Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୮୪)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସେମାନଙ୍କ ଉଡ଼ାଜାହାଜ ଦିଲ୍ଲୀରେ ପହଂଚିଲା ବେଳକୁ, ବୀରା ସିଟ୍‌ରେ ଥାଇ, ଝର୍କା ଦେଇ ବାହାରକୁ ଚାହିଁଲା । ରନ୍‌ୱେଟି ସିମେଚାର ଥିଲା, କିନ୍ତୁ ବୀରା ଏଠିକୁ ଆସିଥିବା ପ୍ରତ୍ୟେକ ଥରର ସ୍ମୃତିର ରଙ୍ଗ , ଏ ରନ୍‌ୱେ…

୨୫ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା: ଆଜି ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ଵର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନେଇପାରେ ଅବପାତର ରୂପ । ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା…

କବିତା : ଶ୍ରାବଣର ଶାମୁକାଏ ଶିହରଣ

ସୁଜାତା ମିଶ୍ର ମେଘମାଳାର ଲାସ୍ୟମୟୀ ଋତୁ ପିନ୍ଧି ନେଇଛି ସବୁଜ ଶିଫନ୍ ଶାଢ଼ୀ, ଲାଲ୍ ରେଶମୀ ସୂତାରେ କିଏ ଆଙ୍କିଛି ଫୁଲକରୀ ଏମ୍ବ୍ରୋଡରି .. ଠା ଠା କରି.., ପୁଳା ପୁଳା ରକ୍ତିମ ଶିହରଣରେ ପ୍ରକୃତିର ସାବଜା ପଣତ ଯାଇଛି ଭରି ..! ଶାଗୁଆ ଘାସର ଲାଲ୍ ପରୀ ଟୋପାଏ ଶ୍ରାବଣ…

ସ୍ୱାମୀଙ୍କ ଉପସ୍ଥିତିରେ ଥାନାରେ ଦିଅର ଭାଉଜଙ୍କ ବିବାହ

ସୁବର୍ଣ୍ଣପୁର: ନିଜ ସ୍ୱାମୀଙ୍କ ଉପସ୍ଥିତିରେ ସ୍ତ୍ରୀ ତାର ପ୍ରେମିକକୁ କରୁଛି ବିବାହ। ବିବାହ ପୁଣି କୌଣସି ବେଦି କିମ୍ବା ମଣ୍ଡପରେ ହୋଇନାହିଁ। ବିବାହ ସମୟରେ ନା ଥିଲା ବ୍ରାହ୍ମଣର ମନ୍ତ୍ରପାଠ ନା ବାଜୁଥିଲା ଶାହାନାଇଁ। ନିରାଡମ୍ବର ଭାବରେ ହୋଇଯାଇଛି ଏଭଳି ଏକ ବାହାଘର। ଫେରାର ହୋଇଥିବା…

ରାଜଧାନୀରେ ଜାରି ରହିଛି ଫୁଟ୍ ପାଟ୍ରୋଲିଂ, ରାସ୍ତାରେ ବ୍ଲକିଂ ଚେକିଂକୁ କଡ଼ାକଡି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜାରି ରହିଛି ଜୋରଦାର ନାଇଟ୍ ପାଟ୍ରୋଲିଂ। ଚାଲିଛି ସେଫ୍ ସିଟି ଡ୍ରାଇଭ୍ ସଙ୍ଗକୁ ମଦ୍ୟପ ଖଟିରେ ଚଢାଉ। ରବିବାର ରାତିରେ ଭୁବନେଶ୍ୱରର ବିଭିନ୍ନ ବଜାର ଅଞ୍ଚଳରେ ଚେକିଂ ବ୍ଲକିଂ ହୋଇଛି। ଚାରି ଚକିଆ ଯାନ, ଦୁଇ ଚକିଆ ଯାନ, ହୋଟେଲ ଚେକିଂ, ଅପରାଧୀ ଏବଂ…

