Latest Odisha News

BREAKING NEWS

ଅପରାହ୍ନ ୩ଟା ସୁଦ୍ଧା ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ; ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆସୁଛି ବଡ ବର୍ଷା । ୧୫ରୁ ୧୯ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା ଥିବା ଅନୁମାନ କରିଛି ପାଣିପାଗ ବିଭାଗ । ଏଥିପାଇଁ ସତର୍କ ସୂଚନା ଜାରି କରାଯାଇଛି । ୧୯ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତାକାଲି ବଙ୍ଗୋପସାଗରରେ ଏକ…

ଆବୁଧାବିରେ ମୋଦିଙ୍କୁ ଭବ୍ୟ ସ୍ୱାଗତ; ତିରଙ୍ଗା ରଙ୍ଗରେ ଝଲସିଲା ବୁର୍ଜ ଖଲିଫା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଯାତ୍ରା ଶେଷ କରି ଏବେ ସଂଯୁକ୍ତ ଆରବ ଏମିରେଟରେ ପହଞ୍ଚିଛନ୍ତି । ଆବୁଧାବି ବିମାନବନ୍ଦରରେ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଆବୁଧାବି ବିମାନ ବନ୍ଦରରେ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ଜାୟଦ ତାଙ୍କର…

ଏପରି ମନ୍ଦିର, ଯେଉଁଠି ହୋଇଥାଏ ଭବିଷ୍ୟବାଣୀ

ଓଡିଶା ସମ୍ବାଦ ବ୍ୟୁରୋ : ବିଚିତ୍ରମୟ ଆମ ଭାରତବର୍ଷ। ଏହି ଦେବ ଭୂମୀରେ ରହିଛି ଅନେକ ଆଧ୍ୟାତ୍ମିକ ଝଲକ। ଯାହା ବିଶ୍ୱାସଯୋଗ୍ୟ ହେଉ ବା ନ ହେଉ ତାହା ଆଜିବି ଘଟୁଛି। ଭାରତ ଅନେକ ରହସ୍ୟମୟୀ ମନ୍ଦିରରେ ଭରି ରହିଛି। ରହସ୍ୟ ଏପରି ଭାବେ ଲୁଚି ରହିଛି ଯାହାର କାରଣ ଆଜି ପର୍ଯ୍ୟନ୍ତ କେହି ବୁଝି…

ଜ୍ୱାଳାମୂଖୀ ନିକଟରେ ମହିଳା ପର୍ଯ୍ୟଟକ ଗରମ କରି ଖାଇଲେ ପିଜା

ନୂଆଦିଲ୍ଲୀ: ବିଶ୍ୱର ଅନେକ ପ୍ରକାର ଲୋକ ରହିଛନ୍ତି । ବିଭନ୍ନ ସ୍ଥାନ ଭ୍ରମଣ କରି ପ୍ରକୃତିର ମଜା ଉଠାଇବାକୁ କେତେକ ଭଲ ପାଆନ୍ତି । ନିକଟରେ ଆଲେକଜାଣ୍ଡ୍ରା ନାମକ ଜଣେ ମହିଳା ଗୁଏଟମାଲ ଭ୍ରମଣରେ ଯାଇଥିଲେ । ସେଠାରେ ସେ ଏଭଳି ଏକ କାର୍ଯ୍ୟ କଲେ ଯାହାକି ସାରା ବିଶ୍ୱରେ ଚର୍ଚ୍ଚିତ ହେବାରେ…

ସୁଲଭ ମୂଲ୍ୟରେ ମିଳିବ ଅବଢା; ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦ ରେଟ୍ ଚାର୍ଟ

ପୁରୀ: ଦୁର୍ମୂଲ୍ୟ ହେବନି ମହାପ୍ରସାଦ । ସୁଲଭ ମୂଲ୍ୟରେ ଆନନ୍ଦବଜାରରେ  ଅବଢା ଖାଇବେ ଭକ୍ତ । ଶ୍ରୀମନ୍ଦିରରେ ଠକେଇର ଶିକାର ହେବନି ଶ୍ରଦ୍ଧାଳୁ । ଏଣିକି ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦ ଦରର ଚାର୍ଟ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ଶୃଙ୍ଖଳା କମିଟି ବୈଠକରେ ଏପରି…

ଏଥର ରାଷ୍ଟ୍ରପତିଙ୍କ କଟକ ଗସ୍ତ ବେଳେ କଟିବନି ଲାଇନ; ପ୍ରତିଶ୍ରୁତି ଦେଲେ ଟାଟା ପାୱାରର CEO

କଟକ: ଏଥର କଟିବନି ଲାଇନ। ଅନ୍ଧାର ଦେଖିବେନି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାରିପଦା ଅବ୍ୟବସ୍ଥାର ପୁନରାବୃତ୍ତି ଏଠାରେ ହେବନି । ରାଷ୍ଟ୍ରପତି ଙ୍କ ତିନି ଦିନିଆ ଓଡିଶା ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଏ ନେଇ TPCODL ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରଯାଇଛି ।…

