Latest Odisha News

BREAKING NEWS

ଅଜୟ ଦେବଗାନଙ୍କ ମୈଦାନଙ୍କୁ ମିଳୁନି ରିଲିଜ ତାରିଖ

ମୁମ୍ବାଇ: ନିର୍ମାତା ବୋନୀ କାପୁର ଓ ଜି ଷ୍ଟୁଡିଓ ଦ୍ୱାରା ପ୍ରସ୍ତୁତ ମୈଦାନ ଫିଲ୍ମ ଅଢ଼େଇ ବର୍ଷ ହେବ ରିଲିଜ ପାଇଁ ଅପେକ୍ଷା କରି ବସିଛି । ଅଜୟ ଦେବଗାନ ଅଭିନୀତ ଏହି ସ୍ପୋର୍ଟ୍ସ ଡ୍ରାମା ଏବେ ସିଧା ଓଟିଟିରେ ରିଲିଜ ହେବ ବୋଲି ଖବର ପ୍ରକାଶ ପାଇଛି । ୨୭ ନଭେମ୍ବର ୨୦୨୦ରୁ ଏହାର ରିଲିଜ ତାରିଖ…

ଲଢୁଛି ଶିବସେନା, ଦେଖୁଛି ବିଜେପି !

ଭୁବନେଶ୍ୱର: ଚଳଚଞ୍ଚଳ ହେଉଛି ମହାରାଷ୍ଟ୍ର ରାଜନୀତି। ଗୋଟିଏ ପଟେ ଶିବସେନାର ପ୍ରତିଷ୍ଠା ଦିବସକୁ ଉଦ୍ଧବ ଗୋଷ୍ଠି ଓ ସିନ୍ଦେ ଗୋଷ୍ଠି ଅଲଗା ଅଲଗା ପାଳନ କରିଛନ୍ତି। ଉଭୟ ଗୋଷ୍ଠି ଏହି ଅବସରରେ ନିଜର ପାୱାର ସୋ କରିଛନ୍ତି। କିନ୍ତୁ ସେପଟେ ଜଣଙ୍କ ପରେ ଜଣେ ନେତା ଉଦ୍ଧବଙ୍କ ହାତ ଛାଡିବାରେ…

ରାଜସ୍ଥାନ ରାଜନୀତିରେ ବୟସ କଣ୍ଟା, ୭୦ ଟପିଲେ ଟିକେଟ ନାହିଁ !

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ଏଥର ପ୍ରମୁଖ ଦଳ କଂଗ୍ରେସ ଓ ବିଜେପି ପାଇଁ ବେଶ ଚ୍ୟାଲେଞ୍ଜିଙ୍ଗ ହେବ ବୋଲି କୁହାଯାଉଛି। ଉଭୟ କଂଗ୍ରେସ ଓ ବିଜେପି ରାଜସ୍ଥାନରେ ଆଗାମୀ ନିର୍ବାଚନରେ ଯୁବବର୍ଗଙ୍କୁ ଆଗକୁ ଆଣିବାକୁ ଯୋଜନା କରୁଛନ୍ତି। ଉଭୟ ଦଳ ଏଭଳି ରଣନୀତି ଆପଣାଇବାକୁ…

କଂଗ୍ରେସକୁ ମହାରାଷ୍ଟ୍ରରେ ଜିତାଇବେ ସିଦ୍ଦରମେୟା!

ଭୁବନେଶ୍ୱର: କର୍ଣ୍ଣାଟକ ବିଜୟଧାରାକୁ ଅନ୍ୟଆଡେ ବ୍ୟାପକ କରିବା ପାଇଁ କଂଗ୍ରେସ ସ୍ୱତନ୍ତ୍ର ରଣନୀତି ସହ ଆଗଉଛି। ଏହି ଅବସରରେ କର୍ଣ୍ଣାଟକର ପଡୋଶୀ ଓ ଅନ୍ୟତମ ସମୃଦ୍ଧ ରାଜ୍ୟ ମହାରାଷ୍ଟ୍ର ଉପରେ ଦଳର ନଜର ପଡିଛି। ସେଥିପାଇଁ କର୍ଣ୍ଣାଟକ ନିର୍ବାଚନରେ ସଫଳତା ଦେଇଥିବା ନେତାଙ୍କୁ ନେଇ…

ଫିଟ୍‌ନେସ୍ ମନ୍ତ୍ର: ୬୦ ବର୍ଷ ବୟସରେ ଦେଖାଯାନ୍ତି ୨୪ ବର୍ଷୀୟା ଯୁବତୀ

ଚୀନ୍‌: ଆଜିକାଲି ଲୋକେ ନିଜକୁ ଫିଟ୍ ଓ ସୁନ୍ଦର ଦେଖାଯିବାକୁ ବିଭିନ୍ନ ଉପାୟ ଆପଣାଉଛନ୍ତି । ଆଉ କିଛି ଲୋକ ନିଜକୁ ଏମିତି ଫିଟ୍ ରଖନ୍ତି ଯେ, ତାଙ୍କ ବୟସ ଜାଣିବା କଷ୍ଟକର ହୋଇପଡ଼େ । ସେହିପରି ଆଉ କିଛି ଲୋକ ଅଳ୍ପ ବୟସରେ ଯଥେଷ୍ଟ ପରିପକ୍ୱ ଦେଖାଯାନ୍ତି । କାରଣ ହେଉଛି ଖରାପ ଫିଟନେସ୍ ।…

