Latest Odisha News

BREAKING NEWS

ଧାରାଭୀ ଏକ ଜନ କେନ୍ଦ୍ରିକ ରୂପାନ୍ତରଣ

ନିଜର ଅଭିଳାଷା ତାଲିକାରେ ପୂର୍ବତନ ବିଶ୍ୱ ହେଭିୱେଟ୍‌ ବକ୍ସିଂ ଚମ୍ପିଅନ୍ ମାଇକ ଟାଇସନ୍‌ ଭାରତର ଦୁଇଟି ସ୍ଥାନ ପରିଦର୍ଶନ ପାଇଁ ଇଛା ପ୍ରକାଶ କରିଥିଲେ: ଗୋଟିଏ ସ୍ଥାନ ହେଉଛି ତାଜମହଲ ଏବଂ ଅନ୍ୟ ସ୍ଥାନଟି ଧାରାଭୀ । ଧାରାଭୀ ସହିତ ମୋର ପ୍ରଥମ ସାକ୍ଷାତ ୧୯୭୦ ଦଶକର ଶେଷ ଆଡକୁ ହୋଇଥିଲା ।…

ଜମି ଅଧିଗ୍ରହଣ, ଜଙ୍ଗଲ ମଞ୍ଜୁରୀ ଓ ବିଳମ୍ବ କାମ ପାଇଁ ସରୁନି ଓଡ଼ିଶାର ୪ଟି ଏନ୍ଏଚ୍ ପ୍ରକଳ୍ପ କାର୍ଯ୍ୟ

ଭୁବନେଶ୍ୱର: ଢେଙ୍କାନାଳରେ ଧିମେଇ ଚାଲିଛି ଜାତୀୟ ରାଜପଥ ପ୍ରକଳ୍ପ କାର୍ଯ୍ୟ । ଗୋଟିଏ କି ୨ଟି ନୁହେଁ ଢେଙ୍କାନାଳରେ ୪ଟି ଜାତୀୟ ରାଜପଥ ନିର୍ମାଣ ମନ୍ଥର ଗତିରେ ଚାଲିଛି । ଆଉ ବିଳମ୍ବିତ ନିର୍ମାଣର କାରଣ ହେଉଛି ଜମି ଅଧିଗ୍ରହଣ, ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ସହ ଠିକାଦାରଙ୍କ ମନ୍ଥର ଗତିରେ…

ଫିଫା ର‌୍ୟାଙ୍କିଙ୍ଗ : ୯୯ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଫିଫା ର‌୍ୟାଙ୍କିଙ୍ଗରେ ସୁନୀଲ ଛେତ୍ରୀ ନେତୃତ୍ୱାଧୀନ ଭାରତୀୟ ଦଳ ୯୯ତମ ସ୍ଥାନରେ ରହିଛି । ୨୦୧୮ ପରଠାରୁ ପ୍ରଥମ ଥର ଭାରତ ୧୦୦ ର‌୍ୟାଙ୍କରୁ ଉପରକୁ ଉଠିଛି । କ୍ରୋଏସିଆର କୋଚ ଆଇଗର ଷ୍ଟିମାକଙ୍କ ପ୍ରଶିକ୍ଷଣରେ ଭାରତୀୟ ଦଳର ପ୍ରଦର୍ଶନରେ ସୁଧାର ଘଟିଛି । ନିକଟରେ ଭୁବନେଶ୍ୱରରେ…

ବିଗ ବଜେଟ ସାଇକୋଲୋଜିକାଲ ଥ୍ରୀଲରରେ ଏକତ୍ର ଅଭିନୟ କରିବେ କଙ୍ଗନା, ବିଜୟ ସେତୁପତି

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତ ଓ ସାଉଥର ଲୋକପ୍ରିୟ କଳାକାର ବିଜୟ ସେତୁପତି ଏକ ବିଗ ବଜେଟ ଫିଲ୍ମରେ ଏକତ୍ର ଅଭିନୟ କରିବେ । ଅହିଂସା ଏଂଟରଟେନମେଂଟ ଓ ଟ୍ରିଡେଂଟ ଆର୍ଟ୍ସ ପକ୍ଷରୁ ଏହି ଫିଲ୍ମ ନିର୍ମାଣ କରାଯାଉଛି । ଏହି ସାଇକୋଲୋଜିକାଲ ଥ୍ରୀଲର ଫିଲ୍ମର ନିର୍ଦ୍ଦେଶକଙ୍କ ନାମ ଘୋଷଣା…

ବିନା ସର୍ତ୍ତରେ ରାହୁଲଙ୍କ ହାତ ଧରିବେ ଶର୍ମିଳା!

