ପତଞ୍ଜଳି ଲେହେଙ୍ଗା: ଗଛ ଡ଼ାଳରେ ପ୍ରସ୍ତୁତ ଲେହେଙ୍ଗା ପିନ୍ଧି ଯୁବକ କଲେ ଡ଼୍ୟାନ୍ସ
ପୂର୍ବରୁ ସାଧାରଣତଃ ଲୋକମାନେ ପ୍ରତିଭା ଆଧାରରେ ପ୍ରସିଦ୍ଧ ହେଉଥିଲେ । କିନ୍ତୁ ଏବେ ସୋସିଆଲ ମିଡ଼ିଆ ହେଉଛି ବଡ଼ ପ୍ଲାଟଫର୍ମ, ଯେଉଁଠି ସାଧାରଣ ଲୋକଟିଏ ବି ରାତାରାତି ପ୍ରସିଦ୍ଧ ହୋଇପାରୁଛନ୍ତି । ଅନେକ ଲୋକ ସେମାନଙ୍କର ଅଜବ ଆଚରଣ ଯୋଗୁଁ ଭାଇରାଲ ହେଉଛନ୍ତି । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ…