୨୪ ମାସ ମଧ୍ୟରେ ଶେଷ ହେବ ବଲାଙ୍ଗିର ଜିଲ୍ଲାର ୨ ପାନୀୟ ଜଳ ପ୍ରକଳ୍ପ; ବାଜିଲା କ୍ୟାବିନେଟ ମୋହର
ଭୁବନେଶ୍ୱର:ବଲାଙ୍ଗିର ଜିଲ୍ଲା ପାଇଁ ଖୁସି ଖବର । ବଲଙ୍ଗିର ଜିଲ୍ଲାରେ ୨ଟି ଗ୍ରାମୀଣ ଜଳ ଯୋଗାଣ ପ୍ରକଳ୍ପକୁ ଆଜି କ୍ୟବିନେଟ ମଞ୍ଜୁରି ମିଳିଛି ।
ରାଜ୍ୟର ସମସ୍ତ ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି…