Latest Odisha News

BREAKING NEWS

ସାବିତ୍ରୀ ବ୍ରତ କରିବା ବେଳେ ଦେହରେ ଲାଗିଗଲା ନିଆଁ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

କେନ୍ଦୁଝର : ସାବିତ୍ରୀ ବତ୍ରରେ ସ୍ୱାମୀର ଦୀର୍ଘାୟୁ କାମନା କରି ପୂଜା କରୁଥିବା ବେଳେ ବିପଦ ମୁଖରେ ପଡ଼ିଲେ ମହିଳା । ସାମାନ୍ୟ ଅସାବଧାନତା କାରଣରୁ ଦୀପରୁ ଦେହରେ ଲାଗିଗଲା ନିଆଁ । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସହରରେ । ଗତକାଲି ସାବିତ୍ରୀ ବତ୍ରରେ ବଡ଼ ଅଘଟଣ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୦)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ କିନ୍ତୁ ସିଡ଼୍ ଆଗତୁରା କହି ପକେଇଲା, “ଆଚ୍ଛା, ଆଚ୍ଛା, ଏଇ କଥା । ଆଜି ସକାଳେ କ୍ରୁଜ୍ ଯେଉଁ ଝଟ୍‌କା ଦେଲା, ମନେ ଅଛି? ଠିକ୍ ସେତିକି ବେଳେ ଇସ୍ତ୍ରୀ ହୋଇ ଆସିଥିବା ଡ୍ରେସ୍‌ତକ ରୋହାନ୍ ଧରି ଛିଡ଼ା ହୋଇଥିଲା ।…

ଆଜି ଅପରାହ୍ନରେ ବସିବ ଛତିଶା ନିଯୋଗ ବୈଠକ, ବିଭିନ୍ନ ନୀତି ନିର୍ଘଣ୍ଟ ନେଇ ହେବ ଆଲୋଚନା

ପୁରୀ : ଆଜି ବସିବ ଛତିଶାନିଯୋଗ ବୈଠକ । ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା, ଦେବସ୍ନାନ ପୂର୍ଣ୍ଣିମା, ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ନେଇ ବୈଠକରେ ନିଆଯିବ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଆଜି ଅପରାହ୍ନ ୫ଟାରେ ନୀଳାଦ୍ରି ଭକ୍ତନିବାସରେ ଛତିଶାନିଯୋଗ ବୈଠକ…

କବିତା : ନାରୀ

ବିଳାସିନୀ ପୃଷ୍ଟି ନାରୀ ତୁ ସଂସାରେ ବନ୍ଦନୀୟା ବୋଲି ଧରିତ୍ରୀ ରୁପେ ତୋ ନାଁଆ ଅଭୟ ଦାୟିନୀ ମଙ୍ଗଳା ବୋଲାଉ ଦୟାମୟୀ ହୋଇ ମାଆ। କ୍ରୋଧ ବେଳେ ତୁହି ସଂହାର କାରିଣୀ ନିସ୍ତାର ନ ପାନ୍ତି କେହି ବସୁଧା ରୂପରେ କରୁ ତୁ ପାଳନ କେତେ ବାଧା ବିଘ୍ନ ସହି। ଜାୟା ଓ ଜନନୀ ଭଗିନୀ ରୂପରେ…

ଭାଷା ଭାଗବତ : ସହଜ, କଠିନ କାମ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସହଜ କାମ ଶୀଘ୍ର କରି ଯାଉଛୁଁ ଯଦି ଆମେ ହାରି କଠିନ କାମ ବାଛି କରୁଁ କାହାକୁ କେବେ ବି ନ ଡରୁଁ କରିଲେ ଅଭିନବ ଚିଂତା ବଦଳେ ଭାଷାର ଅବସ୍ଥା ପାଠକେ ନବୀନତା ପ୍ରିୟ ଗ୍ରହଣଶୀଳ ବୀତଭୟ ଗତରେ ଗଡ଼ୁଥିଲେ ଗାଡ଼ି ଧରାବଂଧା…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଓ ସେବକଙ୍କ କଥା ଆଲୋଚନା କରିବା ସମୟରେ, ମନରେ ପ୍ରଶ୍ନ ଆସେ, ଦୈନିକ ସେବା ଓ ପର୍ବପର୍ବାଣୀର ସେବା ଛଡା କିଛି ବିଶେଷ ସେବା ତ ନିଶ୍ଚୟ ଥିବ। ତେବେ ସେଗୁଡିକ କଣ…

