Latest Odisha News

BREAKING NEWS

ଭାଷା ଭାଗବତ : ମୁଖ୍ଯ ଅସୁବିଧା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମତକୁ ନ ଦେଇ ଗୁରୁତ୍ବ ଆମେ ରହିଲେ କର୍ମରତ ହେବା ସମାଧାନର ଅଂଶ ସ୍ବଭାଷା କରିବାନି ଧ୍ବଂସ କେହି ବି ନାହାଂତି ବଇରି ତେବେ ବି ମିଛେ ଡରି ଡରି ପାଳୁଛୁଁ ମନେ କୁଂଠା, ଦ୍ବିଧା ତାହା ହିଁ ମୁଖ୍ଯ ଅସୁବିଧା ଯାହା ଶୁଣଂତି,…

ଧନୀ ହେଉଛି ଓଡ଼ିଶା; ତଥାପି ମାଲକାନଗିିରିରେ ଦାରିଦ୍ର୍ୟ ହାର ୪୫%

ନୂଆଦିଲ୍ଲୀ:ଧନୀ ହେଉଛି ଓଡ଼ିଶା । ରାଜ୍ୟରେ ଗରିବୀ ହାର କମୁଛି । ୫ବର୍ଷ ଭିତରେ ଆସିଛି ବଡ ପରିବର୍ତ୍ତନ । ୫ବର୍ଷର୍ରେ ଓଡ଼ିଶାରେ ୬୨.୬୨ ଲକ୍ଷ ହୋଇଛନ୍ତି ଦାରିଦ୍ର‌୍ୟମୁକ୍ତ । ଏମିତି ରିପୋର୍ଟ ଦେଇଛି ନୀତି ଆୟୋଗ । ସେତିକୁ ନୁହେଁ, ସାରା ଦେଶରେ ୧୩.୫ କୋଟି ଲୋକ ଦାରିଦ୍ର‌୍ୟମୁକ୍ତ ହୋଇ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଅଶୌଚ ବା ଦୁର୍ଘଟଣା ନୀତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନୈମିତିକ -ବିଧି ଆଲୋଚନା ପ୍ରସଙ୍ଗରେ ଆଜି ଆମେ ଜାଣିବା ଅଶୌଚ ବା ଦୁର୍ଘଟଣା ଜନିତ ବିଶେଷ ନୀତି ବିଷୟରେ। ପ୍ରଥମେ ଜାଣିବା ଅଶୌଚ କେତେବେଳେ ଶ୍ରୀମନ୍ଦିର ମଧ୍ୟରେ…

କେନ୍ଦ୍ରର ଅଧ୍ୟାଦେଶ: କଂଗ୍ରେସର ସମର୍ଥନ ପରେ ବି କମିନି କେଜ୍ରିଓ୍ବାଲଙ୍କ ମୁଣ୍ଡବିନ୍ଧା

ନୂଆଦିଲ୍ଲୀ: ମେ' ୧୯ ତାରିଖରେ କେନ୍ଦ୍ର ସରକାର ଜାରି କରିଥିବା ଅଧ୍ୟାଦେଶ ବିଲରେ ଦିଲ୍ଲୀରେ ଗ୍ରୁପ୍-ଏ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି କ୍ଷମତା ଏଲଜିଙ୍କ ହାତରେ ରହିବା ଉଦ୍ଦେଶ୍ୟରେ ଆଣିଛନ୍ତି। ଆପ୍ ସରକାର ଏହି ଅଧ୍ୟାଦେଶକୁ 'ପ୍ରତାରଣା' ବୋଲି କହିଛି। କାରଣ ଅଧିକାରୀଙ୍କ ନିୟନ୍ତ୍ରଣ ନେଇ…

ବାହାନଗା ଦୁର୍ଘଟଣା, ସିବିଆଇ ପାଉନି ଷଡ଼ଯନ୍ତ୍ରର ଖିଅ?

