ତୃତୀୟ ବିବାହ କରିବେ ଅମୀର ଖାନ !
ମୁମ୍ବାଇ: ଆଜିକାଲି ଖୁବ ଚର୍ଚ୍ଚାରେ ମିଷ୍ଟର ପରଫେକ୍ସନିଷ୍ଟ । ତେବେ ତାଙ୍କର କୌଣସି ଅପକମିଙ୍ଗ ଫିଲ୍ମକୁ ନେଇ ସେ ଚର୍ଚ୍ଚାରେ ନାହାନ୍ତି । ବରଂବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ । ହଁ, ବାହା ହେବେ ବଲିଉଡ ଅଭିନେତା ଅମୀର ଖାଁ । ଅମୀର ତୃତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି ।…