ଭାଷା ଭାଗବତ : କରିବା ସମୀକ୍ଷା
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଜାଣଂତି ଭାଷା ପଢ଼ି ଲେଖି
କିଂତୁ ସତରେ ଲେଖଂତି କି?
ବୁଝିଲେ ଥରଟେ ପଚାରି
ଜାଣିବା ସ୍ବଭାବ ଆମରି
କଥା କହଂତି ଖୁବ୍ ବେଶି
ନୁହଂତି ଲିଖନ ପ୍ରୟାସୀ
ତେଣୁ ଏ ଭାଷାର ଅବସ୍ଥା
ନେଇ ହେଉଛି ଏତେ ଚିଂତା
ଶିକ୍ଷା ଗ୍ରହଣ…