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାରେ ଗିରଫ ତିନି ଅଭିଯୁକ୍ତ ଏବେ ଜେଲରେ। ସିବିଆଇ ଏମାନଙ୍କୁ ଗିରଫ କରି ଦୁଇ ଥର ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିଛି। ତେବେ ତୃତୀୟ ଥର ରିମାଣ୍ଡରେ ନନେଇ ଜେଲକୁ ପଠାଇ ଦେଇଛି। ଏହାରି ଭିତରେ ଗିରଫ ଅଭିଯୁକ୍ତ ଅମୀର ଖାନଙ୍କ ଓକିଲ ଲଲାଟେନ୍ଦୁ ପ୍ରଧାନ…

ଗ୍ୟାଙ୍ଗଷ୍ଟାରକୁ ଅପହରଣ ପରେ ହତ୍ୟା ଅଭିଯୋଗ, ୬ ଗିରଫ

କେନ୍ଦ୍ରାପଡା: ଗ୍ୟାଙ୍ଗଷ୍ଟର ବିଭୁ ପ୍ରସାଦ ସାହୁଙ୍କୁ ଅପହରଣ ଓ ହତ୍ୟା ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ସୋମବାର ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରାପଡା ଏସପି ସନ୍ଦୀପ ସମ୍ପତ ମଡକର କହିଛନ୍ତି ଯେ ଏହି ୬ ଜଣ ବ୍ୟକ୍ତି ଗତ ମେ ୩୧ ତାରିଖରେ ଜିଲ୍ଲାର ମାର୍ଶାଘାଇ ଅଞ୍ଚଳର ଭଗବାନପୁର…

ବିରୋଧୀ ଏକାଠି ହେଉଥିବା ଦେଖି ବିଭିନ୍ନ ରାଜ୍ୟରେ ସମୀକରଣ ବଦଳାଉଛି ବିଜେପି?

ନୂଆଦିଲ୍ଲୀ: ଏକଦା ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ସେ ଏକୁଟିଆ ବିରୋଧୀଙ୍କ ଉପରେ ଭାରି ପଡ଼ିବେ। ଅର୍ଥାତ ସମସ୍ତ ବିରୋଧୀ ଯଦିବି ଏକାଠି ହେବେ ତାହାଲେ ତାଙ୍କୁ ମୁକାବିଲା କରିପାରିବେ ନାହିଁ। ମୋଦୀଙ୍କ ଏହି ପରିଭାଷା କିନ୍ତୁ ଏବେ ବଦଳିଯାଇଛି। ବିରୋଧୀ ୨୪ରୁ ଅଧିକ…

ଭୁବନେଶ୍ୱରରେ ନୂଆ ଏନସିବି କୋଠା ଉଦଘାଟିତ, ଦିନକରେ ନଷ୍ଟ ହେଲା ୨୩୮୧ କୋଟି ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ

ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ନିଶାଦ୍ରବ୍ୟ ଚୋରା କାରବାର ଓ ରାଷ୍ଟ୍ରୀୟ ସୁରକ୍ଷା’ ଉପରେ ଆଞ୍ଚଳିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ସମ୍ମିଳନୀ ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଉପସ୍ଥିତିରେ ଭର୍ଚୁଆଲ ମାଧ୍ୟମରେ ନାର୍କୋଟିକ୍ସ…

ମଣିଷ ପରି ଖଟରେ ଶୋଉଛି ଘୋଡ଼ା

ସାଧାରଣତଃ ଲୋକମାନେ ଘରେ କୁକୁର,ବିଲେଇ ହେଉ ବା ବିଭିନ୍ନ ପ୍ରକାର ପକ୍ଷୀ ରଖିବାକୁ ପସନ୍ଦ କରିଥାନ୍ତି । ସେମାନେ ତାଙ୍କୁ ନିଜ ଘରର ସଦସ୍ୟ ଭାବେ ଭଲ ପାଇବା ସହ ଯତ୍ନ ବି ନେଇଥାନ୍ତି । ସେମାନଙ୍କ ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥାନ୍ତି । ପୋଷା କୁକୁର ଓ ବିଲେଇ ଖଟ ଉପରେ ଶୋଇବା…

ସଲମାନଙ୍କ ନାଁରେ ଲୋକଙ୍କୁ ଠକୁଥିବା ଅଭିଯୋଗ: ଚେତାବନୀ ଦେଲେ ସଲମାନ

ମୁମ୍ବାଇ: ବଲିଉଡ୍‌ର ଭାଇଜାନ ସଲମାନ ଖାନ ଏବେ ପୁଣି ଚର୍ଚ୍ଚାରେ । ଗତ କିଛି ଦିନ ହେବ ତାଙ୍କୁ ହତ୍ୟା ଧମକ ଦିଆଯାଉଥିବା ବେଳେ ଏବେ ତାଙ୍କ ନାଁକୁ ବ୍ୟବହାର କରି ଲୋକଙ୍କୁ ଠକାଯାଉଥିବା ଅଭିଯୋଗ ହୋଇଛି । ଏ ବିଷୟରେ ସଲମାନଙ୍କ ଟିମ୍ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । କିଛି ଲୋକ…