Latest Odisha News

BREAKING NEWS

ସୁପ୍ରିମକୋର୍ଟ ବଦଳାଇ ପାରିବେ କି ଅନୁଚ୍ଛେଦ ୩୭୦ ଉଚ୍ଛେଦ ନିଷ୍ପତ୍ତି ?

ନୂଆଦିଲ୍ଲୀ: ଅନୁଚ୍ଛେଦ ୩୭୦ ଉଚ୍ଛେଦର ୪ ବର୍ଷ ପରେ ସୁପ୍ରିମକୋର୍ଟରେ ପୁଣି ଶୁଣାଣି ହେବାକୁ ଯାଉଛି । ଯେଉଁଥିରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିବା ବେଳେ ୩୭୦ ଉଚ୍ଛେଦକୁ ଅସାମ୍ବିଧାନିକ ଦର୍ଶାଯାଇଛି । ଯାହାର ଶୁଣାଣି ଅଗଷ୍ଟ ୨ରୁ ନିୟମିତ ଭାବେ କରାଯିବ । ସମସ୍ତ…

ଭିସୁଟ କ୍ୟାମ୍ପସରେ ଗଡ଼ିବନି ଗାଡ଼ି; ବିଜ୍ଞପ୍ତ ଜାରି କଲେ କର୍ତ୍ତୃପକ୍ଷ

ସମ୍ବଲପୁର: ବୁର୍ଲା ଭିସୁଟ ହେବ ନୋ ଭେଇକିଲ ଜୋନ । କ୍ୟାମ୍ପସରେ ଗାଡି ଚଳାଚଳ ନେଇ କଟକଣା ଜାରି କରିଛନ୍ତ ୟୁନିଭର୍ସିଟି କର୍ତ୍ତୃପକ୍ଷ । ସମ୍ବଲପୁର ବୁର୍ଲା ଭିସୁଟ୍ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମନା ଗାଡ଼ି । ଏକ ବିଜ୍ଞପ୍ତ ଜାରି କରି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି, …

ମିଶ୍ରିରେ ରହିଛି ଔଷଧୀୟ ଗୁଣ, ଜାଣିବା ଶରୀର ପାଇଁ କେତେ ହିତକର

ମିଶ୍ରି ପାଟିକୁ ଯେତିକି ମିଠା, ଶରୀର ପାଇଁ ମଧ୍ୟ ସେତିକି ଉପକାରୀ। ମିଶ୍ରି ସେବନ ଦ୍ୱାରା ଅନେକ ରୋଗ ଭଲ ହୋଇଥାଏ। ମିଶ୍ରିକୁ ପଥର ଚିନି ମଧ୍ୟ କୁହାଯାଏ। ଆୟୁର୍ବେଦରେ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ। ମିଶ୍ରିକୁ ପ୍ରସ୍ତୁତ କରିବା ପାଇଁ ଆଖୁ କିମ୍ବା ଖଜୁରୀ ରସକୁ…

ଟିପିଏସ୍ଓଡିଏଲ୍ ପକ୍ଷରୁ ଗୋଷାଣୀ ନୂଆଗାଁ ଫିଡର୍ ଏବଂ ନେଟୱାର୍କ ଶକ୍ତି ବୃଦ୍ଧି ଦିଗରେ ପଦକ୍ଷେପ

ବ୍ରହ୍ମପୁର: ଟିପି ସାଉଥ୍ ଓଡ଼ିଶା ବିତରଣ ଲିମିଟେଡ୍, ଟିପିଏସ୍ଓଡିଏଲ୍ ପକ୍ଷରୁ ବ୍ରହ୍ମପୁରର ଗୋଷାଣୀ ନୂଆଗାଁ ଫିଡର୍ ଏବଂ ନେଟୱାର୍କ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଦିଗରେ କାର୍ଯ୍ୟ ଚାଲିଅଛି । ଏହି ପ୍ରକଳ୍ପଟି ଅଞ୍ଚଳର ବାସିନ୍ଦାଙ୍କୁ ବିଦ୍ୟୁତ୍ ଯୋଗାଣର…

 ଅନ୍ଧବିଶ୍ୱାସରୁ ସାଜିଲେ ହତ୍ୟାକାରୀ; ବଡବାପାଙ୍କୁ ହତ୍ୟା କରି ଏବେ ଜେଲରେ ଯୁବକ

ନୂଆପଡା: ଅନ୍ଧବିଶ୍ୱାସ ଆଉ ସନ୍ଦେହର କୁପରିଣତିର ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲାରେ ।  ଗୁଣିଗାରେଡିକୁ ନେଇ ବଡବାପାଙ୍କୁ ସନ୍ଦେହ କଲା । ସନ୍ଦେହ ରାକ୍ଷସ ତାଙ୍କୁ ଏମିତି କବଳିତ କରିଦେଲା ଯେ ସେ ଭୁଲିଗଲେ ରକ୍ତ ସମ୍ପର୍କକୁ, ଭୁଲିଗଲେ ମଣିଷ ପଣିଆକୁ । ଭୁଲିଗଲେ ଏହାର ପରିଣତିକୁ ।…

