Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୭)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସମୀରା ବି ସମାନ ଭାବରେ ରାଗି ଚିତ୍କାର କଲା । ଏଥର ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରି ବୀରା ତଳକୁ ମୁହଁ ପୋତି ବସି ରହିଲା । ଆଉ ତାପରେ ସିଧା ସମୀରା ମୁହଁକୁ ଚାହିଁ ହସିଲା ଯଦିଓ ସେ ଜାଣିଥିଲା ଯେ ୟା…

ୟାସିନ ମଲ୍ଲିକକୁ ମୃତ୍ୟୁ ଦଣ୍ଡ ଦେବାକୁ ଦିଲ୍ଲୀ ହାଇକୋର୍ଟରେ ଫେରାଦ ହେଲା ଏନ୍‌ଆଇଏ

କାଶ୍ମୀର; ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ହୋଇ ଜେଲ୍‌ରେ ସଜା କାଟୁଥିବା ଜାମ୍ମୁ-କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକକୁ ମୃତ୍ୟୁ ଦଣ୍ଡ ଦେବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କଲା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)। ୟାସିନ ପୂର୍ବରୁ ଆଜୀବନ ଜେଲଦଣ୍ଡ ଭୋଗୁଥିବା ବେଳେ ତାକୁ…

ରିଲିଜ୍ ହେଲା ‘ଶଳା ବୁଢାର ବଦଲା’: ରହିଛି ଭରପୁର କମେଡି ଓ ସସପେନ୍ସ

ଭୁବନେଶ୍ୱର: ରିଲିଜ୍ ହେଲା ଓଡ଼ିଆ ଫିଲ୍ମ ‘ଶଳା ବୁଢାର ବଦଲା’ । ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତଏହି ଫିଲ୍ମର ପ୍ରିମିୟର ଶୋ ଭୁବନେଶ୍ୱରସ୍ଥିତ ସ୍ୱାତୀ ସିନେମା ହଲ୍‌ରେ ହୋଇଯାଇଛି । ଏହି ପ୍ରିମିୟର ଶୋ' ରେ ବହୁ କଳାକାର, ଓଡ଼ିଆ ସିନେ…

ହାତ,ଗୋଡ଼ କାଟିଦେଲେ ବି ମହିଳାଙ୍କୁ ହୁଏନି କଷ୍ଟ : କେବେ ବି କାନ୍ଦନ୍ତି ନାହିଁ

ସ୍କଟଲ୍ୟାଣ୍ଡ: ଯଦି ଆପଣ ଆଘାତ ପାଆନ୍ତି କିମ୍ବା ଶରୀରରେ କୌଣସି ଅସୁବିଧା ହୁଏ, ତେବେ ଆପଣ ଯନ୍ତ୍ରଣା ଅନୁଭବ କରିବା ସହ କାନ୍ଧିଥାନ୍ତି । କିନ୍ତୁ ଦୁନିଆରେ ଏପରି ଜଣେ ମହିଳା ଅଛନ୍ତି,ଯିଏ ଆଦୌ ଯନ୍ତ୍ରଣା ଅନୁଭବ କରନ୍ତି ନାହିଁ । ଯଦି ତାଙ୍କ ହାତ କିମ୍ବା ଗୋଡ କାଟି ଦିଆଯାଏ ବା ଗରମ ପାଣି ଓ…

ଆରୟନଙ୍କ ୱେବ୍ ସିରିଜ୍ ‘ଷ୍ଟାରଡମ’ ପାଇଁ ମିଳିଲେ ଅଭିନେତା, ନିଜେ ଦେବେ ନିର୍ଦ୍ଦେଶନା

ମୁମ୍ବାଇ: ବଲିଉଡ଼ର କିଙ୍ଗ ଖାନ୍ ତଥା ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟନ୍ ଖାନ୍ ଏବେ ଚର୍ଚ୍ଚାରେ । ଆରୟନ୍ ଖୁବ୍‌ଶୀଘ୍ର ତାଙ୍କର ପ୍ରଥମ ୱେବ ସିରିଜ୍ ‘ଷ୍ଟାରଡ଼ମ’ର କାମ ଆରମ୍ଭ କରିବାକୁ ଯାଉଛନ୍ତି । ସେ ନିଜେ ଏହି ୱେବ୍ ସିରିଜର ନିର୍ଦ୍ଦେଶନା ଦେବେ । କିଛି ଦିନ ତଳେ ସେ ଏହାର…

