Latest Odisha News

BREAKING NEWS

ଇଟା, ସିମେଣ୍ଟ ବିନା ନିର୍ମିତ ତିନି ମହଲା ବିଶିଷ୍ଟ ମନ୍ଦିର: ୧୦୮ ସ୍ତମ୍ଭ ଉପରେ ହୋଇଛି ଛିଡ଼ା

ରାଜସ୍ଥାନ: ଏବେ ଶ୍ରାବଣ ମାସ ଚାଲିଛି । ଏଭଳି ପରିସ୍ଥିତିରେ ଭଗବାନ ଶିବଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗୁଛି । ତେବେ ଆମେ ଆପଣଙ୍କୁ ଏପରି ଏକ ଶିବ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯାହା ଏକ ହଜାର ବର୍ଷ ପୁରୁଣା । ଏହି ମନ୍ଦିରର ବିଶେଷ କଥା ହେଉଛି ଏହା ସିମେଣ୍ଟ ଏବଂ ଇଟା…

ମୌସୁମୀ ବର୍ଷା ପ୍ରଭାବରେ ଖସିଲା ଇଲିସ୍ ଦର, ୨୫୦ ଟଙ୍କାରେ ବୋହି ନେଲେ ଲୋକ

ବାଲେଶ୍ୱର: ମାଛ ଅନେକଙ୍କ ପ୍ରିୟ ଖାଦ୍ୟ । ଆଉ ଯଦି ଇଲିସ୍ କଥା ପଡ଼େ ତ ସମସ୍ତଙ୍କ ପାଟିରୁ ନାଳ ଗଡ଼େ । ଆପଣ ଯଦି ଇଲିସ୍ ଖାଇବାକୁ ଆଗ୍ରହୀ ତା’ହେଲେ ଆଉ ଡେରି କରନ୍ତୁ ନାହିଁ । କାରଣ ଇଲିସ୍ ମାଛର ଦର ଖସିଛି । ବାଲେଶ୍ୱରରେ ଇଲିସ୍ ମାଛ କେଜି ପିଛା ୨୫୦ ଟଙ୍କାକୁ ଖସି ଆସିଛି । ଖବର…

ସୁଟିଂ ସେଟ୍‌ରେ ଅସୁସ୍ଥ ହୋଇପଡ଼ିଲେ ଟିନା, ହସ୍ପିଟାଲ୍‌ରେ ଭର୍ତ୍ତି

ମୁମ୍ବାଇ: ସୁଟିଂ ସମୟରେ ଅସୁସ୍ଥ ହୋଇପଡ଼ିଲେ ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଟିନା ଦତ୍ତ । ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଖବର ପାଇବା ପରେ ତାଙ୍କ ପ୍ରଶଂସକମାନେ ଟିନା ଶୀଘ୍ର ସୁସ୍ଥ ହେବା ନେଇ ପ୍ରାର୍ଥନା କରିଛନ୍ତି । ଏବେ ତାଙ୍କ…

ସୁବାସ ଘାଇଙ୍କ ନୂଆ ଫିଲ୍ମ ସଲାଖେଁରେ ଅଭିନୟ କରିବେ ଜ୍ୟାକି

ମୁମ୍ବାଇ: ଫିଲ୍ମମେକର ସୁବାସ ଘାଇ ଦୀର୍ଘଦିନ ପରେ ସଲାଖେଁ ନାମକ ଫିଲ୍ମ କରିବାକୁ ଯାଉଛନ୍ତି । ଏଥିରେ ଜ୍ୟାକି ଶ୍ରଫ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ପୂର୍ବରୁ ୧୯୯୩ର ସୁପରହିଟ ଫିଲ୍ମ ଖଳନାୟକର ସ୍ୱିକ୍ୱେଲ କରିବା ନେଇ ସୁବାସ ଯୋଜନା କରୁଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା । ଏହି…

ବିଦ୍ୟାଳୟ କୋଠାକୁ ସ୍ଥାନାନ୍ତର ହେବ ରମାଦେବୀ କନିଷ୍ଠ ମହାବିଦ୍ୟାଳୟ

ଭୁବନେଶ୍ୱର: ରମାଦେବୀ କନିଷ୍ଠ ମହାବିଦ୍ୟାଳୟ ସ୍ଥାନାନ୍ତରିତ ହେବ । କ୍ୟାମ୍ପସକୁ ଲାଗି ରହିଥିବା ବିଦ୍ୟାଳୟ କୋଠାକୁ ଯିବ ଜୁନିଅର୍ କଲେଜ । ରମାଦେବୀ ବିଶ୍ୱବିଦ୍ୟାଳୟ ଭିତ୍ତିଭୂମି ଠାରୁ ଜୁନିଅର କଲେଜକୁ ପୃଥକ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ନିଷ୍ପତ୍ତି ଅନୁଯାୟୀ, ରମାଦେବୀ…

