ନୂଆ ଘର କିଣିଲେ ରାମଚରଣ : ଯାହାର ମୂଲ୍ୟ ୩୦ କୋଟି
ମୁମ୍ବାଇ: ସାଉଥ ସୁପରଷ୍ଟାର ରାମ ଚରଣ ଏବେ ଖୁବ ଚର୍ଚ୍ଚାରେ । ବିବାହର ୧୧ ବର୍ଷ ପରେ ସେ ଏକ କନ୍ୟା ସନ୍ତାନର ବାପା ହୋଇଛନ୍ତି । ନିକଟରେ ସେ ତାଙ୍କ ଝିଅର ନାମକରଣ ଉତ୍ସବ ଧୁମ୍ଧାମ୍ରେ ପାଳନ କରିଛନ୍ତି । ଏବେ ହାଇଦ୍ରାବାଦରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା କିଣିଛନ୍ତି । ଏହି ନୂଆ ଘରର ମୂଲ୍ୟ…