ଭୁବନେଶ୍ୱର: କଂଗ୍ରେସର ନୂଆ ଫଣ୍ଡା ଏକତା। ନିଜ ଭିତରେ ଲଢେଇ ନ କରି ସମସ୍ତେ ଗୋଟିଏ ପ୍ଲାଟଫର୍ମରେ ଏକାଠି ହେବାକୁ ଦଳ ସବୁଠୁ ଅଧିକ ଧ୍ୟାନ ଦେଉଛି। ତେଲେଙ୍ଗାନାରେ ଏହାର ବଡ଼ ପ୍ରତିଫଳନ ଦେଖିବାକୁ ମିଳିଛି। ପୂର୍ବରୁ ରାଜସ୍ଥାନ ଓ ଛତିଶଗଡ଼ରେ ଦଳୀୟ ନେତାଙ୍କୁ ମ୍ୟାନେଜ କରି ଗୋଟିଏ…

ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗରେ ଥାନାରେ କନେଷ୍ଟବଳ ଅଟକ

ପାରଳାଖେମୁଣ୍ଡି: ମହିଳାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ । ଗିରଫ ହେଲେ ପୋଲିସ କନେଷ୍ଟବଳ । ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣେ କନେଷ୍ଟବଳଙ୍କୁ ଗିରଫ କରିଛି । ଗିରଫ କନେଷ୍ଟବଳ ଜଣଙ୍କ ହେଉଛନ୍ତି ତ୍ରିନାଥ ସାହୁ । ସେ ମୋହନା ଥାନାରେ…

ଆଇନ ଜାଲରେ ‘ଇଣ୍ଡିଆ’

ଭୁବନେଶ୍ୱର: ଗଠନ ହେବାଠାରୁ ବିବାଦ ଇଣ୍ଡିଆର ପିଛା ଛାଡୁନି। ମିଳିତ ବିରୋଧୀ ମେଣ୍ଟର ନୂଆ ନାଁ ଇଣ୍ଡିଆ ରଖାଯିବା ପରେ ବିଜେପି ଏହାକୁ ତୀଵ୍ର ବିରୋଧ କରିଛି। ଇଣ୍ଡିଆ ନାଁ ପଞ୍ଜିକୃତ ହୋଇପାରିବ କି ନାହିଁ ତାକୁ ନେଇ ବିତର୍କ ଆରମ୍ଭ ହୋଇଛି। ସେପଟେ ଠିକ ଏଭଳି ସମୟରେ ବିରୋଧୀ ମେଣ୍ଟର ନାଁ…

ଦୋନୋ ଫିଲ୍ମ ମାଧ୍ୟମରେ ମନୋରଞ୍ଜନ ଦୁନିଆରେ ପାଦ ଥାପିବେ ସୂରଜଙ୍କ ପୂଅ ଅବନୀଶ ବଡଜାତ୍ୟା

ମୁମ୍ବାଇ: ପାରିବାରିକ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇ ରାଜଶ୍ରୀ ପ୍ରଡକ୍ସନ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ମହାନ ନିର୍ଦ୍ଦେଶକ ସୂରଜ ବଡଜାତ୍ୟାଙ୍କ ପୁଅ ଅବନୀଶ ଏହି ବ୍ୟାନର ତଳେ ମନୋରଞ୍ଜନ ଦୁନିଆରେ ପାଦ ଥାପିବେ । ସେ ନିର୍ଦ୍ଦେଶକ ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିବାକୁ…

୨ ବର୍ଷରେ ରୋହିତଙ୍କ ହୋଇଛି ୬ଥର ଡୋପ ଟେଷ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ୨ ବର୍ଷରେ ସର୍ବାଧିକ ୬ଥର ଡୋପ ଟେଷ୍ଟ ହୋଇଛି । ମୁମ୍ବାଇ, ଅହମ୍ମଦାବାଦ, ଚେନ୍ନାଇ ଓ ୟୁଏଇରେ ତାଙ୍କର ଏହି ଟେଷ୍ଟ କରାଯାଇଛି । ରିଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ ଓ ଚେତେଶ୍ୱର ପୂଜାରାଙ୍କ ସମେତ ୭ ଜଣ ଖେଳାଳିଙ୍କ ଥରେ ଲେଖାଁଏ…

ଘର ଦେବା ନାଁରେ ୧୫ କୋଟି ଠକେଇ, ରିଅଲ୍ ଇଷ୍ଟେଟ କମ୍ପାନୀର ଅତିରିକ୍ତ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର: ଗୁରୁବାର ଅର୍ଥନୈତିକ ଅପରାଧ ଶାଖା (EOW)  ମିଶ୍ର କ୍ରିଏସନ୍ ପ୍ରାଇଭେଟ୍ ଲିମିଟେଡର ଅତିରିକ୍ତ ନିର୍ଦ୍ଦେଶକଙ୍କୁ ଗିରଫ କରିଛି । ଏକାଧିକ ବ୍ୟକ୍ତିଙ୍କ ଠାରୁ ଘର ଦେବା ନାଁରେ ୧୫ କୋଟି ଟଙ୍କା ଠକେଇ ଅଭିଯୋଗରେ ଗିରଫ କରିଛି ଇଓଡବ୍ଲୁ । ଗିରଫ ଜଣଙ୍କ ହେଉଛନ୍ତି ସନ୍ତୋଷ କୁମାର ରଥ…