ରଥଯାତ୍ରା ନୀତି ନିର୍ଘଣ୍ଟ: ପୂର୍ବାହ୍ନ ସାଢ଼େ ୯ଟାରେ ପହଣ୍ଡି ଆରମ୍ଭ; ଅପରାହ୍ନ ୪ଟାରେ ରଥଟଣା

ପୁରୀ : ରାତି ପାହିଲେ  ରଥଯାତ୍ରା।  ଚଳଚଞ୍ଚଳ  ଶ୍ରୀକ୍ଷେତ୍ର । ଭକ୍ତଙ୍କ ଗହଳିରେ ପଡୁଛି ଉଠୁଛି ବଡଦାଣ୍ଡ ।   ରଥଯାତ୍ରା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ରଥଯାତ୍ରା ପାଇଁ ନୀତିନର୍ଘଣ୍ଟ…

ଏସିଆନ ଫେନ୍ସିଂ ଚାମ୍ପିୟନଶିପରେ ପଦକ ଜିତି ଇତିହାସ ରଚିଲେ ଭବାନୀ ଦେବୀ

ନୂଆଦିଲ୍ଲୀ: ଭାରତର ଷ୍ଟାର ଫେନ୍ସର ଭବାନୀ ଦେବୀ ଏସିଆନ ଫେନ୍ସିଂ ଚାମ୍ପିୟନଶିପରେ ପଦକ ଜିତି ଇତିହାସ ରଚିଛନ୍ତି । ଚୀନର ବୁକ୍ସିରେ ଅନୁଷ୍ଠିତ ଏହି ଚାମ୍ପିୟନଶିପରେ ଭବାନୀ ବ୍ରୋଞ୍ଜ ପଦକ ଜିତିଥିଲେ । ପୂର୍ବରୁ କୌଣସି ଭାରତୀୟ ଏଥିରେ ପଦକ ଜିତି ନ ଥିଲେ । ସେମିଫାଇନାଲରେ ଭବାନୀ ଦେବୀ…

ସୁରକ୍ଷା ଲୋଡ଼ିିଲେ ‘ଆଦିପୁରୁଷ’ର ଲେଖକ

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’କୁ ନେଇ ଏବେ ବିବାଦ ଲାଗିରହିଛି । ଫିଲ୍ମର କାହାଣୀ ଏବଂ ସଂଳାପକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି । ଏହି ସମୟରେ ଫିଲ୍ମର ଲେଖକ ମନୋଜ ମୁନ୍ତାଶିର ମୁମ୍ବାଇ ପୋଲିସର ସୁରକ୍ଷା ଲୋଡିଛନ୍ତି । ନିଜ ଜୀବନ ଉପରେ ବିପଦ…

ବିଶ୍ୱକପ ପୂର୍ବରୁ ଭାରତ ଖେଳିବ ୬ ସିରିଜ, ୨୨ ମୁକାବିଲା

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପରେ ଭାରତୀୟ କ୍ରିକେଟ ଟିମର ସଦସ୍ୟ ଏବେ ବିଶ୍ରାମ କରୁଛନ୍ତି । ତେବେ ଏହା ପରେ ସେମାନଙ୍କ ନିକଟରେ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ରହିଛି । ଅକ୍ଟୋବର-ନଭେମ୍ବରରେ ଖେଳାଯିବାକୁ ଥିବା ବିଶ୍ୱକପ ପୂର୍ବରୁ ଭାରତ ୬ ସିରିଜରେ ୨୨ଟି ମୁକାବିଲାରେ…

ସବୁଠୁୁ ପ୍ରାଚୀନ ମରୁଭୂମି: ଯେଉଁଠି ଦେବତାଙ୍କର ପାଦଚିହ୍ନ ଦେଖିବାକୁ ମିଳେ

ଦକ୍ଷିଣ ଆଫ୍ରିକା: ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଦେବତାମାନଙ୍କର ପାଦଚିହ୍ନ ମିଳିଥାଏ । ପ୍ରତ୍ୟକ ରାତିରେ ଦେବତାମାନେ ନାଚିଥାନ୍ତି । ଏହାକୁ ହୁଏତ ଅନେକ ବିଶ୍ୱାସ କରିବେ ନାହିଁ । କିନ୍ତୁ ପ୍ରକୃତରେ ଏମିତି ଏକ ମରୁଭୂମି ଅଛି, ଯେଉଁଠାରେ ଦେବତାମାନଙ୍କ ପାଦଚିହ୍ନ ଦେଖିବାକୁ ମିଳେ…