Latest Odisha News

BREAKING NEWS

ଖତ୍‌ରୋଁ କେ ଖିଲାଡ଼ିରେ ଷ୍ଟଣ୍ଟ କରୁଥିବା ବେଳେ ଆହତ ହେଲେ ଅଭିନେତ୍ରୀ ଏଶ୍ୱର୍ଯ୍ୟା

ମୁମ୍ବାଇ: ଛୋଟ ପରଦାର ସବୁଠୁ ଲୋକପ୍ରିୟ ଷ୍ଟଣ୍ଟ୍ ଶୋ ଖତ୍‌ରୋଁ କେ ଖିଲାଡି ସିଜିନ୍ ୧୩ର ସୁଟିଂ ଆରମ୍ଭ ହୋଇଛି । ଏଥିରେ ଅନେକ ଲୋକପ୍ରିୟ ଟିଭି ଅଭିନେତା ଅଭିନେତ୍ରୀ ସାମିଲ ହୋଇ ଶୋ’ରେ ଷ୍ଟଣ୍ଟ ଦେଖାଇବାକୁ ଯାଉଛନ୍ତି । ନିକଟରେ ଅଭିନେତ୍ରୀ ଏଶ୍ୱର୍ଯ୍ୟା ଶର୍ମା ଷ୍ଟଣ୍ଟ କରୁଥିବା ବେଳେ ଆହତ…

ନିଜର ସବୁ ଦାନ୍ତ ଖାଇଦେଲେ ଯୁବକ, ଶ୍ୱାସରୁଦ୍ଧ ହୋଇ ଭର୍ତ୍ତି ହେଲେ ଡ଼ାକ୍ତରଖାନାରେ

ନ୍ୟୁୟର୍କ : କିଛି ଖାଦ୍ୟ ଖାଇବା ସମୟରେ ସମସ୍ତେ ଯତ୍ନର ସହକାରେ ଖାଇଥାନ୍ତି । ଯଦି କେହି ନକଲି ଦାନ୍ତ ଲଗାଇଛନ୍ତି , ତେବେ ସେମାନେ କୌଣସି କଠିନ ଖାଦ୍ୟ ବା ଚଟାପଟ ଖାଦ୍ୟ ଖାଇବାରୁ ଦୂରେଇ ରହିବାକୁ ଦନ୍ତ ଚିକିତ୍ସକମାନେ ପରାମର୍ଶ ଦେଇଥାନ୍ତି । କାରଣ ଦାନ୍ତ ନଷ୍ଟ ହେବାର ଆଶଙ୍କା ରହିଥାଏ ।…

ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ଝିଅଙ୍କ ନିର୍ବନ୍ଧ ଶେଷ

ମୁମ୍ବାଇ: ବଲିଉଡର ଭେଟେରାନ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ଝିଅ ତଥା ଅଭିନେତ୍ରୀ ଆଲିଆ କାଶ୍ୟପଙ୍କ ନିର୍ବନ୍ଧ ଶେଷ ହୋଇଛି । ତାଙ୍କର ଦୀର୍ଘ ଦିନର ପ୍ରେମିକ ସଚିନ ଗ୍ରେଗୋରଙ୍କ ସହ ନିର୍ବନ୍ଧ ହୋଇଛି । ଆଲିଆ ନିଜେ ସୋସିଆଲ ମିଡ଼ିଆରେ ଏହାର ଫଟୋ ସେୟାର କରିଛନ୍ତି । ଏହି ଫଟୋଗୁଡ଼ିକରେ ଆଲିଆ…

ଗ୍ରୀନଙ୍କ ବିସ୍ଫୋରକ ଶତକ, ହାଇଦ୍ରାବାଦକୁ ହରାଇଲା ମୁମ୍ବାଇ

ମୁମ୍ବାଇ: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ମ୍ୟାଚରେ କାମେରୁନ ଗ୍ରୀନଙ୍କ ବିସ୍ଫୋରକ ଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୮ ୱିକେଟରେ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୨୦ ଓଭରରେ ୫ ୱିକେଟ ହରାଇ ୨୦୦ ରନ କରିଥିଲା । ଭିବ୍ରାଂଟ ଶର୍ମା ୬୯, ମୟଙ୍କ ଅଗ୍ରୱାଲ ୮୩ ଓ…

ବିଷାକ୍ତ କୋବ୍ରାକୁ ଗ୍ଲାସରେ ପାଣି ପିଆଇଲେ ବ୍ୟକ୍ତି, ତାଙ୍କ ସାହସ ଦେଖି ଲୋକେ ଆଶ୍ଚର୍ଯ୍ୟ

ସବୁ ପ୍ରାଣୀଙ୍କଠାରୁ ସାପ ହେଉଛି ଅତ୍ୟଧିକ ବିଷାକ୍ତ ପ୍ରାଣୀ ଭାବରେ ବିବେଚନା କରାଯାଏ । ଲୋକେ ଯେ କୌଣସି ସାପକୁ ନିଜ ଆଖପାଖରେ ଦେଖିବାକୁ ଚାହାଁନ୍ତି ନାହିଁ । ବାସ୍ତବରେ, ଦୁନିଆରେ ୯୮୮ ଟି ପ୍ରଜାତିର ସାପ ଅଛନ୍ତି । ଖାସ୍ କରି କେଉଁ ସାପ ବିଷାକ୍ତ ଓ କେଉଁ ସାପ ବିଷହୀନ ଜାଣିବା ସାଧାରଣ…

