Latest Odisha News

BREAKING NEWS

ସଲମାନଙ୍କ ନାଁରେ ଲୋକଙ୍କୁ ଠକୁଥିବା ଅଭିଯୋଗ: ଚେତାବନୀ ଦେଲେ ସଲମାନ

ମୁମ୍ବାଇ: ବଲିଉଡ୍‌ର ଭାଇଜାନ ସଲମାନ ଖାନ ଏବେ ପୁଣି ଚର୍ଚ୍ଚାରେ । ଗତ କିଛି ଦିନ ହେବ ତାଙ୍କୁ ହତ୍ୟା ଧମକ ଦିଆଯାଉଥିବା ବେଳେ ଏବେ ତାଙ୍କ ନାଁକୁ ବ୍ୟବହାର କରି ଲୋକଙ୍କୁ ଠକାଯାଉଥିବା ଅଭିଯୋଗ ହୋଇଛି । ଏ ବିଷୟରେ ସଲମାନଙ୍କ ଟିମ୍ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । କିଛି ଲୋକ…

୧୨୧ ବର୍ଷ ତଳର କ୍ୟାଡବରୀ ଚକୋଲେଟ ହେବ ନିଲାମ

ଲଣ୍ଡନ: ୧୨୧ ବର୍ଷ ତଳର କ୍ୟାଡବରୀ ଚକୋଲୋଟ ନିଲାମ ହେବ । ଆପଣମାନେ ଭାବୁଥିବେ ଏହି ଏକ୍ସପାୟରୀ ଚକୋଲେଟକୁ କିଏ ବା କିଣିବ ? ତେବେ ଏହାର ନିଲାମ କରୁଥିବା କମ୍ପାନୀର କହିବା ଅନୁସାରେ ଚକୋଲେଟ ବାବଦକୁ ଅତି କମରେ ୧୦୦ରୁ ୧୫୦ ଡଲାର ମିଳିବ । ଯାହାର ଭାରତୀୟ ମୂଲ୍ୟ ପାଖାପାଖି ୧୬ରୁ ୨୦ ହଜାର ହେବ…

ଗଦର ୨ ପ୍ରମୋଶନ ପାଇଁ କପିଲ ଶର୍ମା ଶୋରେ ପହଞ୍ଚିଲେ ସନ୍ନି-ଅମିଶା

ମୁମ୍ବାଇ: ବଲିଉଡ଼ ଅଭିନେତା ସନ୍ନି ଦେଓଲ ଓ ଅଭିନେତ୍ରୀ ଅମିଶା ପଟେଲ ସେମାନଙ୍କ ଆଗାମୀ ଫିଲ୍ମ ‘ଗଦର-୨’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଆଜିକାଲି ଉଭୟେ ସେମାନଙ୍କ ଫିଲ୍ମ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ନିକଟରେ ଦୁହେଁ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ । ଛୋଟପରଦାର ସବୁଠୁ…

ପିକନିକ୍ ଭୋଜିରେ କୁମ୍ଭୀର ଖାଇଦେଲା ଖାଦ୍ୟ, ପ୍ରାଣ ବିକଳରେ ଦୌଡ଼ିଲେ ଲୋକେ

ଅଧିକାଂଶ ଲୋକ ପରିବାର ସଦସ୍ୟମାନଙ୍କ ସହ ହେଉ ବା ସାଙ୍ଗମାନଙ୍କ ସହ ପିକ୍‌ନିକ୍ ଯିବାକୁ ପସନ୍ଦ କରିଥାନ୍ତି । ସାଧାରଣତଃ ପାହାଡ଼, ଜଙ୍ଗଲ, ହ୍ରଦ ନିକଟକୁ ଯାଇ ପିକ୍‌ନିକ୍ ବା ଭୋଜି କରିବାକୁ ଅନେକ ପସନ୍ଦ କରିଥାନ୍ତି । କିଛି ଲୋକ ପିକ୍‌ନିକ୍‌ସ୍ଥଳୀରେ ଭୋଜି କରି ଖାଇଥାନ୍ତି ତ ଆଉ କିଏ ଘରୁ…

ଦଶହରାରେ ଅରିନ୍ଦମଙ୍କ କମ୍ ବ୍ୟାକ୍‌

ଭୁବନେଶ୍ୱର : ଏଥର ଦଶହରାରେ ବ୍ୟାକ କରୁଛନ୍ତି ଓଲିଉଡର ଆଗଧାଡ଼ିର ଅଭିନେତା ଅରିନ୍ଦମ ରାୟ । ନିଜସ୍ୱ ଫିଲ୍ମ ପ୍ରଯୋଜନା ସଂସ୍ଥା ‘ରତ୍ନା ଫିଲ୍ମସ\'ର ଭିନ୍ନ ସ୍ୱାଦର ନୂଆ ଓଡ଼ିଆ ଫିଲ୍ମ ଜରିଆରେ ଅରିନ୍ଦମଙ୍କ ଧମାକାଦାର କମ୍ ବ୍ୟାକ୍ ହେଉଛି ବୋଲି ଚର୍ଚ୍ଚା ହେଉଛି । ଏଥର ଦଶହରାକୁ ମୁକ୍ତିଲାଭ…