ଭୁଲ୍ ଅସ୍ତ୍ରୋପଚାର ପାଇଁ ୮୦ ଲକ୍ଷ ଗଣିବେ ୨ ଡାକ୍ତର ଓ ନର୍ସିଂ ହୋମ୍

ଭୁବନେଶ୍ୱର: ଘରୋଇ ନର୍ସିଂ ହୋମ୍ ସହ ୨ ଡାକ୍ତରଙ୍କୁ ୮୦ ଲକ୍ଷ ଟଙ୍କା ଜରିମାନା । ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଦିବ୍ଯାଙ୍ଗ ହେବା ଓ ଚାକିରି ହରାଇବା ମାମଲାରେ ସମ୍ବଲପୁର ଖାଉଟି ଅଦାଲତ ୮୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ସୂଚନା ଅନୁସାରେ, ସମ୍ବଲପୁର ମୋଦିପାରାର ସୁମିତ୍ ଦାଶ…

‘ରାହୁଲ ହେବେ ବର..ବାକି ସମସ୍ତେ ବରଯାତ୍ରୀ…’

ନୂଆଦିଲ୍ଲୀ: ୨୦୨୪ ଲୋକ ନିର୍ବାଚନ ଯେତେ ପାଖେଇ ଆସୁଛି,  ବିଜେପି ବିରୋଧୀ ସେତେ ଅଧିକ ସକ୍ରିୟ ହେବାକୁ ଚେଷ୍ଟା କରୁଛନ୍ତି । କିଛିଦିନ ତଳେ ପାଟନାରେ ବିରୋଧୀ ଦଳ ଏକାଠି ହୋଇ ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ । ବିରୋଧୀଙ୍କ ୨ୟ ମହାବୈଠକ ବେଙ୍ଗାଲୁରରେ…

ଅସହ୍ୟ ହେଲା ବ୍ଲାକମେଲିଂ ସାଙ୍ଗକୁ ପୋଲିସର ଥଟ୍ଟା: ୫୦ ଥର କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କଲେ ବ୍ୟକ୍ତି

ଭୁବନେଶ୍ୱର: ଦିନକୁ ଦିନ ବଢୁଛି ସାଇବର  ଅପରାଧ । ସାଇବର ଠକେଇରେ ପଡି କିଏ ଟଙ୍କା ହରାଉଛି ତ କିଏ ଜୀବନ ହାରୁଛି । ଆଉ କେଉଁଠି ନୁହେଁ, ଖୋଦ ରାଜଧାନୀରେ ଅଶ୍ଳୀଳ କଲକୁ ନେଇ ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିଚନ୍ତି । ସେ ନିଜ ପେଟରେ ୫୦ ଥର କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।…

କ୍ରୁ ସଦସ୍ୟଙ୍କୁ ଦୁର୍ବ୍ୟବହାର: ବିମାନରେ ସିଗାରେଟ ଟାଣି ଶୌଚାଳୟ କବାଟ ଭାଙ୍ଗିଲେ ଯାତ୍ରୀ

ନୂଆଦିଲ୍ଲୀ: ଗତ କିଛି ମାସ ମଧ୍ୟରେ ବିମାନରେ ଯାତ୍ରୀଙ୍କ ଦ୍ୱାରା କ୍ରୁ ସଦସ୍ୟଙ୍କ ସହ ଅନେକ ଅସଦାଚରଣ କରୁଥିବା ଘଟଣା ବୃଦ୍ଧି ପାଇଛି। ଏୟାର ଇଣ୍ଡିଆ ବିମାନର ଏବେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ଟୋରଣ୍ଟୋରୁ ଦିଲ୍ଲୀକୁ ଆସୁଥିବା ବିମାନରେ କ୍ରୁ ସଦସ୍ୟଙ୍କ ସହ ଯାତ୍ରୀଙ୍କ ଦ୍ୱାରା…

ବାହାନଗା ଟ୍ରେନ୍ ଦୁର୍ଘଟଣା, ଗିରଫ ତିନିଙ୍କ ସହ ୭ ରେଳ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ରେଳବାଇର କାର୍ଯ୍ୟାନୁଷ୍ଠାନ । ଆଜି ବାହାନଗା ଦୁର୍ଘଟଣାସ୍ଥଳ ପରିଦର୍ଶନ ପରେ ଦକ୍ଷିଣ ପୂର୍ବ ରେଳପଥ ଜିଏମ୍ ଅନୀଲ କୁମାର ମିଶ୍ର ୭ ଜଣ ରେଳ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି । ସିବିଆଇ ଗିରଫ କରିଥିବା ୩ କର୍ମଚାରୀଙ୍କ ୭…