ବଢିଲା ତାତି; ସକାଳୁ ସକାଳୁ ଅସହ୍ୟ ଦେଲା ଗରମ ସାଙ୍ଗକୁ ଗୁଳୁଗୁଳି
ଭୁବନେଶ୍ୱର:ରାଜ୍ୟରେ ବଢୁଛି ତାତି । ଅସହ୍ୟ ହେଉଛି ଗୁଳୁଗୁଳି । ରାଜଧାନୀରେ ସକାଳ ୮ଟା ସୁଦ୍ଧା ତାପମାତ୍ରା ୩୨.୬ ଡିଗ୍ରୀ ଥିବାବେଳେ ଆଦ୍ରତା ୭୯ ପ୍ରତିଶତ ରହିଛି । ଗତକାଲିଠାରୁ ମଧ୍ୟ ଆଜି ତାତି ଅଧିକ ରହିଛି । ତାପମାତ୍ରା ଏବଂ ଆଦ୍ରତା ଆହୁରି ବଢିବାର ସମ୍ଭାବନା ରହିଛି ।
ସକାଳୁ ସକାଳୁ…