Latest Odisha News

BREAKING NEWS

ଏଠାରେ ବାଘ ବି ସପ୍ତାହରେ ଗୋଟିଏ ଦିନ ଉପବାସ ରୁହେ

କାଠମାଣ୍ଡୁ: ବିଶ୍ୱରେ ବାଘଙ୍କ ସଂଖ୍ୟା କମୁଥିବାରୁ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି । ନେପାଳରେ ବାଘଙ୍କ ପ୍ରତି ଏକ ସ୍ୱତନ୍ତ୍ର ସମ୍ମାନ ରହିଛି କହିଲେ ଭୁଲ ହେବନି । ସ୍ଥାନୀୟ ଚିଡିଆଖାନାରେ ବାଘମାନଙ୍କୁ ସପ୍ତାହରେ ଗୋଟିଏ ଦିନ ଉପବାସ ରଖାଯାଉଛି ।…

ଡି.ଏନ ଗ୍ରୁପ ମାଲିକ ଜଗଦୀଶ ନାୟକଙ୍କୁ ଜେରା, ମିଳିଲା ଆହୁରି ଅଢେଇ କୋଟି

ଭୁବନେଶ୍ୱର: ଡିଏନ୍ ଗ୍ରୁପ୍ ପରିସରରେ ଆୟକର ବିଭାଗର ଚଢାଉ ଶନିବାର ଚତୁର୍ଥ ଦିନରେ ମଧ୍ୟ ଜାରି ରହିଛି। ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକଙ୍କୁ ପଚରାଉଚରା କରିଛି ଆୟକର ବିଭାଗ। ଆଜି ଚଢ଼ାଉ ବେଳେ ଟିମ୍କୁ ଅଢ଼େଇ କୋଟି ଟଙ୍କା ଅଧିକ ମିଳିଥିଲା। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୩୨ କୋଟିରୁ ଅଧିକ…

ରବୀନ୍ଦ୍ରନାଥ ଟାଗୋର ଭୂମିକାରେ ଅନୁପମ ଖେର, ଫାଷ୍ଟ ଲୁକ ସେୟାର କଲେ

ମୁମ୍ବାଇ: ରବୀନ୍ଦ୍ରନାଥ ଟାଗୋର ଭୂମିକାରେ ନଜର ଆସିଲେ ଭେଟେରାନ ଅଭିନେତା ଅନୁପମ ଖେର । ଏହାର ଫାଷ୍ଟ ଲୁକ୍ ଅନୁପମ ନିଜେ ସୋସିଆଲ ମିଡ଼ିଆରେ ସେୟାର କରିବା ସହିତ ଆଗାମୀ ଫିଲ୍ମ ବିଷୟରେ ମଧ୍ୟ ଘୋଷଣା କରିଛନ୍ତି । ସେୟାର ହୋଇଥିବା ଭିଡିଓଟି କଳା-ଧଳା ଅଟେ । ଏଥିରେ ଅନୁପମଙ୍କୁ ରବୀନ୍ଦ୍ରନାଥ…

ଓଡ଼ିଶାରେ ୧୪ କୋଟିର କ୍ୟୁଆର୍ କୋଡ୍ ସ୍କାମ୍, ନୋଏଡାରୁ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଏକ ବଡ଼ ଧରଣର କ୍ୟୁଆର୍ କୋଡ୍ ସ୍କାମର ପର୍ଦ୍ଦାଫାସ କରିଛି ଅର୍ଥନୈତିକ ଅପାରାଧ ଶାଖା (EOW) । ୧୪ କୋଟିର ସାଇବର ଫ୍ରଡ୍ ହୋଇଥିବା ବେଳେ ମାମଲାରେ ଇଓଡବ୍ଲୁ ଜଣେ ଅଭିଯୁକ୍ତଙ୍କୁ ୟୁପିର ନୋଏଡାରୁ ଗିରଫ କରିଛି । ଆଉ ବଡ଼ କଥା ହେଲା ଏହି ଫ୍ରଡ୍ ହୋଇଛି ଏକ ଫାଇନାନ୍ସିଆଲ୍ କମ୍ପାନୀ…

ଖର୍ଚ୍ଚ ହିସାବ ମାଗିବାରୁ ପତିଙ୍କୁ ନିର୍ଧୁମ୍ ପିଟିଲେ ପତ୍ନୀ : ଭିଡ଼ିଓ ଭାଇରାଲ ପରେ ଥାନାରେ ମାମଲା ରୁଜୁ

