ଅନୁବାଦ କବିତା : ତୁମେ ଜମା କାନ୍ଦ ନାହିଁ
ମୂଳ ବଙ୍ଗଳା : ସୁଭାଷ ମୁଖୋପାଧ୍ୟାୟ
କି ଆଶ୍ଚର୍ଯ୍ୟ
ତୁମେ ତ କେବେ ହେଲେ
କାନ୍ଦିଲନି ଥରେ।
ଛୋଟ ଛୋଟ ପୁଡ଼ିଆ ବାନ୍ଧି
ଏ ଘରର କୋଣ ଅନୁକୋଣରେ
ଛାଡ଼ି ଯାଇଛ ଯେଉଁ ସବୁ ମନସ୍ତାପ।
ମୁଁ ଜଳି ଯାଉଛି ତା' ଧାସରେ।
ୟେ ଏକ ପ୍ରକାର ଭଲ
କାନରେ ଠିକ୍ ଶୁଭୁନାହିଁ,
କିଏ କଣ କହିଲା…