ବିଳାସପୂର୍ଣ୍ଣ କାର ଛାଡି ଟ୍ରାକ୍ଟର ଚଲାଇଲେ ଅମିତାଭଙ୍କ ନାତୁଣୀ

ମୁମ୍ବାଇ: ବିଳାସପୂର୍ଣ୍ଣ କାର ଛାଡି ଟ୍ରାକ୍ଟର ଚଲାଇଲେ ବଲିଉଡ଼ର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ନାତୁଣୀ ନବୟା ନାଭେଲି ନନ୍ଦା । ନବୟା ଅଭିନୟ ଜଗତରେ ସକ୍ରିୟ ନ ହୋଇପାରନ୍ତି, କିନ୍ତୁ ତାଙ୍କର ଲୋକପ୍ରିୟତା ଜଣେ ଅଭିନେତ୍ରୀଙ୍କ ତୁଳନାରେ କମ୍ ନୁହେଁ । ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର…

ବୈତରଣୀ ବ୍ରିଜରେ ବନ୍ଦେ ଭାରତ ରାସ୍ତା ରୋକିଲା କାଳବୈଶାଖୀ

ଯାଜପୁର: କାଳବୈଶାଖୀ ବର୍ଷା ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ୍ ଅଧା ବାଟରେ ଅଟକି ରହିଛି । ଯାଜପୁର ଜିଲ୍ଲା ବୈତରଣୀ ରୋଡ୍ ଓ ମଞ୍ଜୁରୀ ରୋଡ୍ ମଧ୍ୟରେ ଅପରାହ୍ଣ ୪ଟା ୩୫ରୁ ଅଟକି ରହିଛି ବନ୍ଦେ ଭାରତ ଏକ୍ସପ୍ରେସ୍ । ପୁରୀରୁ-ହାୱଡ଼ା ଅଭିମୁଖେ ଯାଉଥିବା ବେଳେ କାଳବୈଶାଖୀ ଯୋଗୁ ଗଛ ଭାଙ୍ଗି ତାର…

‘ନିଜର ସୁରକ୍ଷା ପାଇଁ ଆଇନର ଲାଭ ନେଇ ପାରୁ ନାହାନ୍ତି ମହିଳା’: କୋଲକାତା ହୋଇକୋର୍ଟର ବିଚାରପତି

କୋଲକାତା: ମହିଳା ଉଠାଇ ପାରୁ ନାହାନ୍ତି ଆଇନର ଲାଭ । ଦେଶରେ ମହିଳାଙ୍କ ପାଇଁ ଅନେକ ଆଇନ୍ ରହିଥିବା ବେଳେ ସେମାନେ ତାର ସଦୁପଯୋଗ କରି ପାରୁ ନାହାନ୍ତି । କୋଲକାତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅଭିଜିତ୍ ଗଙ୍ଗୋପାଧ୍ୟାୟଙ୍କ ଅନୁସାରେ, ମହିଳାଙ୍କ ଅଧିକାର ରକ୍ଷା ଲାଗି ଥିବା ଆଇନ୍ ଲାଗୁ ପରେ…

ଜି ୨୦ ଶିଖର ସମ୍ମିଳନୀ: ଗୁଲମାର୍ଗ ଯିବେନି ବିଦେଶୀ ଅତିଥି

ନୂଆଦିଲ୍ଲୀ: ଜମ୍ମୁ ଏମଂ କଶ୍ମୀରର ଗ୍ରୀଷ୍ମକାଳୀନ ରାଜଧାନୀ ଶ୍ରୀନଗରରେ ଜି୨୦ ଶିଖର ସମ୍ମିଳନୀର ଆୟୋଜନ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ତେବେ ରବିବାର ଏହି କାର୍ଯ୍ୟକ୍ରମରେ ସାମନ୍ୟ ପରିବର୍ତନ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି । ବିଦେଶରୁ ଆସିଥିବା ଅତିଥିମାନେ ଗୁଲମାର୍ଗ ଯିବେ ନାହିଁ…

ଏଏସ୍‌ଓ ମେଧା ତାଲିକା ରଦ୍ଦ ପ୍ରସଙ୍ଗ, ଓପିଏସ୍‌ସିକୁ ନେଇ ବିଜେଡିକୁ ଟାର୍ଗେଟ୍ କଲା ବିଜେପି

ଭୁବନେଶ୍ୱର: ରାଜ୍ୟର ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କ ଭବିଷ୍ୟତ ପାଇଁ ଆଦୌ ଚିନ୍ତିତ ନୁହଁନ୍ତି ବିଜେଡି ସରକାର । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତିକୁ ନେଇ ବହୁ ଦୁର୍ନୀତି ଓ ଅନିୟମିତତା ପଦାକୁ ଆସିଛି । ଅତୀତରେ ଆରଆଇ ଓ ଅମିନ ପରୀକ୍ଷାରେ ଦୁର୍ନୀତି ହୋଇଥିଲା । ରାଜ୍ୟରେ…