Latest Odisha News

BREAKING NEWS

ଚେନ୍ନାଇ-ଗୁଜରାଟ ଫାଇନାଲ ଆଜି

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ ସଂସ୍କରଣର ଫାଇନାଲ ମ୍ୟାଚ ଆଉ କିଛି ଘଂଟା ପରେ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏକ ରୋମାଂଚକ ମୁକାବିଲାକୁ ଦର୍ଶକମାନେ ଉତ୍କଣ୍ଠା ସହକାରେ ଅପେକ୍ଷା କରିଛନ୍ତି । ଶୁଭମନ ଗିଲ…

ଭୁଜାଲି ଦେଖାଇ ଘରୁ ଲୁଟିନେଲେ ସୁନା ଓ ଟଙ୍କା

ସୋର : ଭୁଜାଲି ଦେଖାଇ ଘରୁ ଲୁଟିନେଲେ ଦୁର୍ବୃତ୍ତ । ବିଳମ୍ବିତ ରାତିରେ ସାଜନପୁର ପଞ୍ଚାୟତ ଅଙ୍କବ୍ରହ୍ମପୁର ଗ୍ରାମର ମନୋଜ ନାୟକଙ୍କ ଘରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ମନୋଜଙ୍କ ପରିବାର ଲୋକେ ଶୋଇବାକୁ ଯିବା ସମୟରେ ୫ ରୁ ୬ ଜଣ…

ନୂଆ ସଂସଦ ଭବନରେ ପଡ଼ିଥିବା କାର୍ପେଟ୍‌କୁ ବୁଣିଛନ୍ତି ୯୦୦ କାରିଗର, ଲାଗିଛି ୧୦ ଲକ୍ଷ ଘଣ୍ଟାର ସମୟ

ନୂଆଦିଲ୍ଲୀ: ବହୁ ରାଜି ଅରାଜି ଓ ତର୍କ ବିତର୍କ ପରେ ଉଦ୍‌ଘାଟିତ ହୋଇଛି ନୂଆ ସଂସଦ ଭବନ। ସର୍ବଧର୍ମର ପ୍ରାର୍ଥନା ସହ ମନ୍ତ୍ରସିଦ୍ଧ ହୋଇଛି ଆଇନର ଏହି ମନ୍ଦିର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦ୍‌ଘାଟନ କରିବା ସହିତ ଐତିହାସିକ ସେଙ୍ଗୋଲ୍‌କୁ ବାଚସ୍ପତି ଚୌକୀ ପାଖରେ ସ୍ଥାପନା…

ସମାଜରେ ଘଟୁଥିବା ବାସ୍ତବ ଘଟଣାର କାଳ୍ପନିକ ପରିପ୍ରକାଶ ହିଁ ମୋ ସାହିତ୍ୟର ସ୍ୱର : ଦେବବ୍ରତ ବାରିକ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଦେବବ୍ରତ ବାରିକଙ୍କ ସହ ‘ସ୍ୱଳ୍ପ ଆଳାପ’…

ଆଜି ଘୋଷଣା ହେବ ଯୁକ୍ତ ଦୁଇ ରେଜଲ୍ଟ ତାରିଖ

ଭୁବନେଶ୍ୱର : ଆଜି ଘୋଷଣା ହେବ ଯୁକ୍ତ ଦୁଇ ପରୀକ୍ଷା ଫଳ ତାରିଖ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟାନ୍ତ୍ରକ ସୂଚନା ଦେଇଛନ୍ତି । ପ୍ରଥମେ ବିଜ୍ଞାନ ଓ ତା’ ପରେ  ବାଣିଜ୍ୟ ପରୀକ୍ଷା ଫଳ ତାରିଖ ଘୋଷଣା ହେବ । ଶେଷରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ ହେବ ବୋଲି…

ପ୍ରଧାନମନ୍ତ୍ରୀଙ୍କ ହତ୍ୟାକାରୀକୁ କ୍ଷମା ମିଳିଛି, ତେଣୁ ୟାସିନ ମଲ୍ଲିକ ମାମଲାକୁ ପୁନଃ ବିଚାର କରାଯାଉ: ମେହେବୁବା…

