Latest Odisha News

BREAKING NEWS

୨୧୨, ତଥାପି ଅସନ୍ତୋଷ

ଭୁବନେଶ୍ୱର: ବହୁ ବିଳମ୍ବରେ ହେଲେ ମଧ୍ୟ ପିସିସିର ନୂଆ କମିଟି ଗଠନ ହେଲା। ଯୁବ ପିଢିଙ୍କୁ ପଦପଦବୀ ମିଳିଲା। ଏପରିକି ବଡ଼ ଟିମ କରି ପୁରୁଣା ନେତାଙ୍କୁ ମଧ୍ୟ ଏକଜେକ୍ୟୁଟିଭ କମିଟିରେ ନିଆଯାଇଛି। ବରିଷ୍ଠ ଯୁବଙ୍କ ମଧ୍ୟରେ ଏକ ସମନ୍ୱୟ ମଧ୍ୟ ରଖାଯିବାକୁ ଉଦ୍ୟମ ହେଲା। କିନ୍ତୁ କଥା ଯାହାକୁ…

ମହାରାଷ୍ଟ୍ରରେ ପୁଣିଥରେ ଏମଭିଏ ସରକାର !

ଭୁବନେଶ୍ୱର: ମହାରଷ୍ଟ୍ର ରାଜନୀତି କେତେବେଳେ କେଉଁ ମୋଡ଼ ନେବ ତାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ମୁଣ୍ଡ ଟେକୁଛି। ପ୍ରତ୍ୟେକ ଦିନ ବଡ଼ ନେତାମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି। ଏନସିପି ନେତା ତଥା ମହାରଷ୍ଟ୍ର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ନିଜ ସମର୍ଥିତ ପ୍ରାୟ ୪୦ ଜଣ…

ରାହୁଲଙ୍କ ସହ ଆଇନର ଲୁଚକାଳି ଖେଳ !

ଭୁବନେଶ୍ୱର: ମୋଦି ସାଙ୍ଗିଆ ପ୍ରସଙ୍ଗକୁ ନେଇ ରାହୁଲଙ୍କ ପଛେ ପଛେ ବିବାଦ ଗୋଡାଉଛି। ସୁରଟ କୋର୍ଟଙ୍କ ଦଣ୍ଡାଦେଶ ପରେ ସଦସ୍ୟ ପଦ ହରାଇଛନ୍ତି ରାହୁଲ। ସୁରଟ ସେସନ୍ସ କୋର୍ଟ ମଧ୍ୟ ରାହୁଲଙ୍କ ଆବେଦନ ଖାରଜ କରିଛନ୍ତି। ତେଣୁ ଏ ମାମଲାରେ ଦଣ୍ଡ ଉପରେ ରୋକ ଲଗାଇବା ପାଇଁ ଗୁଜରାଟ ହାଇକୋର୍ଟଙ୍କ…

‘କର୍ଣ୍ଣାଟକ ନିର୍ବାଚନ’, ଯୋଗୀ ଖେଳିଲେ ରାମମନ୍ଦିର କାର୍ଡ!

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପ୍ରଚାରରେ ମୁସଲମାନ ସଂରକ୍ଷଣ ପ୍ରସଙ୍ଗକୁ ବିଜେପି ପ୍ରମୁଖ ମୁଦ୍ଦା କରିଛି। ମୁସଲମାନ ସଂରକ୍ଷଣ କାହିଁକି ବୋଲି ଗୃହମନ୍ତ୍ରୀ ଅମିତ ଶାହା ପ୍ରଶ୍ନ କରିଛନ୍ତି। କୌଣସି ଧର୍ମ ଭିତ୍ତିରେ ସଂରକ୍ଷଣ କାହିଁକି ବୋଲି ପ୍ରଶ୍ନ କରିବା ସହ କଂଗ୍ରେସ ଉପରେ…

ରେସଲରଙ୍କ ଲଢେଇରେ ସାମିଲ ହେଲା ଖାପ ପଂଚାୟତ

ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ଧାରଣା ଦେଇଥିବା ରେସଲରଙ୍କୁ ବୁଧବାର ଖାପ ପଂଚାୟତ ସମର୍ଥନ ଯୋଗାଇଛି । ଆମର ରେସଲର ଝିଅ କାନ୍ଦୁଛନ୍ତି । ନିଶ୍ଚୟ କିଛି ଅନ୍ୟାୟ ହୋଇଛି ବୋଲି ପଂଚାୟତ ପକ୍ଷରୁ କୁହାଯାଇଛି । ୨୭ ଏପ୍ରିଲରେ ୧୪୩୦ ଗ୍ରାମକୁ ନେଇ ଗଠିତ ପଂଚାୟକ ଦିଲ୍ଲୀ ଯିବା ପାଇଁ ନିଷ୍ପତି…

