ଏସିଆ କପ ପୂର୍ବରୁ ଦଳରେ ସାମିଲ ହୋଇପାରନ୍ତି ବୁମରାହ, ଶ୍ରେୟାଶ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଦିନିକିଆ ବିଶ୍ୱକପ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଘରୋଇ ପରିବେଶରେ ବିଶ୍ୱକପ ଖେଳିବା ପୂର୍ବରୁ ଭାରତ ଏସିଆ କପରେ ଅଂଶଗ୍ରହଣ କରିବ । ରିପୋର୍ଟ ମୁତାବକ ଆଘାତପ୍ରାପ୍ତ ଷ୍ଟାର ଖେଳାଳି ଯଶପ୍ରୀତ ବୁମରାହ, ଶ୍ରେୟାଶ ଆୟାର ଓ ରିଷଭ…