ଲିଚୁକୋଳି ଖାଇଲେ ଏହି ସବୁ ରୋଗରୁ ମୁକ୍ତି ପାଇବା ସହ ଚମକିବ ତ୍ୱଚା

ଖରାଦିନେ ଲିଚୁ କୋଳିର ଚାହିଦା ସବୁଠୁ ଅଧିକ । ଲିଚୁକୋଳି ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ଲିଚୁରେ ଆଣ୍ଟି-ଅକ୍ସିଡାଣ୍ଟ, ମିନେରାଲ ଓ ଭିଟାମିନ ରହିଥାଏ । ଯାହା ସ୍ୱାସ୍ଥ୍ୟପାଇଁ ଖୁବ୍‌ ଉପକାରୀ । ଲିଚୁରେ ମୁଖ୍ୟତଃ କାର୍ବୋହାଇଡ୍ରେଟ ଓ ଜଳ ରହିଥାଏ । ଏହାସହ ଏଥିରେ ବହୁ…

ଲିକ ହେଲା ଶାହାରୁଖ ଓ ସମୀରଙ୍କ ଚାଟ

ମୁମ୍ବାଇ: ୨ ଅକ୍ଟୋବର ୨୦୨୧ରେ ମୁମ୍ବାଇରୁ ଗୋଆ ଯାଉଥିବା କାର୍ଡିଲିଆ କ୍ରୁଜରେ ରେଭ ପାର୍ଟି ଚାଲିଥିବା ବେଳେ ଚଢ଼ାଉ ହୋଇଥିଲା । ଏଥିରେ ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଗିରଫ ହୋଇଥିଲେ । ୨୭ ଦିନ ଜେଲରେ ରହିବା ପରେ ଶେଷରେ ଆର୍ଯ୍ୟନ ପର୍ଯ୍ୟାପ୍ତ ପ୍ରମାଣ ନ ମିଳିବା ଯୋଗୁ ଜାମିନ ପାଇଥିଲେ ।…

ପକ୍ଷୀ ସୁରକ୍ଷା ନେଇ ଟାଟା ଷ୍ଟିଲ୍ ପକ୍ଷରୁ ସଚେତନତା

ସୁକିନ୍ଦା: ପରିବେଶ ସୁରକ୍ଷା ପ୍ରତି ବଦ୍ଧ ପରିକର ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ବାର୍ଡ ୱାଚିଂ ସିଜିନ୍ ଶୁକ୍ରବାର ସୁକିନ୍ଦା କ୍ରୋମାଇଟ୍ ମାଇନ୍ କ୍ୟାମ୍ପସରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପରିବେଶବିତଙ୍କ ସହ ସ୍ଥାନୀୟ ଲୋକ ସାମିଲ୍ ହୋଇଥିଲେ । ସୁକିନ୍ଦା କ୍ରୋମାଇଟ୍ ଖଣି ଅଞ୍ଚଳରେ…

ଗୋଟିଏ ମିସ୍‌ଡ କଲ୍‌ରେ ମିଳିବ ନୂତନ ବିଦ୍ୟୁତ୍ ସଂଯୋଗ

ଭୁବନେଶ୍ୱର: କେନ୍ଦ୍ର ଓଡ଼ିଶାରେ ବିଦ୍ୟୁତ୍ ବଂଟନ ଦାୟିତ୍ୱରେ ଥିବା ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ସ୍ୱଚ୍ଛତାରେ ଉନ୍ନତି ଆଣିବା ଓ ଗ୍ରାହକଙ୍କ ସୁବିଧାକୁ ନିଶ୍ଚିତ କରିବା ଲାଗି ଉଲ୍ଲେଖନୀୟ ଉନ୍ନତି…