Latest Odisha News

BREAKING NEWS

ସ୍କିଲ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ସୋଆ ଛାତ୍ରଛାତ୍ରୀଙ୍କ ୪ ଷ୍ଟାର୍ଟଅପ୍ ଆଇଡିଆ

ଭୁବନେଶ୍ୱର: ଦୁର୍ଘଟଣା ଜନିତ ଅଗ୍ନିକାଣ୍ଡର ପ୍ରତିକାର ନିମନ୍ତେ ଏକ ଅଭିନବ ଷ୍ଟାର୍ଟଅପ୍ ଆଇଡିଆ ପ୍ରସ୍ତୁତ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ରଛାତ୍ରୀ । ଏଠାରେ ଗୁରୁବାର ଆରମ୍ଭ ହୋଇଥିବା ୩ ଦିନିଆ ସ୍କିଲ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍…

ହାଟରେ ଚାଉଳ ବିକିବାକୁ ସାଇକେଲରେ ଯାଉଥିଲେ, ବଜ୍ରପାତରେ ଚାଲିଗଲା ଜୀବନ

ସାଲେପୁର: ବଜ୍ରପାତ ନେଲା ଜୀବନ । ସାଇକେଲ ଯୋଗେ ହାଟରେ ଚାଉଳ ବିକ୍ରି କରିବାକୁ ଯାଉଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ନେମାଳ ଥାନା କଣ୍ଟାପାରି ଗାଁର ଶୁଭେନ୍ଦୁ ଶେଖର ସାହୁ । ଶୁଭେନ୍ଦୁ ସାଇକେଲରେ ଚାଉଳ ନେଇ ନିଶ୍ଚିନ୍ତକୋଇଲା ହାଟକୁ ଯାଉଥିବା ବେଳେ ବରପଡ଼ା ବ୍ରିଜ୍ ଉପରେ…

ଝିଅର ଡେବ୍ୟୁ ଫିଲ୍ମ ଦେଖିଥିଲେ ଶ୍ୱେତା, ଖୁସିରେ କହିଲେ ମୁଁ ଗର୍ବିତ

ମୁମ୍ବାଇ: ଶ୍ୱେତା ତିୱାରୀ ଟିଭି ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ । ସେ ପ୍ରାୟତଃ ତାଙ୍କ ଚେହେରା ଏବଂ ଅଭିନୟକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ତାଙ୍କ ଝିଅ ପଲକ ତିୱାରୀ ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି । ଆଜି ରିଲିଜ୍ ହେଇଥିବା ଫିଲ୍ମ ‘କିସି କା ଭାଇ ଭାଇ…

ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ସିବିଆଇର ସମନ, ଇନସ୍ୟୁରାନ୍ସ ସ୍କାମ ମାମଲାରେ ୨୮ରେ ହେବେ…

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଶୁକ୍ରବାର ସିବିଆଇ ନୋଟିସ ଜାରି କରିଛି । ଜମ୍ମୁ କାଶ୍ମୀରରେ ତାଙ୍କ କାର୍ଯ୍ୟକାଳରେ ଲାଗୁ ହେବାକୁ ଥିବା ରିଲାଏନ୍ସ ଇନ୍ସୁରାନ୍ସ ଦୁର୍ନୀତି ନେଇ ପଚରାଉଚରା କରିବାକୁ ସିବିଆଇ ନୋଟିସ ପଠାଇଥିବା ଜଣାପଡ଼ିଛି । ସିବିଆଇ…

ଆଇପିଏଲ: ପ୍ଲେ ଅଫ, ଫାଇନାଲ କାର୍ଯ୍ୟସୂଚୀ ଘୋଷିତ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପକ୍ଷରୁ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗର ପ୍ଲେ ଅଫ ଓ ଫାଇନାଲ କାର୍ଯ୍ୟସୂଚୀର ଘୋଷଣା କରାଯାଇଛି । ମେ ୨୩ରୁ ୨୮ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ଚେନ୍ନାଇର ଚେପକ ଷ୍ଟାଡିୟମରେ କ୍ୱାଲିଫାୟର ୧ ଓ ଏଲିମିନେଟର ମେ ୨୩ ଓ ୨୪ରେ ଖେଳାଯିବ । ମେ ୨୬ ଓ…

ସିସିଆରରେ ଜିଲ୍ଲାପାଳଙ୍କ ଜାଲ ଦସ୍ତଖତ, ବନ୍ଧା ହେଲେ ରାଜସ୍ୱ ନିରୀକ୍ଷକ

କାମାକ୍ଷାନଗର: ସିସିଆର ରିପୋର୍ଟରେ ଜିଲ୍ଲାପାଳଙ୍କ ଜାଲ୍ ଦସ୍ତଖତ କରି ଫସିଲେ ରାଜସ୍ୱ ନିରୀକ୍ଷକ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ରାଜସ୍ୱ ନିରୀକ୍ଷକ ବିଶ୍ଵନାଥ ପ୍ରଧାନଙ୍କୁ ପୋଲିସ ଗିରଫ କରିଛି । ୨୦୧୮ ମସିହାରେ ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଓ ଭୁବନ ତହସିଲରେ କାର୍ଯ୍ୟ କରୁଥିଲେ…