ମାଲେସିଆ ମାଷ୍ଟର୍ସ ବ୍ୟାଡମିଂଟନ: ସେମିରେ ସିନ୍ଧୁ, ପ୍ରଣୟ

ନୂଆଦିଲ୍ଲୀ: ମାଲେସିଆ ମାଷ୍ଟର୍ସ ବ୍ୟାଡମିଂଟନରେ ଭାରତୀୟ ଖେଳାଳିମାନେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛନ୍ତି । ପିଭି ସିନ୍ଧୁ, ଏଚଏସ ପ୍ରଣୟ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସିନ୍ଧୁ ଚୀନର ଝାଙ୍ଗ ୟି ମିନଙ୍କୁ ୨୧-୧୬, ୧୩-୨୧ ଓ ୨୨-୨୦ରେ ପରାସ୍ତ କରିଥିଲେ । ସେମିରେ ସେ…

ନୀତି ଆୟୋଗ ବୈଠକରେ ଯୋଗ ଦେବେନି ମମତା, ନୀତିଶ, କେଜ୍ରିୱାଲ ଓ ଭଗୱନ୍ତ ମନ୍

ନୂଆଦିଲ୍ଲୀ: ନୂତନ ସଂସଦ ଭବନ ଉଦଘାଟନକୁ ନେଇ ବିରୋଧୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ତିକ୍ତତା ଲାଗି ରହିଛି । ଆଉ ଯାହାର ପ୍ରଭାବ ଶନିବାର ମେ ୨୭ ତାରିଖରେ ଦିଲ୍ଲୀରେ ବସିବାକୁ ଥିବା ନୀତି ଆୟୋଗ ବୈଠକରେ ପଡ଼ିବାକୁ ଯାଉଛି । ନୀତି ଆୟୋଗରେ ସାମିଲ୍ ହେବାକୁ ମନା କରିଛନ୍ତି ପଶ୍ଚିମବଙ୍ଗ…

ଗିଲଙ୍କ ବିସ୍ଫୋରକ ଶତକ, ମୁମ୍ବାଇ ଆଗରେ ୨୩୪ ରନର ବିଜୟ ଲକ୍ଷ୍ୟ

ଅହମଦାବାଦ : ଶୁଭମନ ଗିଲଙ୍କ ବିସ୍ଫୋରକ ଶତକ ବଳରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨ୟ କ୍ବାଲିଫାୟାରରେ ମୁମ୍ବାଇ ଆଗରେ ୨୩୪ ରନର ବିଜୟ ଲକ୍ଷ୍ୟ ରଖିଛି ଗୁଜରାଟ ।  ପ୍ରଥମେ ବ୍ୟାଟିଂ କରି ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୨୩୩ ରନ କରିଥିଲା । ଶୁଭମନ ଗିଲ୍…

ଅଜବ ପ୍ରତିଯୋଗିତା, କୀଟପତଙ୍ଗକୁ ମାଟିରୁ ବାହାର କରିବାକୁ ପଡ଼େ ପ୍ରତିଯୋଗୀଙ୍କୁ

ବ୍ରିଟେନ୍ : ଦୁନିଆ ଅନେକ ପ୍ରତିଯୋଗିତା ଆୟୋଜନ ହେଉଥିବା ଆପଣ ଦେଖିଥିବେ । କିନ୍ତୁ ଏମିତି ଏକ ପ୍ରତିଯୋଗିତା ଅଛି, ଯାହାକୁ ଆପଣ କେବେ ଦେଖିବା ତ ଦୂରର କଥା, ଶୁଣି ବି ନ ଥିବେ । ଏହି ଅଜବ ଖେଳର ପ୍ରତିଯୋଗିତା ବ୍ରିଟେନ୍‌ରେ ହଁ ଦେଖିବାକୁ ମିଳିଥାଏ । ବ୍ରିଟେନରେ ଅନେକ ସ୍ଥାନରେ ଏହି…

ଏମ୍‌ସରେ ଆରମ୍ଭ ହେବ ଟିଚିଂ ଏବଂ ରିସର୍ଚ୍ଚ ଆସିଷ୍ଟାଣ୍ଟ୍‌ କାର୍ଯ୍ୟକ୍ରମ, ଉପକୃତ ହେବେ ଏମ୍‌ବିବିଏସ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରରେ ଏମ୍‌ବିବିଏସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗବେଷଣା ଏବଂ ନବସୃଜନ ଦିଗରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହିତ ସକ୍ରିୟ ଭାଗିଦାରୀତା ତଥା ସହଯୋଗ ନିମନ୍ତେ ଟିଚିଂ ଆସିଷ୍ଟାଣ୍ଟ୍‌(ଟିଏ) ଏବଂ ରିସର୍ଚ୍ଚ ଆସିଷ୍ଟାଣ୍ଟ୍‌(ଆର୍‌ଏ) କାର୍ଯ୍ୟକ୍ରମ ଆରମ୍ଭ ହେବ…