ଶ୍ରୀନଗର: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ଅଭିଯୋଗରେ ସଜା କାଟୁଥିବା ୟାସିନ ମଲ୍ଲିକଙ୍କ ଉପରେ ଦୟା ଦେଖାଇଛନ୍ତି ଜାମ୍ମୁ-କାଶ୍ମୀର ପୂର୍ବତୁ ମୁଖ୍ୟମନ୍ତ୍ରୀ ମେହେବୁବା ମୁପ୍‌ତୀ। ୟାସିନ ବିରୋଧରେ ଲାଗିଥିବା ମାମଲାରେ ଦଣ୍ଡ କୋହଳ କରାଯାଉ ଓ ମାମଲାର ପୁନର୍ବିଚାର କରାଯାଉ ବୋଲି ସେ ଦାବି…

ଶିଶୁ ଗପ : ସମୟର ମୂଲ୍ୟ

କୁଞ୍ଜ ବିହାରୀ ସାହୁ ଏବେ ଯେମିତି ଖରାର ତାତି ବଢ଼ୁଛି, ଦଣ୍ଡେ ଠିଆହେଲେ ଦେହରୁ ଗମଗମ ଝାଳ ବାହାରିପଡ଼ୁଛି । ଧଇଁସଇଁ ଲାଗୁଛି । ପିଲାଏ ଦେଶର ଭବିଷ୍ୟତ । ହେଲେ ଖରା ତାତିରେ ସିଝି ସିଝି କେମିତି ବା ପିଲାଏ ସ୍କୁଲକୁ ଯିବେ ! ସେଥିପାଇଁ ସରକାର ଛୁଟି ଘୋଷଣାକଲେ । ସ୍କୁଲ ବନ୍ଦ । ପାଠପଢା…

ନୂଆ ସଂସଦ ଭବନ ଲୋକାର୍ପିତ; ଐତିହାସିକ ‘ସେଙ୍ଗୋଲ୍’ ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଝଲୁସୁଛି ନୂଆ ସଂସଦ ଭବନ । ଆଜି ବହୁ ପ୍ରତୀକ୍ଷିତ ନୂଆ ପାର୍ଲାମେଣ୍ଟ ଭବନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହୋମପୂଜା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନରେ ଐତିହାସିକ ‘ସେଙ୍ଗୋଲ୍‌’ ସ୍ଥାପନ କରିଛନ୍ତି। ଆଜି ସକାଳେ ବିଧିବିଧାନ…

ଭାରତକୁ ବିଦ୍ୟୁତ୍ ବିକ୍ରି କରିବା ଆରମ୍ଭ କଲା ନେପାଳ

କାଠମାଣ୍ଡୁ: ଗତାକାଲି ଠାରୁ(ମେ ୨୭) ଭାରତକୁ ବିଦ୍ୟୁତ ବିକ୍ରି କରିବା ଆମ୍ଭ କଲା ନେପାଳ। ଶନିବାର ଠାରୁ ୬୦୦ ମେଗାୱାଟ୍ ଆୱର ଇଲେକ୍ଟ୍ରିସିଟି ବିକ୍ରି କରିବା ଆରମ୍ଭ କରିଛି ପଡ଼ୋଶୀ ଦେଶ। ମୌସୁମୀ ଆସିବା ପୂର୍ବରୁ ନେପାଳରେ ଅଧିକ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇଗଲାଣି। ‘ରନ୍‌ ଅପ୍‌ ଦ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୮)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ଆରେ ବୀରା”, ଡାକଟେ ଶୁଣି ବୀରା ବୁଲିପଡ଼ି ଚାହିଁଲାବେଳକୁ ପ୍ୟାଚା୍ ପକେଟ୍ ଭିତରେ ହାତ ପୁରାଇ ଉଦାସ ମୁହଁରେ ରୋହାନ୍‌ ଠିଆ ହୋଇଛି । ‘ଓଃ! ବୀରା କାନ୍ଦିକାନ୍ଦି ବେହାଲ ହୋଇଯାଇଛି କି ନା, ଦେଖିବାକୁ…