍କ ମନ୍ଦିର ନିର୍ମାଣ: ଦେବତା ପରି ପୂଜା କରନ୍ତି ଲୋକେ

ରାଜସ୍ଥାନ: ନିଜ ଭିଟାମାଟିକୁ ଖୁବ୍ ଭଲ ପାଉଥିଲେ । ନିଜ ଗାଁ ଲୋକଙ୍କ କଥା ସବୁବେଳେ ଚିନ୍ତା କରୁଥିଲେ । ନିଜ ଗାଁର ଉନ୍ନତି କରିବାକୁ ସବୁବେଳେ ଚେଷ୍ଟା କରୁଥିଲେ । ଉପରାଷ୍ଟ୍ରପତି ପଦରେ ବସିଥିଲେ ମଧ୍ୟ ନିଜ ଗାଁ କଥା ଭୁଲି ନ ଥିଲେ । ଏବେ ସେ ଏ ଦୁନିଆରେ ନାହାନ୍ତି ସତ ହେଲେ ତାଙ୍କର ଏପରି…

ବାଲିରେ ଗର୍ଲସ ଟ୍ରିପ ଏନଜୟ କରୁଛନ୍ତି ସାମନ୍ଥା

ମୁମ୍ବାଇ: ବାଲିରେ ଗର୍ଲସ ଟ୍ରିପ ଏନଜୟ କରୁଛନ୍ତି ସାଉଥର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ । ସାମନ୍ଥା ଏବେ ତାଙ୍କ ବାନ୍ଧବି ଅନୁଷା ସ୍ୱାମୀଙ୍କ ସହ ଏହି ଟ୍ରିପରେ ଯାଇଛନ୍ତି । ସେ ତାଙ୍କ ବାନ୍ଧବୀଙ୍କ ସହ ଡ୍ୟାନ୍ସ କରୁଥିବା ନଜର ଆସଛନ୍ତିି । ଉଭୟଙ୍କ ଏହି ଡ଼୍ୟାନ୍ସକୁ ଦେଖି…

ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଓ ଉତ୍କର୍ଷତା ନିମନ୍ତେ ଏମ୍‌ସ ଭୁବନେଶ୍ୱରକୁ ପ୍ରଶଂସା

ଭୁବନେଶ୍ୱର: ଗୌରବମୟ ପ୍ରଥମ ଦଶନ୍ଧିର ଯାତ୍ରା ଅବସରରେ ଏମ୍‌ସ ଭୁବନେଶ୍ୱର ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟର ଜନସାଧାରଣଙ୍କୁ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ଅଗ୍ରଣୀ ଭୂମିକା ନିର୍ବାହ କରିଛି । ରୋଗୀ ସେବା କ୍ଷେତ୍ରରେ ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଦେଶରେ ଏକ ନୂତନ…