ଅଭିନେତା ରବିନ୍ଦ୍ରଙ୍କ ସନ୍ଦେହଜନକ ମୃତ୍ୟୁ: ଫ୍ଲାଟରୁ ମିଳିଲା ମୃତଦେହ

ମୁମ୍ବାଇ: ମରାଠୀ ସିନେମାର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ରବିନ୍ଦ୍ର ମହାଜନୀଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛିି । ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷ ବୟସ ହୋଇଥିଲା । ପୁଣେର ତଲେଗାଓଁ ଦାଭାଡେସ୍ଥିତ ତାଙ୍କ ଫ୍ଲାଟରୁ ମୃତଦେହ ଉଦ୍ଧାର କରାଯାଇଛି । ୨/୩ ଦିନ ପୂର୍ବରୁ ତାଙ୍କର ମୃତ୍ୟୁ…

ନିଖୋଜ କୁକୁରକୁ ଖୋଜିଦେଲେ ମିଳିବ ୧୧ କୋଟି , ସୂଚନା ଦେଲେ ୨ କୋଟି

ଚୀନ: ଆପଣ ବିଭିନ୍ନ ପ୍ରକାରର ପୁରସ୍କାର ବିଷୟରେ ଶୁଣିଥିବେ । ଅପରାଧୀଙ୍କ ସମ୍ପର୍କରେ ସୂଚନା ଦେଲେ ପୋଲିସ ପକ୍ଷରୁ ପୁରସ୍କାର ରାଶି ମିଳିଥାଏ ଏହା ସମସ୍ତେ ଜାଣିଥିବେ । ହେଲେ ହଜିଯାଇଥିବା ଗୋଟେ କୁକୁରକୁ ଖୋଜିଦେଲେ କିମ୍ବା ସୂଚନା ଦେଲେ ପୁରସ୍କାର ରାଶି ଘୋଷଣା କରାଯାଇଛି । ଆଉ ଏହି…

ଆଫ୍ରିଦୀଙ୍କ ଅଦ୍ଭୁତପୂର୍ଣ୍ଣ ବୟାନ: ଭାରତରେ ପାକିସ୍ତାନ କ୍ରିକେଟର ବସ ଉପରେ ହୋଇଥିଲା ଆକ୍ରମଣ

କରାଚୀ: ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ଅଲରାଉଣ୍ଡର ଶାହୀଦ ଆଫ୍ରିଦୀ କ୍ରମାଗତ ଭାରତକୁ ନେଇ ଅଦ୍ଭୁତପୂର୍ଣ୍ଣ ବୟାନ ଦେବାରେ ଲାଗିଛନ୍ତି । ଏବେ ତାଜା ବୟାନରେ ସେ କହିଛନ୍ତି ଯେ, ୨୦୦୫ରେ ଭାରତରେ ପାକିସ୍ତାନ କ୍ରିକେଟରଙ୍କୁ ନେଇ ଯାଉଥିବା ବସ ଉପରେ ଆକ୍ରମଣ ହୋଇଥିଲା । ଏକ ପ୍ରେସ…

ମୋଦି ସରନେମ୍‌ ମାମଲା: ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ କୋର୍ଟକୁ ଗଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମୋଦି ସରନେମ ମାମଲାରେ ସୁପ୍ରିମକୋର୍ଟ ଗଲେ ରାହୁଲ ଗାନ୍ଧୀ । ହାଇକୋର୍ଟରୁ ଝଟକା ପାଇବା ପରେ ରାହୁଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମୋଦି ସରନେମକୁ ନେଇ ତଳ କୋର୍ଟ ଦଣ୍ଡାଦେଶକୁ ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି ରାହୁଲ । ଦଣ୍ଡାଦେଶ ଏବଂ ଦୋଷୀ ସାବ୍ୟସ୍ତ…

ପ୍ରଚଣ୍ଡ ଘଡଘଡି ଓ ବିଜୁଳି ଶବ୍ଦରେ ଖସି ପଡିଲା ରାମେଶ୍ୱର ମନ୍ଦିରର ଦଧିନଉତି

ଭୁବନେଶ୍ୱର:ପ୍ରଚଣ୍ଡ ଘଡଘଡି ଓ ବିଜୁଳିରେ ଭାଙ୍ଗିଲା ମନ୍ଦିର । ଖସିପଡିଲା ଦଧିନଉତି । ଭୁବନେଶ୍ୱର ମାଉସୀମା’ ଛକ ନିକଟରେ ଥିବା ରାମେଶ୍ୱର ମନ୍ଦିରର ଦଧିନଉତି ଆଜି ଖସି ପଡିଛି । ୬୦ ଫୁଟ ଏହି ମନ୍ଦିରର ଦଧିନଉତି ଖସି ମନ୍ଦିର ପ୍ରାଙ୍ଗଣରେ ପଡ଼ିଛି । ମନ୍ଦିର ଭିତରେ ବ୍ରାହ୍ମଣ ପୂଜା…