ମୃଦୁ ପାନୀୟ କମ୍ପାନୀ ଓ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ବିରୋଧରେ ଥାନାରେ ମାମଲା ରୁଜୁ

ନୂଆଦିଲ୍ଲୀ: ବିବାଦୀୟ ବିଜ୍ଞାପନ ପାଇଁ ମୃଦୁ ପାନୀୟ କୋକା କୋଲାର ଭାରତୀୟ ସିଇଓ ଓ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ବିରୋଧରେ କୋଲକାତା ପୁଲିସ ମାମଲା ରୁଜୁ କରିଛି। ବିଜ୍ଞାପନରେ ବଙ୍ଗାଳି ଲୋକଙ୍କ ଭାବନାକୁ ଆଘାତ ପହଞ୍ଚାଇ ଥିବା ଅଭିଯୋଗ ହୋଇଛି। ଥାନାରେ ଅଭିଯୋଗ ହେବା ସହିତ ଓକିଲ…

ଜାମୁରୋଳ ଗିଳି ଅକଳରେ ନାଗ ! ଏକ୍ସରେରେ ଜଣାପଡ଼ିଲାନି ହେଲା ଅପରେସନ୍

ଭୁବନେଶ୍ୱର: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ପ୍ରହରାଜପୁର ଗ୍ରାମର ବସନ୍ତ ବେହେରାଙ୍କ ବାଡ଼ିରେ ଗତକାଲି ଏକ ନାଗ ସାପ ଦେଖି ସେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରାଙ୍କୁ ଖବର ଦେଇଥିଲେ । ସୁଶାନ୍ତ ୪ ଫୁଟ୍ ଲମ୍ବର ନାଗ ସାପଟିକୁ ଉଦ୍ଧାର କରିବା ବେଳେ ତା ପେଟ ଭିତରେ…

ବିବାହର ୧୫ ବର୍ଷ ପରେ ଅଲଗା ହେବେ ଇନ୍ଦ୍ରାନିଲ-ବରଖା

ନୂଆଦିଲ୍ଲୀ: ଟିଭି ଦୁନିଆର ସଫଳ ଦମ୍ପତ୍ତି ଙ୍କ ମଧ୍ୟରେ ଅଭିନେତା ଇନ୍ଦ୍ରାନିଲ ସେନଗୁପ୍ତା ଏବଂ ବରଖା ବିଷ୍ଟ ଅନ୍ୟତମ । କିନ୍ତୁ ବିବାହର ୧୫ ବର୍ଷ ପରେ ଏହି ଦମ୍ପତ୍ତି ଏବେ ଅଲଗା ହେବାକୁ ଯାଉଛନ୍ତି । ଏନେଇ ଅଭିନେତ୍ରୀ ବରଖା ନିଜେ ପ୍ରକାଶ କରିଛନ୍ତି । ଏକ ସାକ୍ଷାତକାରରେ ଅଭିନେତ୍ରୀ…

ଇଭି ସବସିଡି ବଢ଼ାଇଲେ ରାଜ୍ୟ ସରକାର, ୨ ଚକିଆ କିଣିଲେ ୨୦ ହଜାର ଛାଡ଼

ଭୁବନେଶ୍ୱର: ଇଲେକ୍ଟ୍ରିକ୍ ଭେଇକିଲ୍ (ବ୍ୟାଟେରି ଚାଳିତ ଯାନ) ବିକ୍ରି ବୃଦ୍ଧି ପାଇଁ ସବସିଡି ବଢ଼ାଇଛନ୍ତି ରାଜ୍ୟ ସରକାର । ଏନେଇ ଆଜି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ପୂର୍ବାପେକ୍ଷା ଇଭି ଗାଡ଼ି କିଣୁଥିବା ଲୋକେ ଏବେ ଅଧିକ…

୭୦୦୦ ପୁରୁଷଙ୍କୁ କଲେଣି ପ୍ରେମିକ: ତଥାପି ମିଳିନି ଜୀବନସାଥୀ

କାଲିଫର୍ଣ୍ଣିିଆ: ଆଜିର ସମୟରେ ଲୋକେ ନିଜର ଗୋଟେ ଭଲ ଜୀବନସାଥୀ ପାଇବାକୁ ଇଛା କରନ୍ତି । କାହାକୁ ଭଲ ମିଳୁଥିବା ବେଳେ ଆଉ କେହି ହଇରାଣ ହୋଇଥାନ୍ତି । ହେଲେ ଆମେରିକାର ଜଣେ ମହିଳା ଭଲ ଜୀବନ ସାଥୀ ଖୋଜିବାକୁ ଯାଇ ୭୦୦୦ ପୁରୁଷଙ୍କୁ ପ୍ରେମିକ କଲେଣି । ତଥାପି ମିଳିନି ତାଙ୍କୁ ଭଲ ଜୀବନସାଥୀ ।…