Latest Odisha News

BREAKING NEWS

କବିତା : ଅମୃତ ବିଷ

ଗଦାଧର ସାହୁ ଅମୃତ ଜୀବନେ ବିଷ ଭରିଅଛ ପାନ କର ନିତିଦିନ, ବିଷୟା ଭାବର ସର୍ପର ଦଂଶନେ ଏ ଜୀବନ ଶିରିହିନ । ଆମେ ଭାବୁ ଥାଉ ଆମକୁ ବିବେକି ଅବିବେକି କାର୍ଯ୍ୟକରି, ନିଜ ସ୍ବାର୍ଥ ପାଇଁ ଆନର ଗଳାରେ ଭୁସି ଦେଉଥାଉ ଛୁରି । କେବେ ସୁଧୁରିବ କିଏ ସେ କହିବ ନିଜେ ନିଜକୁ…

ଭାଷା ଭାଗବତ : ଧର୍ମହାନି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କେହି ନୁହଂତି କାହା ଭଳି ତେବେ ବି ସ୍ବଧର୍ମ ସଂଭାଳି ସଂସାରେ ଯାଉଥାଂତି ଚଳି ନ କରି କାହା ସଂଗେ କଳି କରିବା ନିଜ ମତେ କର୍ମ ଅଟଇ ସର୍ବୋତ୍ତମ ଧର୍ମ ଏ ନୁହେ ଆଲୋଚ୍ୟ ବିଷୟ ଯାହା କେବଳ ଶବ୍ଦମୟ ଯାହା ବି ଅଛି ଯେତେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଓ ସେବକ ପରମ୍ପରା ବିଷୟରେ ଆଲୋଚନା ପ୍ରସଙ୍ଗ ମାଧ୍ୟମରେ ଆମେ ଜାଣୁଥିଲେ ସୁପକାର ସେବକ ଗୋଷ୍ଠୀର କିଛି ନିଆରା ସେବକଙ୍କ ବିଷୟରେ। ଅର୍ଥାତ ରୋଷ କାର୍ଯ୍ୟରେ ବିଶେଷ…

ସ୍ୱାସ୍ଥ୍ୟ ପାଇଁ ଉପକାରୀ ମୁଗ ଡାଲି

ସମସ୍ତ ପ୍ରକାର ଡାଲି ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟୀ ହୋଇଥାଏ । ଡାଲି ମଧ୍ୟରେ ମୁଗ ଡାଲି ସର୍ବୋତ୍ତମ। ଡାଲିରେ ଯେତେ ପୁଷ୍ଟିକର ଉପାଦାନ ଅଛି ତାହା କ୍ଷୀରରେ ମଧ୍ୟ ନଥାଏ । ତେଣୁ ଡାକ୍ତରମାନେ ଡା଼ଲି ଖାଇବାକୁ ପରାମର୍ଶ ଦେଇଥାଆନ୍ତି । ଡାଲିକୁ ପ୍ରୋଟିନର ଭଣ୍ଡାର ବୋଲି କହନ୍ତି । ଏଥିରେ…

ଗୁଲାମଙ୍କ ବହିରେ ଲୁଲୁ କଥା, ଭାବବିହ୍ୱଳ ହେଲେ ଝିଅ ଉପାସନା ମହାପାତ୍ର

ଭୁବନେଶ୍ୱର: ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ବହିରେ ସ୍ୱର୍ଗତ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ସ୍ମୃତି ଚାରଣ ହୋଇଛି। କିଭଳି ଲୁଲୁ ଗୁଲାମଙ୍କୁ ମହାବାତ୍ୟା ସମୟରେ ସ୍ବାଗତ କରିଥିଲେ ଏବଂ କିଭଳି ତାଙ୍କର ନେତୃତ୍ୱ ଥିଲା ଆଦି 'ଆଜାଦ୍' ବହିରେ ସ୍ମୃତି ଚାରଣ ହୋଇଛି। ଲୁଲୁଙ୍କ ଝିଅ…

ସମ୍ବଲପୁରରେ ହିଂସା ପୂର୍ବରୁ ଆଗୁଆ ଚେତାଇଥିଲା ଗୁଇନ୍ଦା, ଏସପି ହାତବାନ୍ଧି ବସିଥିଲେ?

