ବଜରଙ୍ଗବାଲୀ ଭଗବାନ ନୁହନ୍ତି; ଏପରି କିଛି କହିଲେ ମନୋଜ ମୁନ୍ତାଶିର
ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ଅଭିନେତ୍ରୀ କ୍ରିତି ସାନନଙ୍କ ଅଭିନିତ ଫିଲ୍ମ ‘ଆଦିପୁରୁଷ’ ଗତ ୧୬ ତାରିଖରେ ରିଲିଜ ହୋଇଯାଇଛି । ରିଲିଜ୍ ହେଉ ହେଉ ଏହାର ସଂଳାପ ଓ କାହାଣୀକୁ ନେଇ ବିବାଦ ଦେଖାଦେଇଛି । ଏଥିସହ ଫିଲ୍ମରେ ‘ରାମାୟଣ’ର ଚରିତ୍ର ସବୁକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି…