ଝାରସୁଗୁଡ଼ା ଉପନିର୍ବାଚନ: ପ୍ରାୟ ୫୦ ଜଣ ଭୋଟରଙ୍କ ନାମ ତାଲିକାରେ ନଥିବା ଅଭିଯୋଗ
ଝାରସୁଗୁଡା: ଝାରସୁଗୁଡ଼ା ଉପ-ନିର୍ବାଚନକୁ ନେଇ ବୁଧବାର ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲେ ମଧ୍ୟ ଅନେକ ନିଜର ମତାଧିକାର ସାବ୍ୟସ୍ତ କରିପାରିନଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଅନେକ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ୭୨ ନଂ ବୁଥରେ ଭୋଟ ଦେବାକୁ ଥିବା ୧୭ ନମ୍ବର ଓ୍ୱାର୍ଡର…