ଭୁବନେଶ୍ୱର: ଏପ୍ରିଲ ୧୨ ତାରିଖରେ ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ ପୂର୍ବରୁ ସାମ୍ପ୍ରଦାୟିକ ଉତ୍ତେଜନା ଆଶଙ୍କା କରି ସ୍ପେଶାଲ ବ୍ରାଞ୍ଚର ଗୁଇନ୍ଦା ଅଧିକାରୀମାନେ ଚେତାବନୀ ଦେଇଥିଲେ। ଏପ୍ରିଲ ୧୧ ତାରିଖରେ ସମ୍ବଲପୁର ଆରକ୍ଷୀ ଅଧିକ୍ଷକଙ୍କୁ ଦିଆଯାଇଥିବା ଚିଠିରେ ଗୁଇନ୍ଦା ଏସପି ଏପରି…

ଦାମି କାର ଚଲାଉଥିଲେ, ଛାଡ଼ପତ୍ର ପରେ ଏବେ ପାଲଟିଗଲେ ଟ୍ୟାକ୍ସି ଡ଼୍ରାଇଭର

ନ୍ୟୁୟର୍କ: ଭାଗ୍ୟ କେତେବେଳେ କାହାର କ’ଣ ହେବ କେହି କହିପାରିବେ ନାହିଁ । ଏବେ ସେମିତି ଏକ ଘଟଣା ସାମ୍ନାକୁ ଆସିଛି । ଦିନେ ଯେଉଁ ମହିଳା ଦାମି କାର ଚଲାଉଥିଲେ, ଏବେ ସେ ଟ୍ୟାକ୍ସି ଡ଼୍ରାଇଭର ପାଲଟି ଯାଇଛନ୍ତି । ନ୍ୟୁୟର୍କର ନାନେଟ୍ ହାମୋଣ୍ଡ ଜଣେ ଜଣାଶୁଣା ମଡ଼େଲ । ସେ ଜଣେ ଧନୀ…

ଆଇଏଏସ୍ ସ୍ତରରେ ଅଦଳବଦଳ, ରଞ୍ଜନ କୁମାର ଦାସ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୦୭ ବ୍ୟାଚର ଆଇଏଏସ୍ ରଞ୍ଜନ କୁମାର ଦାସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ ହୋଇଛନ୍ତି । ପୂର୍ବରୁ ଶ୍ରୀ ଦାସ ଓଡ଼ିଆ ଭାଷା,…

କିଟ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ ଛାତ୍ରୀ ଜେଇଇ ଓଡ଼ିଶା ଟପ୍‌ପର

ଭୁବନେଶ୍ୱର: କିଟ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ ଛାତ୍ରୀ ପ୍ରିୟଙ୍କା ସର ଜେଇଇ ମେନ୍‌ରେ ଓଡ଼ିଶାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି । ଜେଇଇ ମେନ୍‌ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ପ୍ରିୟଙ୍କା ଏଥିରେ ୯୯.୯୮୫ ପ୍ରତିଶତ ନମ୍ବର ରଖି ଓଡ଼ିଶା ଟପ୍‌ପର ହେବାର ଗୌରବ ଅର୍ଜନ…

ରୋଜ୍ ଭ୍ୟାଲି ଗ୍ରୁପର ୨୫୦ କୋଟିର ସମ୍ପତ୍ତି ଆଟାଚ୍ କଲା ଇଡି

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚିଟଫଣ୍ଡ କମ୍ପାନୀ ରୋଜ୍ ଭ୍ୟାଲି ଗ୍ରୁପର ୨୫୦ କୋଟି ସମ୍ପତ୍ତି ଆଟାଚ୍ କରିଛି । ଚିଟଫଣ୍ଡ କମ୍ପାନୀ ରୋଜ୍ ଭ୍ୟାଲିର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଇଡି ଆଟାଚ୍ କରିଥିବା ବେଳେ ଏହାର ବଜାର ମୂଲ୍ୟ ୨୫୦ କୋଟି ହେବ । ଶନିବାର ଆଟାଚ୍…