୪ ହଜାର ଟଙ୍କାରେ କିଣିଥିବା ଚେୟାରକୁ ଯୁବକ ବିକିଲେ ୮୨ ଲକ୍ଷରେ, ବଦଳିଗଲା ଭାଗ୍ୟ
ନ୍ୟୁୟର୍କ: ୪ ହଜାର ଟଙ୍କାରେ କିଣିଥିବା ଚେୟାରକୁ ଯୁବକ ବିକିଲେ ୮୨ ଲକ୍ଷ ଟଙ୍କାରେ । ଏହା ପଢିବା ପରେ ଆପଣଙ୍କୁ ଟିକେ୍ ଖଟ୍କା ଲାଗିପାରେ । ହେଲେ ଘଟଣାଟି ସତ । ଆମେରୀକିୟ ଜଣେ ଯୁବକ ଫେସବୁକ୍ ମାର୍କେଟରେ ଏକ ପୁରୁଣା ଚମଡ଼ା ଚେୟାର ବିକ୍ରି କରି ଲାଭବାନ୍ ହୋଇଛନ୍ତି । କେବଳ ଲାଭବାନ…