ସହକାରୀ କର୍ମଚାରୀଙ୍କୁ ଗାଳିଗୁଲଜ ଘଟଣା, ପଦରୁ ଇସ୍ତଫା ଦେଲେ ବ୍ରିଟେନ ଉପ-ପ୍ରଧାନମନ୍ତ୍ରୀ ଡୋମିନିକ୍ ରାବ

ବ୍ରିଟେନ ଉପ-ପ୍ରଧାନମନ୍ତ୍ରୀ ପଦରୁ ଡୋମିନିକ୍ ରାବଙ୍କୁ ସରକାରୀ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ମହଙ୍ଗା ପଡିଛି । ଏହାପରେ ବ୍ରିଟେନର ଉପ-ପ୍ରଧାନମନ୍ତ୍ରୀ ପଦରୁ ଶୁକ୍ରବାର ଡୋମିନିକ୍ ରାବ ଇସ୍ତଫା ଦେଇଛନ୍ତି । ସହକାରୀ କର୍ମଚାରୀଙ୍କୁ ଗାଳିଗୁଲଜ ଘଟଣାର ତଦନ୍ତ ରିପୋର୍ଟ ଆସିବା ପରେ…

ଏସିଆ କପ: ଭାରତୀୟ କ୍ରିକେଟ ଟିମ ଅଂଶଗ୍ରହଣ କରି ନ ପାରନ୍ତି

ନୂଆଦିଲ୍ଲୀ: ଆଗାମୀ ଏସିଆ କପରେ ଭାରତ ପଦକ ସଂଖ୍ୟା ବୃଦ୍ଧି ଲକ୍ଷ୍ୟରେ ରହିଛି । ତେବେ କ୍ରିକେଟପ୍ରେମୀଙ୍କୁ ଶୁକ୍ରବାର ଝଟକା ଲାଗିଛି । ରିପୋର୍ଟ ମୁତାବକ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏସିଆନ ଗେମ୍ସ ପାଇଁ ଉଭୟ ପୁରୁଷ ଏବଂ ମହିଳା ଟିମ ନ ପଠାଇବା ନିମନ୍ତେ ନିଷ୍ପତି ନେଇଛି । ଚୀନରେ…

ଜୀବନସାଥୀ ଖୋଜିବାକୁ ବିଭିନ୍ନ ଦେଶ ବୁଲୁଛନ୍ତି ଯୁବତୀ, ସଂସ୍କୃତି ଜାଣିବା ସହ ଡ଼େଟିଂ ବି କରୁଛନ୍ତି

ନ୍ୟୁୟର୍କ : ନିଜ ପାଇଁ ଉପଯୁକ୍ତ ସାଥୀ ବାଛିବା ଓ ତାହା ସହ ଜୀବନ ବିତାଇବାକୁ ସମେସ୍ତ ଚାହାଁନ୍ତି । ଆଜିକାଲି ଭଲ ଜୀବନ ସାଥୀଟିଏ ଖୋଜି ପାଇବା ବଡ଼ କଷ୍ଟକର । ଯଦି ଜୀବନସାଥୀ ଖରାପ ପଡ଼ିଲେ ତାହାହେଲେ ଜୀବନ ନଷ୍ଟ ହୋଇଯାଏ । ଏହାକୁ ଧ୍ୟାନରେ ରଖି ଜଣେ ଯୁବତୀ ନିଜ ପାଇଁ ସାଥୀ ବାଛିବାକୁ ଏକ…

ମମତାଙ୍କୁ ‘ରାଣୀ ମହୁମାଛି’ କହିଲେ ଶୁଭେନ୍ଦୁ !

ଭୁବନେଶ୍ୱର: ବିଜେପି ନଜରରେ ଏବେ ପଶ୍ଚିମବଙ୍ଗ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଜାତୀୟ ଦଳ ମାନ୍ୟତା କଟିବା ଯୋଗୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମମତା ଫୋନ କରିବା ଅଭିଯୋଗ ପ୍ରସଙ୍ଗ ପଶ୍ଚିମବଙ୍ଗ ରାଜନୀତିକୁ ସରଗରମ କରିଛି। ଠିକ ଏଭଳି ସମୟରେ ବିଜେପି ନେତା ତଥା ପଶ୍ଚିମବଙ୍ଗର…