ବିଶ୍ୱର ସବୁଠାରୁ ଲମ୍ବା ଗୀତ ଭାବେ ଗିନିଜ୍ ୱାର୍ଲ୍ଡ ରେକର୍ଡ କଲା ରାମଚରିତମାନସ
ନୂଆଦିଲ୍ଲୀ: ରାମଚରିତମାନସକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏବେ ଏହା ବିଶ୍ୱ ରେକର୍ଡ କରିଛି। ବିଶ୍ୱର ସବୁଠାରୁ ଲମ୍ବା ଗୀତ ହେବାରେ ଗିନିଜ୍ ବୁକ୍ ରେକର୍ଡ କରିଛି ରାମଚରିତମାନସ। ଏହାର ଶ୍ରେୟ ଯାଉଛି କାଶୀରେ ରହୁଥିବା କେରଳର ଜଗଦୀଶ ପିଲ୍ଲାଇଙ୍କୁ। ଶ୍ରୀ ପିଲ୍ଲାଇ ରାମଚରିତମାନସକୁ ଗୀତ…