Latest Odisha News

BREAKING NEWS

ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ ଲାଗି ପୁରୀ ଆସିପାରନ୍ତି ପିଏମ୍ ମୋଦି

ଭୁବନେଶ୍ୱର: ଖୁବଶୀଘ୍ର ହାୱଡ଼ାରୁ ପୁରୀ ମଧ୍ୟରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପଣ କରି ପାରନ୍ତି । ପୁରୀ ରେଲୱେ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବା ନେଇ ଆଶାବାଦୀ ରହିଥିବା କହିଛନ୍ତି ରାଜ୍ୟ…

ହାଇଦ୍ରାବାଦରେ ୭.୮ କୋଟି ବ୍ୟୟରେ ଘର କିଣିଲେ ସାମନ୍ଥା

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୂ ହାଇଦ୍ରାବାଦରେ ଏକ ୩ ବିଏଚକେ ଡୁପ୍ଲେକ୍ସ ଆପାର୍ଟମେଂଟ କିଣିଛନ୍ତି । ଏହାର ମୂଲ୍ୟ ୭.୮ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହା ପୂର୍ବରୁ ସେ ମୁମ୍ବାଇରେ ମଧ୍ୟ ଘର କିଣିଥିଲେ । ରିୟଲ ଇଷ୍ଟେଟ ଅନୁସାରେ ୬…

ବିପରୀତାର୍ଥବୋଧକ ଯୁଗ୍ମଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଅସଲ ନକଲ ଖାଲ ଢିପ ଭଲ ଭେଲ ଅରୁଆ ଉଷୁନା ଗୁରୁ ଚେଲା ଭିତର ବାହାର ଅଗ ମୂଳ ଜାତି ଅଜାତି ଖଟା ମିଠା ଆକାଶ ପାତାଳ ଥଣ୍ଡା ଗରମ ସତ ମିଛ ଆଦି ଅନ୍ତ ସୁଖ ଦୁଃଖ ନ୍ୟାୟ ଅନ୍ୟାୟ ଆଗ ପଛ ଦିଆ ନିଆ କଞ୍ଚା ପାଚିଲା ଉପର ତଳ ପାପ ପୁଣ୍ୟ…

ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ଦୁନିଆର ଅରବପତି ତାଲିକାରେ ଉପରକୁ ଉଠିଛନ୍ତି ମୁକେଶ ଅମ୍ବାନୀ । ଅନ୍ୟପଟେ ଭାରତର ଅନ୍ୟତମ ଅରବପତି ଗୌତମ ଆଦାନୀ ପୁଣି ତାଲିକାରେ ତଳକୁ ଖସିଛନ୍ତି । ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କୁ ସମ୍ପତ୍ତି ମାମଲାରେ ପଛରେ ପକାଇ ଉପରକୁ ଉଠିଛନ୍ତି ମୁକେଶ ଅମ୍ବାନୀ । ଅମ୍ବାନୀ ୧୩ରୁ ୧୨ତମ…

ଇମ୍ରାନଙ୍କ ଗିରଫଦାରୀ ପରେ ଜଳୁଛି ପାକିସ୍ତାନ; ସେନା ମୁଖ୍ୟ କାର୍ଯ୍ୟାଳୟ ଉପରେ ଆକ୍ରମଣ, ୬ ମୃତ

ଇସଲାମବାଦ: ଜଳୁଛି ପାକିସ୍ତାନ । ଜଳାପୋଡା, ଗୁଳି ମାଡ । ଇମ୍ରାନଙ୍କ ଗିରଫଦାରୀ ପରେ ସାରା ଦେଶରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି ।   ମୁହାଁମୁହିଁ ହୋଇଛନ୍ତି ସେନା ଏବଂ ଇମ୍ରାନ ସମର୍ଥକ । ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଗତକାଲି କୋର୍ଟ ପରିସରରୁ ଉଠାଇ ନେବା ପରେ…