ଫ୍ରାନ୍ସ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ଭବ୍ୟ ଉପହାର ଦେଲେ ପ୍ରଧାନମନ୍ତ୍ରୀ; ସବୁଥିରେ ଥିଲା ଭାରତୀୟ କଳା…

ପ୍ୟାରିସ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୈତିକ ଯାତ୍ରାରେ ସାଂସ୍କୃତିକ ସ୍ପର୍ଶ । ଆମେରିକା ହେଉ ବା ଫ୍ରାନ୍ସ ସବୁଠି ଭାରତୀୟ ସଂସ୍କୃତିର ଛାପ ଛାଡି ଆସିଛନ୍ତି । ଏବେ ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ ମେକ୍ରାନ,ପତ୍ନୀ ବ୍ରିିଗିଟ ମେକ୍ରାନ, ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ନ,…

ଶ୍ରାବଣରେ ଘରକୁ ଆଣନ୍ତୁ ଏହି ଜିନିଷ, ମିଳିବ ଶୁଭଫଳ

ଓଡ଼ିଶା ସମ୍ବାଦ ବ୍ୟୁରୋ: କୁହାଯାଏ ଯେ ଭଗବାନ ଶଙ୍କରଙ୍କ ପ୍ରିୟ ମାସ ଶ୍ରାବଣ ମାସ । ଏହି ମାସରେ ନିଷ୍ଠାର ସହ ଭଗବାନ ଶଙ୍କରଙ୍କୁ ପୂଜାର୍ଚ୍ଚନା କଲେ ଭକ୍ତର ସମସ୍ତ ମନସ୍କାମନା ପୂରଣ ହେବା ସହ ଆଶୀର୍ବାଦ ମିଳିଥାଏ ବୋଲି କୁହାଯାଏ । ଶ୍ରାବଣରେ ଭଗବାନ ଶଙ୍କରଙ୍କୁ ବେଲପତ୍ର, ଶମିପତ୍ର, ଦୁଦୁରା…

ସୁଧୁରିନି ଦିଲ୍ଲୀର ବନ୍ୟାସ୍ଥିତି; ବନ୍ୟାଜଳରେ ଭାସିଯାଇ ୩ ନାବାଳକ ମୃତ

ନୂଆଦିଲ୍ଲୀ: ଯମୁନାର ଯନ୍ତ୍ରଣାରେ ଜାତୀୟ ରାଜଧାନୀ ଦିଲ୍ଲୀ ଉବୁଟୁବୁ । ବନ୍ୟା ପରିସ୍ଥିତି ଦିନକୁ ଦିନ ଜଟିଳ ହେଉଛି ରାଜଧାନୀ ଦିଲ୍ଲୀରେ । ଯମୁନା ଜଳସ୍ତର ହ୍ରାସ ପାଇଥିଲେ ହେଁ ଦିଲ୍ଲୀ ମହାନଗରୀର ସ୍ଥିତି ବଦଳିନି । ଆଜି ସକାଳ ୮ଟା ସୁଦ୍ଧା ଯମୁନାରେ ବନ୍ୟା ଜଳ ୨୦୮.୪୮ ମିଟରରେ ବହୁଥିଲା ।…

ରହସ୍ୟ ଘେରରେ ଦ୍ୱିତୀୟ ବରମୁଡା ଟ୍ରାଙ୍ଗେଲ୍

ଓଡ଼ିଶା ସମ୍ବାଦ: ଭାରତରେ ଏପରି ଅନେକ ସ୍ଥାନ ଅଛି ଯାହା ବିବିଧତାରେ ପରିପୂର୍ଣ୍ଣ ଯାହା ଅତ୍ୟନ୍ତ ରହସ୍ୟମୟ । ଯାହା ବିଷୟରେ ବିଜ୍ଞାନ ମଧ୍ୟ ସଠିକ୍ ଉତ୍ତର ଦେବାକୁ ସକ୍ଷମ ନୁହେଁ । ଭାରତର ଅରୁଣାଚଳ ପ୍ରଦେଶ ଏବଂ ତିବ୍ଦତ ମଧ୍ୟରେ ଏପରି ଏକ ସ୍ଥାନ ଅଛି ଯାହାକୁ ବିଶ୍ୱର ଦ୍ୱିତୀୟ ‘ବରମୁଡା…