ମାତ୍ର ୫ ହଜାର ଟଙ୍କାରେ ୩ ଟି ଦେଶ ବୁଲିଲେ ଯୁବତୀ, କିପରି ଏହାର ଫାଇଦା ନେବେ ବତାଇଲେ
ଲଣ୍ଡନ:ବିଭିନ୍ନ ଦେଶ ବୁଲିବା ପାଇଁ ଅନେକ ଲୋକଙ୍କ ସଉକ୍ ଥାଏ । କିନ୍ତୁ ଦୁନିଆକୁ ଭ୍ରମଣ କରିବା ପାଇଁ ଆପଣଙ୍କୁ ମଧ୍ୟ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ସେଥିଲାଗି କିଛି ଲୋକ ବର୍ଷ ଆରମ୍ଭରୁ ନିଜର ରୋଜଗାର ଟଙ୍କାରୁ କିଛି ସଞ୍ଚୟ କରି ରଖିଥାନ୍ତି । ଆଉ କିଛି ଲୋକ ଧାରକରଜ ଓ ଲୋନ୍ କରି ମଧ୍ୟ…