କାନପୁର: ସ୍ୱାମୀ -ସ୍ତ୍ରୀ ମଧ୍ୟରେ ବିଭିନ୍ନ ପ୍ରକାରର ବିବାଦ ଏବଂ ଝଗଡା ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ କିମ୍ବା ଦେଖି ମଧ୍ୟ ଥିବେ । ଯଦି ଝଗଡା ସୀମା ଅତିକ୍ରମ କରେ, ତାହାହେଲେ କଥା ସରିଲା । ପ୍ରାୟତଃ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ାର ମୂଳ କାରଣ ଅର୍ଥ ହୋଇଥାଏ । ଉତ୍ତରପ୍ରଦେଶର…

ବିଶ୍ୱକପରେ ସାମିଲ ହୋଇଥିବା ଖେଳାଳି ଏସିଆନ ଗେମ୍ସରେ ଖେଳିବେନି: ବିସିସିଆଇ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସମ୍ପନ୍ନ ହୋଇଛି । ଏସିଆନ ଗେମ୍ସରେ ଖେଳିବା ପାଇଁ ଏହି ଅବସରରେ ପୁରୁଷ ଓ ମହିଳା ଟିମକୁ ମଂଜୁରୀ ପ୍ରଦାନ କରାଯାଇଛି । ୨୩ ସେପ୍ଟମ୍ବରରୁ ୮ ଅକ୍ଟୋବର ପର୍ଯ୍ୟନ୍ତ ଚୀନରେ ଏସିଆନ ଗେମ୍ସ ଆୟୋଜିତ ହେବ । ବିଶ୍ୱକପରେ…

ରାସ୍ତା ନଥିବାରୁ ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ, ଅଧାବାଟରେ ଛୁଆ ଜନ୍ମ କଲେ ପ୍ରସୂତି

ଗୁଣପୁର: ପୁଣି ଜନନୀ ଯନ୍ତ୍ରଣା । ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି । ଅନ୍ୟପଟେ ମହିଳା ଜଣଙ୍କ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ବାଧ୍ୟ ହୋଇ ପରିବାର ଲୋକେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସହାୟତାରେ ମହିଳାଙ୍କୁ ଭାରରେ ୪ କିଲୋମିଟର ବୋହି ନେଇଥିଲେ । ଆଉ ସେଠାରେ…

ମୁମ୍ବାଇରେ ବିଳାସପୂର୍ଣ୍ଣ ଘର କିଣିଲେ କାର୍ତ୍ତିିକ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆରୟନ ଏବେ ଖୁବ୍ ଚର୍ଚ୍ଚାରେ । ନିକଟରେ ରିଲିଜ୍ ହୋଇଥିବା କାର୍ତ୍ତିକ ଏବଂ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଅଭିନିତ ଫିଲ୍ମ ‘ସତ୍ୟପ୍ରେମ କି କଥା’ ଦର୍ଶକଙ୍କ ମନ କିଣିଛି । ଏବେ କାର୍ତ୍ତିକ ମୁମ୍ବାଇରେ ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି । ଜୁହୁର…

ଲୁନାରେ ଫସଲ ଲଦି ଏମିତି ଚଲାଉଛନ୍ତି ଗାଡ଼ି ଲୋକେ ଦେଖି ଆଶ୍ଚର୍ଯ୍ୟ

ଯେତେବେଳେ ଜଣେ ବ୍ୟକ୍ତିଙ୍କର କୌଣସି ଆବଶ୍ୟକତା ଥାଏ, ସେତେବେଳେ ସେ ନୂତନ ଚିନ୍ତାଧାରା ଆପଣାନ୍ତି । ତା ଉପରେ ନିର୍ଭର କରି ତାଙ୍କର ଆବଶ୍ୟକତା ପୂରଣ କରନ୍ତି । ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି । ଜଣେ ଚାଷୀ ତାଙ୍କ ଲୁନାରେ…

ଜନସାଧାରଣଙ୍କୁ କ୍ଷମା ମାଗିଲେ ‘ଆଦିପୁରୁଷ’ର ସଂଳାପ ଲେଖକ

ମୁମ୍ବାଇ: ରାମାୟଣ କାହାଣୀକୁ ନେଇ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ରିଲିଜ୍ ହେଉ ହେଉ ଦେଖାଦେଇଥିଲା ବିବାଦ । ଫିଲ୍ମର କାହାଣୀ ଓ ସଂଳାପକୁ ନେଇ ବିବାଦ ମୁଣ୍ଡ ଟେକିଥିଲା । ଫିଲ୍ମର ବହୁ ସିନ୍ ହଲିଉଡ଼ରୁ କପି ହୋଇଥିବା…