ସଫଳ ହେଲା ରାହୁଲଙ୍କ ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ବ୍ୟାଟ୍ସମ୍ୟାନ କେଏଲ ରାହୁଲଙ୍କ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ ହୋଇଛି । ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପରଜ୍ୟାଂଟସର ଅଧିନାୟକ ଦାୟିତ୍ୱ ସେ ତୁଲାଉଥିଲେ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ସେ ଆଘାତପ୍ରାପ୍ତ ହୋଇଥିଲେ । ଏହା ପରେ…

ଭୋଟ ଦେଲେ ଦୀପାଳି, ଟଙ୍କଧର; ପୂର୍ବାହ୍ନ ୧୧ଟା ସୁଦ୍ଧା ୨୦.୩୮% ମତଦାନ

ଝାରସୁଗୁଡା: ଖରାର ତାତି ଯେତେ ବଢୁଛି, ଝାରସୁଗୁଡାରେ ରାଜନୈତିକ ବାତାବରଣ ସେତେ ତାତୁଛି । ଆଜି ସକାଳ ୭ଟାରେ ଆରମ୍ଭ ହୋଇ ଯାଇଛି ମତଦାନ । ମତଦାନ ମନ୍ଥର ଗତିରେ ଚାଲିଥିବା ଦେଖିବାକୁ ମିଳିଛି । ସକାଳ ୯ଟା ସୁଦ୍ଧା ୯.୭୫ ପ୍ରତିଶତ ମତଦାନ ହୋଇଥିଲା । ଦିନ ବଢିବା ସହ ଭୋଟରଙ୍କ ଭିଡ ମତଦାନ…

ପ୍ରଥମ ଦେଖା ହେଲା ଅନ୍ତିମ ଦେଖା; ପୁରୁଷ ବନ୍ଧୁଙ୍କୁ ଦେଖା କରିବାକୁ ଆସି ପାୱାର ଚାନେଲରେ ଭାସିଗଲେ ଛାତ୍ରୀ

ବୁର୍ଲା: ପ୍ରଥମ ଦେଖା ହେଲା ଶେଷ ଦେଖା । ପ୍ରଥମ ଥର ପାଇଁ ପୁରୁଷ ବନ୍ଧୁଙ୍କୁ ଦେଖା କରିବାକୁ ଯାଇଥିଲେ । ହେଲେ ଏମିତି ମୃତ୍ୟୁ ତାଙ୍କୁ କୋଳେଇ ନେବ ବୋଲି କିଏ ଜାଣିଥିଲା ? ବୁର୍ଲା ପାୱର ଚାନେଲର ସାଇଫନରେ ବସି କଥା ହେଉଥିବାବେଳେ ଭାସିଗଲେ ଯୁବତୀ । ଗତକାଲିଠାରୁ ଖୋଜାଖୋଜି ଚାଲିଛି । ଏ…

ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଲା ଅବପାତ; ଆଜି ସନ୍ଧ୍ୟାରେ ବାତ୍ୟା

ଭୁବନେଶ୍ୱର: ଧୀରେ ଧୀରେ ଘନଉଛି ବାତ୍ୟା ଆଶଙ୍କା । ବଙ୍ଗୋପସାଗରରେ  ସକ୍ରିୟ ଅବପାତ ଏବେ  ଗଭୀର ଅବପାତର ରୂପ ନେଇସାରିଛି  । ସକାଳ ୫ଟା ୩୦ରେ ଗଭୀର ଅବପାତର ରୂପ ନେଇଛି । ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ୧୧ ତାରିଖ ମଧ୍ୟରାତ୍ର କିମ୍ବା ୧୨ ତାରଖ ସକାଳ…

କର୍ଣ୍ଣାଟକରେ ଚାଲିଛି ମତଦାନ; ଭୋଟ ଦେବା ପାଇଁ ସବୁ ଭୋଟରଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

ବାଙ୍ଗାଲୋର: କର୍ଣ୍ଣାଟକ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ ।  କର୍ଣ୍ଣାଟକ ବିଧାନସଭା ଆସନ ପାଇଁ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି ମତଦାନ । ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ରାଜ୍ୟରେ ୫ କୋଟି ୩୧ ଲକ୍ଷରୁ ଅଧିକ ଭୋଟର ଆଜି ତାଙ୍କର ମତଦାନ ସାବ୍ୟସ୍ତ କରିବେ । ସାରା ରାଜ୍ୟରେ…