ଖିଚିଂରୁ ପାଣି ଢାଳି ଫେରିବା ବେଳେ ଓଲଟିଲା ବୋଲବମ ଭକ୍ତଙ୍କ ଗାଡି

କେନ୍ଦୁଝର: ଅପରାହ୍ନରେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କରମଙ୍ଗି ଗାଁ ମୁଣ୍ଡରେ ଏକ ବୋଲବମ୍ ଭକ୍ତଙ୍କ ପିକ୍ଅପ ଗାଡି ଓଲଟିବାରୁ ଦୁର୍ଘଟଣାର ଶିକାର ହୋଇଛି। ମୟୂରଭଞ୍ଜ ଜିଲ୍ଲାର ଖିଚିଙ୍ଗ ମନ୍ଦିରରୁ ପାଣି ଢାଳି ଗାଡି ନମ୍ବର ଓଆର ୦୯ ଏଲ ୪୦୨୬ରେ ୨୦ରୁ ଅଧିକ ଭକ୍ତ ଘରକୁ ଫେରିବା ବେଳେ…

ଟିପିଏସ୍ଓଡିଏଲ୍ ପକ୍ଷରୁ ସମ୍ପୂର୍ଣ୍ଣ ରୂପେ ମହିଳାଙ୍କ ଦ୍ୱାରା ପରିଚାଳିତ ମିଟର ପରୀକ୍ଷଣ ପ୍ରୟୋଗଶାଳା ଉଦଘାଟିତ

ବ୍ରହ୍ମପୁର: ଓଡ଼ିଶାର ସ୍ଥାନୀୟ ମହିଳାମାନଙ୍କୁ ସଶକ୍ତ କରିବା ପ୍ରତିବଦ୍ଧତା ଅନୁସାରେ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବ୍ରହ୍ମପୁରରେ ଏକ ଅତ୍ୟାଧୁନିକ ତଥା ସମ୍ପୂର୍ଣ୍ଣ ଭାବେ ମହିଳାମାନଙ୍କ ଦ୍ୱାରା ପରିଚାଳିତ…

ଗବେଷଣା କ୍ଷେତ୍ରରେ ବିଶ୍ୱସ୍ତରୀୟ ସହଭାଗିତା ନେଇ ସୋଆ ଆଗ୍ରହୀ

ଭୁବନେଶ୍ୱର: ଜ୍ଞାନର ବିଭିନ୍ନ ଶାଖା ସମ୍ବନ୍ଧୀୟ କ୍ଷେତ୍ରକୁ ପରିବ୍ୟାପ୍ତ କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱ ସ୍ତରୀୟ ସହଭାଗିତା ନିମନ୍ତେ ଆଗ୍ରହୀ ବୋଲି ସୋମବାର ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି । ଆମର ଅଭିନବ ଗବେଷଣା କାର୍ଯ୍ୟକୁ ସୁଦୃଢ଼ କରିବା…

ଆଗ୍ରାର ତାଜମହଲ ପହଞ୍ଚିଲା ଯମୁନାର ବନ୍ୟା ପାଣି

ଆଗ୍ରା: ଦିଲ୍ଲୀରେ ଯମୁନା ନଦୀ ବିପଦ ସଂକେତ ତଳକୁ ଖସିବା ପରେ ପୁଣି ଥରେ ଫୁଲିବାରେ ଲାଗିଛି । ଯାହା ଫଳରେ ଉତ୍ତରପ୍ରଦେଶର ଆଗ୍ରା-ମଥୁରାର କେତେକ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଯମୁନାର ବନ୍ୟା ପାଣି ଆଗ୍ରାର ତାଜମହଲ ଯାଏ ପହଞ୍ଚିଛି । ମଥୁରାରେ ଯମୁନା ବିପଦ ସଂକେତ ଠାରୁ…

୫ ହଜାରରୁ ଅଧିକ ପ୍ରାଥମିକ ସ୍କୁଲର ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହେବ

ଭୁବନେଶ୍ୱର: ତୋଷାଳୀ ଭବନସ୍ଥିତ ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପରିଚାଳନା ପରିଷଦର ୧୧ତମ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ‘ମୋ ସ୍କୁଲ୍‌ ଅଭିଯାନ’ ପ୍ରକଳ୍ପଗୁଡି଼କର ସାମାଜିକ ସମୀକ୍ଷା, ରାଜ୍ୟର ୫୧୯୫ ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ, ରାଜ୍ୟର ସମସ୍ତ ବିଦ୍ୟାଳୟରେ…