ହୀରାକୁଦ ଛାଡ଼ିଲା ପ୍ରଥମ ବନ୍ୟାଜଳ: ୫ ଟି ଗେଟ୍ ଦେଇ ହେବ ଜଳ ନିଷ୍କାସନ

ସମ୍ବଲପୁର: ରାଜ୍ୟରେ ଅଧିକାଂଶ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାମଧ୍ୟରେ ଆଜି ଖୋଲା ଯାଇଛି ହୀରାକୁଦ ଗେଟ । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପାରମ୍ପାରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ହୀରାକୁଦ…

ସ୍ଵାସ୍ଥ୍ୟ ପାଇଁ ହିତକାରୀ ଏହି ପତ୍ର: ଜାଣନ୍ତୁ ଏହାର ନାମ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ସବୁଜିମା ଆମ ପରିବେଶ ନିମନ୍ତେ ଭଲ ହେବା ସହ ମନୁଷ୍ୟ ଶରୀର ଉପରେ ମଧ୍ୟ ଉତ୍ତମ ପ୍ରଭାବ ପକାଇଥାଏ। ଭାରତୀୟ ଜଳବାୟୁରେ ବିଭିନ୍ନ ପ୍ରକାରର ଔଷଧୀୟ ଗଛଗୁଡ଼ିକ ଶୀଘ୍ର କାୟା ବିସ୍ତାର କରିଥାନ୍ତି। ତେବେ ଏପରି କିଛି ଗଛ ଅଛି ଯାହା ଆମ ଶରୀରରେ ଥିବା ଅନେକ ରୋଗର ନିରାକରଣ…

ଭାଷା ଭାଗବତ : ବହି କିଣା, ବଂଟା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅସଂଖ୍ୟ ବହି କିଣା ହୋଇ ଗ୍ରଂଥାଗାରରେ ଥାଂତି ଶୋଇ ସେ ନିଦ ହୁଏ ଦୀର୍ଘସ୍ଥାୟୀ କେହି ନିଦ ଭାଂଗଂତିନାହିଁ ଆମ ପୁସ୍ତକପ୍ରେମୀଗଣ ସଭାରେ ଦେଲେ ହେଁ ଭାଷଣ ଶୁଣିବା ପାଇଁ ନାହିଁ କାନ ବୁଝିବା ଭଳି ନାହିଁ ମନ ଲେଖକ, କବି…

ସେକ୍ସ ରାକେଟ ଅଭିଯୋଗରେ ହୋଟେଲରେ ପୋଲିସର ଚଢ଼ାଉ, ୧୪ ଗିରଫ

ଝାରସୁଗୁଡ଼ା: ସେକ୍ସ ରାକେଟ ଅଭିଯୋଗରେ ପଞ୍ଚପଡ଼ା ନିକଟ ଏକ ହୋଟେଲରେ ପୋଲିସର ରାତି ଅଧିଆ ଚଢ଼ାଉ। ଏହି ଘଟଣାରେ ହୋଟେଲରୁ ପୋଲିସ ୧୪ ଜଣଙ୍କୁ ଗିରଫ କରିଥିବା ବେଳେ ୧୩ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ପଞ୍ଚପଡ଼ା ନିକଟ ଏକ ହୋଟେଲରେ ସେକ୍ସ ରାକେଟ ଚାଲିଥିବା ପୋଲିସ ସୂଚନା ପାଇଁ ରାତି ଅଧିଆ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମହାପ୍ରସାଦ (୨)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ବିଷୟରେ ଆଲୋଚନା କରିବା ସମୟରେ ଗୋଟିଏ କଥା ମନକୁ ଆସେ ଭକ୍ତମାନଙ୍କ ପାଇଁ ଶ୍ରୀମହାପ୍ରସାଦର ଆକର୍ଷଣ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିବା ଶ୍ରଦ୍ଧାଠାରୁ ଅଧିକ…