Latest Odisha News

BREAKING NEWS

ପୁଞ୍ଚରେ ଏନ୍ଆଇଏ ଟିମର ଛାନଭିନ୍, ଘଞ୍ଚ ଜଙ୍ଗଲରେ ଆତଙ୍କବାଦୀଙ୍କୁ ଖୋଜୁଛି ଡ୍ରୋନ୍

ଶ୍ରୀନଗର: ପୁଞ୍ଚରେ କେମିତି ହେଲା ଏତେ ବଡ଼ ଆକ୍ରମଣ ? ସେନା ଟ୍ରକକୁ କେମିତି ଟାର୍ଗେଟ୍ କଲେ ଆତଙ୍କବାଦୀ ? ଗୁରୁବାର ଏଲଓସିରୁ ମାତ୍ର ୭ କିଲୋମିଟର ଦୂରରେ ଆତଙ୍କବାଦୀ ସେନା ଗାଡ଼ି ଉପରେ ଗ୍ରେନେଡ୍ ମାଡ଼ କରିଥିଲେ । ଯେଉଁଥିରେ ୫ ଜଣ ଯବାନ ସହିଦ ହୋଇଥିବା ବେଳେ ଘଟଣାସ୍ଥଳରେ ଏନ୍ଆଇଏ ସହ…

ଶ୍ରେୟସ ଆୟରଙ୍କର ଇଂଲଣ୍ଡରେ ସଫଳ ସର୍ଜରୀ; ଖେଳିପାରିବେନି ଡବ୍ଲୁଟିସି ଫାଇନାଲ୍‌

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଷ୍ଟାର ବ୍ୟାଟର ଶ୍ରେୟସ ଆୟରଙ୍କ ଅଣ୍ଟା ସର୍ଜରୀ ସଫଳ ହୋଇଛି। ଲଣ୍ଡନରେ ତାଙ୍କର ସର୍ଜରୀ ହୋଇଛି। ବର୍ତ୍ତମାନ ତାଙ୍କୁ ଦଳକୁ ଫେରିବାକୁ ହେଲେ ଅନେକ ଦିନ ଅପେକ୍ଷା କରିବାକୁ ପଡ଼ିବ। ଜୁନ ମାସରେ ହେବାକୁ ଥିବା ଡବ୍ଲୁଟିସି ଫାଇନାଲ୍‌ରେ ବି ସେ ଖେଳି ନପାରନ୍ତି। ତେବ…

ଝାରସୁଗୁଡା ଉପନିର୍ବାଚନ ପୂ୍ର୍ବରୁ କଂଗ୍ରେସକୁ ଝଟକା, ବିଜେଡିରେ ସାମିଲ ହେଲେ ମହେନ୍ଦ୍ର ନାୟକ

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନରେ କଂଗ୍ରେସରୁ ଟିକେଟ ନପାଇବାରୁ ଅସନ୍ତୋଷ ପ୍ରକାଶ କରି ବିଜେଡିରେ ସାମିଲ ହେଲେ ମହେନ୍ଦ୍ର ନାୟକ। ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସେ ଓ ତାଙ୍କ ସମର୍ଥକ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ…

ଜାଣିବା ନିହାତି ଜରୁରୀ

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’ ଏବେ ଗୋଟିଏ ଖବରକୁ ନେଇ ଆମେ ସବୁ ଆଡ଼େ ଚର୍ଚ୍ଚା କରୁଛେ ।  ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ସେ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେ ଆଉ କେହି ନୁହଁନ୍ତି ଆମ ଓଡ଼ିଆ ଝିଅ ମଧୁସ୍ମିତା ଜେନା ।  ସୁଦୂର ବ୍ରିଟେନର ମlଞ୍ଚେଷ୍ଟରରେ…

ଏହି ସେଲିବ୍ରେଟିଙ୍କ ପାଇଁ ବ୍ଲୁ ଟିକ୍ ସବ୍ସକ୍ରିପ୍‌ସନ ଟଙ୍କା ଦେଉଛନ୍ତି ଏଲନ ମସ୍କ; ଟ୍ୱିଟ୍‌ରେ ଖୁଲାସା

ନୂଆଦିଲ୍ଲୀ: ବ୍ଲୁ ଟିକ୍‌ ସବ୍ସକ୍ରିପ୍‌ସନ୍‌ ଘୋଷଣା ହେବା ପର ଠାରୁ ଯେଉଁ ବିଶିଷ୍ଟ ବ୍ୟାକ୍ତିମାନେ ସବ୍ସକ୍ରିପସନ ନେଇ ନାହାନ୍ତି ସେମାନଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ କାଢ଼ି ଦିଆଯାଇଛି। ବଲିଉଡ୍‌ର ଶାହରୁଖ ଖାନ, ସଲମାନ, ଅମିତାଭ ବଚ୍ଚନଙ୍କ ଭଳି ଅନେକ ସେଲିବ୍ରେଟିଙ୍କ ବ୍ଲୁଟିକ୍ ହଟାଇ…

ଆସିବ ୧୦୦ ଟଙ୍କିଆ କଏନ; ଲେଖା ରହିବ ’ମନ କି ବାତ ୧୦୦’

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ ଏପିସୋଡ ପୂରଣ ହେବ । ରେଡିଓ ମାଧ୍ୟମରେ ପ୍ରଚାରିତ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ବେଶ ଲୋକପ୍ରିୟ । ଏହି ଅବସରରେ ୧୦୦ ଟଙ୍କିଆ କଏନ ଜାରି କରାଯିବ । ଏହି କଏନରେ ଲେଖାଯିବ ‘ମନ କି…

ସ୍କୁଲ ସମସ୍ୟା ଭିଡିଓ କରି ମୋଦୀଙ୍କୁ ଜଣାଇଥିଲେ କୁନି ଝିଅ, ଏବେ ଆରମ୍ଭ ହେଲା ନବୀକରଣ କାମ

ଶ୍ରୀନଗର: ଜମ୍ମୁ କଶ୍ମୀରର କଠୁଆରେ ନିଜ ସ୍କୁଲରେ ମୌଳିକ ସୁବିଧା ନଥିବା କହି ଜଣେ ତୃତୀୟ ଶ୍ରେଣୀର ଛାତ୍ରୀ ଏକ ଭିଡିଓ କରିଥିଲେ। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀଙ୍କୁ ଅପିଲ କରି ତାଙ୍କ ସ୍କୁଲକୁ ସଜାଡିବାକୁ ନିବେଦନ କରିଥିଲେ। ଆଉ ଏହାର ଭିଡିଓ ଭାଇରାଲ ହେବା ପରେ ଜମ୍ମୁ କଶ୍ମୀର ପ୍ରଶାସନ…

ଆଇଏମଡିବି ୨୦୨୩ ତାଲିକା: ଜବାନ ଫିଲ୍ମ ଦେଖିବା ପାଇଁ ଦର୍ଶକଙ୍କ ଅଧିକ ଉତ୍କଣ୍ଠା

ମୁମ୍ବାