Latest Odisha News

BREAKING NEWS

ଅଜିତ୍ ଡୋଭଲଙ୍କୁ ଅନ୍ତର୍ଜାତୀୟ ସମ୍ପତ୍ତି କହିଲେ ଆମେରିକୀୟ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଭାରତୀର ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଏ) ଅଜିତ୍ ଡୋଭଲଙ୍କୁ ଭୁରି ଭୁରି ପ୍ରଂଶସା କଲେ ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟ୍ଟି। ସୂଚନା ଅନୁସାରେ ନୂଆଦିଲ୍ଲୀରେ ଆମେରିକା-ଭାରତର ମିଳିତ କାର୍ଯ୍ୟକ୍ରମ କ୍ରିଟିକାଲ୍‌ ଆଣ୍ଡ୍‌ ଏମର୍ଜିଂ…

ଭାଷା ଭାଗବତ : ଫୁଲର ପରିଚିତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଫୁଲର ଚିତ୍ର ନୁହେ, ଫୁଲ ଦେଖିଲେ ଲାଗେ ସତେ ଭଲ ଲଗାଇ ନିଜ ବଗିଚାରେ ଦେଖିବା ନିଜର ଇଚ୍ଛାରେ ଫୁଲର ସ୍ପର୍ଶ ଓ ସୁବାସ ଚିତ୍ରରେ ହୁଏନାହିଁ ଦୃଶ୍ଯ ସକଳେଂଦ୍ରିୟାଶ୍ରୟୀ ଫୁଲ ସହିତ ଚିତ୍ର ସମତୁଲ ହେବା ତ ନୁହଇ ସଂଭବ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ-ବିଧିର ପ୍ରଥମ ସୋପାନ ଦ୍ୱାର ଫିଟା ଓ ମଙ୍ଗଳ ଆଳତି/ଆରତି ବିଷୟରେ ଆଲୋଚନା ଜାରି ରହିଛି ଓ ଆମେ ଜାଣିଲେ ପାଞ୍ଚ ଜଣ ସେବକ ଯଥା ଭିତରଛ ମହାପାତ୍ର, ପ୍ରତିହାରୀ,…

ଝାରସୁଗୁଡାରେ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା, ୧୨ ଆହତ

ଝାରସୁଗୁଡ଼ା:ଝାରସୁଗୁଡ଼ା ଜିଲ୍ଲାରେ ବୁଧବାର ଏକ ବସ୍ ଓ ଟ୍ରଲର୍ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୧୨ ଜଣ ଆହତ ହୋଇଛନ୍ତି। ଲଖନପୁର ଥାନା ଅନ୍ତର୍ଗତ ଜୁନିଆନ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୫ଟା ସମୟରେ ରାଧାରାଣୀ ଯାତ୍ରୀବାହୀ ବସଟି…

ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଘାଟିତ

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଞ୍ଜକଳା ମଣ୍ତପ ଠାରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଘାଟିତ ହୋଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଏହାକୁ ଉଦଘାଟନ କରିବା ସହ…

ଆମେରିକାର ଜଣେ ଟ୍ରକ ଡ୍ରାଇଭର ମାସକୁ କେତେ ରୋଜଗାର କରନ୍ତି?

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ ଜଣେ ଭାରତୀୟ ଡ୍ରାଇଭରଙ୍କ ସହ ଆମେରିକାରେ ଏକ ଟ୍ରକ୍ ଯାତ୍ରା କରୁଥିବା ନଜର ଆସିଛନ୍ତି। ଏହି ସମୟରେ ରାହୁଲ ଏହି ଟ୍ରକ୍ ଡ୍ରାଇଭର ସହିତ ଅନେକ…

ବିପର୍ଯ୍ୟୟ ପାଇଁ ଅନେକ ଗାଁ ବିପଦରେ, କାହିଁକି ଗୁଜରାଟ ଓଡ଼ିଶାଠୁ ଶିଖିବା ଉଚିତ?

ନୂଆଦିଲ୍ଲୀ: ଗୁଜରାଟରେ ବାତ୍ୟା 'ବିପର୍ଯ୍ୟୟ' ପାଇଁ ୧୭୦୦ ରୁ ଅଧିକ ଗାଁ, ୭୫ଟି ଉପକୂଳ ସହର ଏବଂ ୪୧ ଟି ବନ୍ଦରର ସ୍ଥିତି ବିପଦରେ ରହିଛି। ଆସନ୍ତାକାଲି ଗୁଜରାଟରେ ଲ୍ୟାଣ୍ଡଫଲ କରିବାର ଅଛି ଏହି ବାତ୍ୟା। ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ୩୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର…

ଦୁନିଆର ସବୁଠାରୁ ଛୋଟ ନଦୀ, ଯାହାର ଲମ୍ବ ମାତ୍ର ୨୦୧ ଫୁଟ

ନ୍ୟୁୟର୍କ: ବିଶ୍ୱରେ ଅନେକ ନଦୀ ଅଛି ଯାହା ଏତେ ବଡ଼ ଯେ ସେମାନଙ୍କର ଉତ୍ପତ୍ତିରୁ ଶେଷ ପର୍ଯ୍ୟନ୍ତ ପହଞ୍ଚିବାକୁ ଆପଣଙ୍କୁ ଅନେକ ଦିନ ଲାଗିବ । ଗଙ୍ଗା, ଯମୁନା, ବ୍ରହ୍ମପୁତ୍ର, ନର୍ମଦା, ଗୋଦାବରୀ ଭଳି ପ୍ରମୁଖ ନଦୀଗୁଡ଼ିକ ଭାରତର ଗର୍ବ । କିନ୍ତୁ ଏହି ନଦୀଗୁଡ଼ିକ ମଧ୍ୟରୁ କୌଣସିଟି ବିଶ୍ୱର…

କୋଲକାତା ଅନ୍ତର୍ଜାତୀୟ ବିମାନ ବନ୍ଦର ଭିତରେ ହୁତୁ ହୁତୁ ହୋଇ ଜଳୁଛି ନିଆଁ

କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦର ଭିତରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଅଗ୍ନିଶମ ବିଭାଗର ୬ ଟି ଗାଡି ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି। ବିମାନବନ୍ଦରରେ ଧୂଆଁ ବାହାରିବା କାରଣରୁ ଯାତ୍ରୀମାନଙ୍କୁ ସ୍ଥାନାନ୍ତର କରାଯାଉଛି। କୋଲକାତା ବିମାନବନ୍ଦରର…

ଦୁଲୀପ ଟ୍ରଫି: ପୂର୍ବାଂଚଳ ଦଳରେ ଓଡିଶାର ଶାନ୍ତନୁ, ସୂର୍ଯ୍ୟକାନ୍ତ ଷ୍ଟାଣ୍ଡବାଇ

ଭୁବନେଶ୍ୱର: ବାଙ୍ଗାଲୋରରେ ଜୁନ ୨୮ରୁ ଜୁଲାଇ ୧୬ ପର୍ଯ୍ୟନ୍ତ ଦୁଲୀପ ଟ୍ରଫି ଆୟୋଜିତ ହେବ । ଏ ନେଇ ବୁଧବାର ପୂର୍ବାଂଚଳ ଦଳ ଘୋଷଣା କରାଯାଇଛି । ଘୋଷିତ ଦଳରେ ଓଡିଶାର ଓପନର ଶାନ୍ତନୁ ମିଶ୍ରଙ୍କ ସ୍ଥାନ ମିଳିଛି । ରଣଜୀ ଟ୍ରଫିରେ ସେ ତାଙ୍କ ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ…