Latest Odisha News

BREAKING NEWS

୧୪ ସନ୍ତାନର ମାଆ ହେଲେଣି ମହିଳା, ତଥାପି ଆହୁରି ଇଛା

ଲାସ୍ ଭେଗାସ୍ : ଆଜିକାଲିର ବ୍ୟସ୍ତବହୁଳ ଜୀବନ ଭିତରେ ଅଧିକାଂଶ ଦମ୍ପତ୍ତି ଗୋଟେ ସନ୍ତାନ କରିବାକୁ ପସନ୍ଦ କରୁଛନ୍ତି । କାଁ ଭାଁ ଦୁଇଟି ସନ୍ତାନ କରିବାକୁ ଆଗ୍ରହ ରଖୁଛନ୍ତି । ଏମିତି କି ଆଜିର ମହଙ୍ଗା ଦୁନିଆରେ ଦୁଇ ପିଲାଙ୍କୁ ପାଳିବା ମଧ୍ୟ କଷ୍ଟକର ହୋଇପଡ଼ୁଛି । କିନ୍ତୁ ଏମିତି ଜଣେ ମହିଳା…

ପ୍ରଧାନମନ୍ତ୍ରୀ ନୁହେଁ ରାଷ୍ଟ୍ରପତି ନୂଆ ସଂସଦ ଭବନର ଉଦ୍‌ଘାଟନ କରନ୍ତୁ-ରାହୁଲ

ନୂଆଦିଲ୍ଲୀ: ଦେଶର ନୂଆ ସଂସଦ ଭବନ ପ୍ରସ୍ତୁତ । ବାକି ଅଛି ଗୃହ ପ୍ରବେଶ । ତେବେ ଏହାର ଉଦଘାଟନ ତାରିଖକୁ ନେଇ କଂଗ୍ରେସ ପକ୍ଷରୁ ପ୍ରଥମରୁ ବିରୋଧ କରାଯାଇଛି। ଏବେ କିଏ ଉଦଘାଟନ କରିବ ତାକୁ ନେଇ ମଧ୍ୟ କଂଗ୍ରେସ  ସ୍ୱର ଉଠାଇଛି । ନୂଆ ସଂସଦ ଭବନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ଫୁଟବଲ ମ୍ୟାଚ ଅବସରରେ ଦଳଚକଟା ୧୨ରୁ ଅଧିକ ମୃତ୍ୟୁ

ନୂଆଦିଲ୍ଲୀ:ଏଲ ସାଲଭାଡୋରର କସ୍କାଟଲନ ଷ୍ଟାଡିୟମରେ ଏକ ଦୁଃଖଦ ଘଟଣା ଘଟିଛି । ଫୁଟବଲ ମ୍ୟାଚ ଦେଖିବା ପାଇଁ ପ୍ରବେଶ ପଥରେ ହୋଇଥିବା ଦଳାଚକଟାରେ ୧୨ରୁ ଅଧିକ ପ୍ରଶଂସକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ରିପୋର୍ଟ ମୁତାବକ ପ୍ରବେଶ ଦ୍ୱାର ବନ୍ଦ ହେବା ସତ୍ୱେ ଅନେକ ଦର୍ଶକ ଧସେଇ…

ଆଉ ୫ ଦିନ କାଳବୈଶାଖି; ତାପମାତ୍ରାରେ ପରିବର୍ତ୍ତନ ନାହିଁ

ଭୁବନେଶ୍ୱର: ଆହୁରି ୫ ଦିନ ଏପରି ତାତି ଲାଗି ରହିବ । ୫ ଦିନ ଭିତରେ ତାତି କମବାର କୌଣସି ସମ୍ଭାବନା ନାହିଁ । ପଶ୍ଚିମ ଓଡ଼ିଶାରେ ତାତି ବଳବତ୍ତର ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଅପରାହ୍ନରେ   ଚିଲିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ସହ ଘଣ୍ଟା ପ୍ରତି ପବନ…

ଅଧ୍ୟାଦେଶ ଅଡ଼ୁଆ, ବିଜେପି ବିରୋଧୀଙ୍କୁ ଭେଟି ସମର୍ଥନ ଲୋଡ଼ିବେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରକୃତ ବସ୍ ଦିଲ୍ଲୀ ସରକାର ବୋଲି ସୁପ୍ରିମକୋର୍ଟଙ୍କ ରାୟର ୮ ଦିନ ପରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ପୁଣି ଉପରାଜ୍ୟପାଳଙ୍କୁ ସବୁ କ୍ଷମତା ଦେଇଛି । ଯାହାକି ସମ୍ବିଧାନ ବିରୋଧୀ ବୋଲି ଆମ୍ ଆଦମୀ ପାର୍ଟି କହିବା ସହ ବିରୋଧୀଙ୍କୁ ଏ ପ୍ରସଙ୍ଗରେ ଏକାଠି ହେବାକୁ…

ସଡକ ଦୁର୍ଘଟଣାରେ ଚାଲିଗଲେ ଏଇ ଅଭିନେତ୍ରୀ

ମୁମ୍ବାଇ: ବଙ୍ଗଳା ଫିଲ୍ମ ଜଗତରେ ଖେଳି ଯାଇଛି ଶୋକର ଛାୟା । ଜଣେ ଉଦୀୟମାନ ଅଭିନେତ୍ରୀଙ୍କୁ ହରାଇଛି ଇଣ୍ଡଷ୍ଟ୍ରି । ବଙ୍ଗ ଅଭିନେତ୍ରୀ ସୁଚନ୍ଦ୍ରା ଦାସଗୁପ୍ତ ଆଉ ନାହାନ୍ତି । ଏକ ସଡକ୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବଙ୍ଗୀୟ ଅଭିନେତ୍ରୀ ସୁଚନ୍ଦ୍ରା । ମିଳିଥିବା ସୂଚନା ଅନୁଯାୟୀ,…

କେମିତି ବଦଳାଇବେ ୨ ହଜାର ନୋଟ୍, ଏସବିଆଇ ଦେଲା ବଡ଼ ସୂଚନା

ଭୁବନେଶ୍ୱର: ୨ ହଜାର ନୋଟ୍ ପ୍ରତ୍ୟାହାର ନେଇ ଆରବିଆଇର ଘୋଷଣା ପରେ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି । କିଭଳି ୨ ହଜାର ନୋଟକୁ ବଦଳାଇବେ ସେ ନେଇ ଅନେକ ଚିନ୍ତିତ ହୋଇ ପଡ଼ିଥିବା ବେଳେ ଏସବିଆଇ ପକ୍ଷରୁ ଜାରି କରାଯାଇଛି ଗାଇଡଲାଇନ୍ । ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏସବିଆଇ ପକ୍ଷରୁ କୁହାଯାଇଛି,…

ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା

ଭୁବନେଶ୍ୱର: ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା । ଗିରଫ ପରୱାନା ଜାରି କରିିଛି ସିବିଆଇ କୋର୍ଟ ।  କୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ  ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା  ବାରମ୍ବାର ନୋଟିସ ପରେ ବି…

ଅଭୁଲା ଗୀତ : ତୁମେ ଲେଉଟିଲ ନାହିଁ

ସଙ୍ଗୀତ : ବାଳକୃଷ୍ଣ ଦାଶ ଗୀତ : ସୁରେନ୍ଦ୍ର କୁମାର ଦାସ ଗାୟନ : କଲ୍ୟାଣୀ ଦାସ ଚଳଚ୍ଚିତ୍ର : ଶ୍ରୀଜଗନ୍ନାଥ, ୧୯୫୦ ତୁମେ ଲେଉଟିଲ ନାହିଁ ତୁମେ ଲେଉଟିଲ ନାହିଁ କେତେ ତାତି ଛାତି ଭିତରେ ବିତିଲା କେତେ ତାତି ଛାତି ଭିତରେ ବିତିଲା ତୁମ ରାହା ଚାହିଁ ଚାହିଁ…

ଅଫିସରଙ୍କୁ ଅପାମାନିତ କରିବା ଘଟଣା: ଦିଲ୍ଲୀ ଉପରାଜ୍ୟପାଳ ଘୃଣ୍ୟ ରାଜନୀତି କରୁଛନ୍ତି ବୋଲି କହିଲା ଆପ୍

ନୂଆଦିଲ୍ଲୀ: ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନା ଘୃଣ୍ୟ ରାଜନୀତି କରୁଛନ୍ତି ବୋଲି କହିଲା ଆମ ଆଦ୍‌ମୀ ପାର୍ଟି। ଦିଲ୍ଲୀରେ ନିଯୁକ୍ତ ହୋଇଥିବା ସରକାରୀ ଅଫିସରଙ୍କୁ ଆପ୍ ସରକାର ଅପମାନିତ କରିଛନ୍ତି ବୋଲି ଉପରାଜ୍ୟପାଳ ଅଭିଯୋଗ କରିଥିଲେ। ଏହି ଘଟଣା ଉପରେ ଜବାବ ଦେଇ ଉପରାଜ୍ୟପାଳଙ୍କ ଉପରେ…