Latest Odisha News

BREAKING NEWS

ମେ ୫ ଯାଏ ଆଶ୍ୱସ୍ତି, ବୃଦ୍ଧି ପାଇବନି ଦିନର ତାପମାତ୍ରା

ଭୁବନେଶ୍ୱର: ଓଡ଼ିଶାବାସୀଙ୍କୁ ଖରା ତାତିରୁ ମିଳବ ଆଶ୍ୱସ୍ତି । ମେ ୫ ତାରିଖ ପର୍ଯ୍ୟନ୍ତ ବଢ଼ିବନି ଦିନର ତାପମାତ୍ରା । ବଙ୍ଗୋପ ସାଗର ସଂଲଗ୍ନ ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ସମୁଦ୍ର ଆଡୁ ଜଳକଣାପୂର୍ଣ୍ଣ ପବନ ପ୍ରବାହିତ ହୋଇଥିବାରୁ ତାପମାତ୍ରା ବୃଦ୍ଧି ପାଇବ ନାହିଁ ବୋଲି ଶିକ୍ଷା ଓ…

ପାରାରାଜୀଙ୍କ ପ୍ରଶ୍ନରେ ରାଗିଗଲେ ପରିଣୀତି: କହିଲେ ଆପଣମାନେ ପାଗଳ ହୋଇଯାଇଛନ୍ତି

ମୁମ୍ବାଇ: କିଛି ଦିନ ହେବ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମ୍‌ପି ରାଘବ ଚଢାଙ୍କ ସମ୍ପର୍କ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ କିଛି ଦିନ ମଧ୍ୟରେ ଦୁହେଁ ଏକାଠି ଅନେକ ଥର ନଜର ଆସିଛନ୍ତି, ଯାହା ପରେ ଉଭୟଙ୍କ ବିବାହ ଗୁଜବ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ନିକଟରେ…

ମାର୍ଜିତ ଜୀବନଶୈଳୀ ଅନ୍ତ୍ର ସମସ୍ୟାକୁ ରୋକି ପାରିବ: କିମ୍ସ ବିଶେଷଜ୍ଞ

ଭୁବନେଶ୍ୱର: ତଳିପେଟରେ ଯନ୍ତ୍ରଣା, ପେଟ ଫୁଲିବା, ବାରମ୍ବାର ଝାଡ଼ାରେ ପରିବର୍ତ୍ତନ ହେଉଥିଲେ ସାଧାରଣତଃ ଏହା ଅନ୍ତ୍ର ସମସ୍ୟା (ଇରିଟେବଲ୍‌ ବାଉଲ୍‌ ସିଣ୍ଡ୍ରୋମ୍‌ ବା ଇବିସି) ବୋଲି ଡାକ୍ତରମାନେ କହିଥାନ୍ତି । ଏହି ସମସ୍ୟା କ୍ରମାଗତ ଲାଗି ରହିଲେ ଏହା ଏକ ପୁରାତନ ରୋଗରେ ପରିଣତ ହୋଇଥାଏ।…

ସୁନ୍ଦରୀ ଯୁବତୀ ବେଶରେ ସଜ୍ଜିତ ହେଲେ ଯୁବକ, ଲୋକେ ଦେଖି ଆଶ୍ଚର୍ଯ୍ୟ

ଉଭୟ ପୁରୁଷ ଏବଂ ମହିଳାମାନଙ୍କ ଶାରୀରିକ ଗଠନ ଭିନ୍ନ ଭିନ୍ନ । କିନ୍ତୁ କିଛି ଲୋକ ଏହି ପାର୍ଥକ୍ୟକୁ ହଟାଇବା ପାଇଁ କିଛି ବି କରିପାରନ୍ତି । ଏବେ ଜଣେ ଯୁବକ ନିଜକୁ ଯୁବତୀ ବେଶରେ ସଜ୍ଜେଇ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।…

ରାହୁଲଙ୍କୁ ମାନହାନି ଅଡୁଆ !

ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଚାରିଆଡୁ ବିପଦ। ବିଭିନ୍ନ ରାଜ୍ୟର କୋର୍ଟରେ ରାହୁଲଙ୍କ ବିରୋଧରେ ମାନହାନୀ ମାମଲା ଥିବାରୁ ବିଭିନ୍ନ ତାରିଖରେ ସେସବୁର ଶୁଣାଣି ରହୁଛି। ଗୋଟିଏ ପଟେ ସୁରଟ ସେସନ୍ସ କୋର୍ଟ ରାହୁଲଙ୍କ ଆବେଦନ ଖାରଜ କରିବା ପରେ ଦଣ୍ଡାଦେଶ କାୟମ ରହିଛି। ଏଭଳି…

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଯୋଗ ଉତ୍ସବ-୨୦୨୩

ଭୁବନେଶ୍ୱର: ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଓଡ଼ିଶା ଏବଂ ମୋରାର୍ଜୀ ଦେଶାଇ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଯୋଗ, ଆୟୁଷ୍ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ସହଯୋଗରେ ଭୁବନେଶ୍ୱରରେ“ୟୋଗୋତଶବ-୨୦୨୩” ପାଳନ କରିଛି । ଯୋଗର ଅଷ୍ଟମ ଆନ୍ତର୍ଜାତୀୟ ଦିବସ ଉପଲକ୍ଷେ କେନ୍ଦ୍ର ମନ୍ତ୍ରଣାଳୟ ଦ୍ଵାରା…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷାରେ ଅବହେଳା, ଘର ନିକଟରେ ଉଡିଲା ଡ୍ରୋନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷାରେ ମାରାତ୍ମକ ତ୍ରୁଟି ଦେଖାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଘର ନୋ ଫ୍ଲାଇଜୋନରେ ଥିଲେ ମଧ୍ୟ ତାଙ୍କ ବାସଭବନ ନିକଟରେ ଡ୍ରୋନ ଉଡିଥିବା ଅଭିଯୋଗ ଆସିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଡ୍ରୋନ ଉଡାଇଥିବା…

କର୍ଣ୍ଣାଟକ ନିର୍ବାଚନ, ରାହୁଲ ଖେଳିଲେ ଜିଏସଟି କାର୍ଡ

ଭୁବନେଶ୍ୱର: କର୍ଣ୍ଣାଟକରେ ଏବେ ପ୍ରତିଶୃତିର ପାହାଡ଼। ବିଜେପି କଂଗ୍ରେସର ପ୍ରଚାର ସାଙ୍ଗକୁ ପ୍ରମୁଖ ନେତାମାନେ ଗଦା ଗଦା ପ୍ରତିଶୃତି ଦେଉଛନ୍ତି। ଯାହାକୁ ନେଇ ସରଗରମ କର୍ଣ୍ଣାଟକ ରାଜନୀତି। ଏଭଳି ସ୍ଥିତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କର୍ଣ୍ଣାଟକରେ ବଡ଼ ଘୋଷଣାଟିଏ କରିଦେଇଛନ୍ତି।…

ମୋତେ ଚ୍ୟାଲେଞ୍ଜିଂ ଚରିତ୍ର ବହୁତ ପସନ୍ଦ: ଶେହନାଜ ଗିଲ୍

ମୁମ୍ବାଇ: ବଲିଉଡ଼ର ଭାଇଜାନ ସଲମାନ ଖାନଙ୍କ ଫିଲ୍ମ ‘କିସି କା ଭାଇ କିସି ଜାନ\' ବକ୍ସ ଅଫିସରେ ଏତେଟା ସଫଳତା ପାଇଲା ନାହିଁ । ଏହି ଫିଲ୍ମରେ ସଲମାନଙ୍କ ସହ ଅଭିନୟ କରିଥିବା ଶେହନାଜ୍ ଗିଲ୍ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ଏଥିରେ ଶେହନାଜ ବଲିଉଡରେ ଡେବ୍ୟୁ କରିଛନ୍ତି । ଏହି ଫିଲ୍ମରେ ଶେହନାଜଙ୍କ…

ବିଶ୍ୱ କଲ୍ୟାଣ ପାଇଁ ତପସ୍ୟା : ଚାରିପଟେ ନିଆଁ ଜାଳି ଡ଼ହ ଡ଼ଡ ଖରାରେ ବସିଲେ ସାଧୁ

ଉଦୟପୁର: ଏପ୍ରିଲ ମାସରେ ପ୍ରବଳ ଖରା ଯୋଗୁ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି । କିନ୍ତୁ ରାଜସ୍ଥାନରେ ଏବେ ଜଣେ ସାଧୁ ବିଶ୍ୱର କଲ୍ୟାଣ ପାଇଁ ଡ଼ହ ଡ଼ହ ଖରାରେ ବସି ତପସ୍ୟା କରିବା ସମସ୍ତଙ୍କୁ ଚକିତ କରିଛି । ରାଜସ୍ଥାନ ଉଦୟପୁରର ଜାଡ଼ୋଲ ଉପଖଣ୍ଡ ଖାଗଡ଼ ଗାଁରେ ରହିଛି ଗୋପେଶ୍ୱର ମହାଦେବ…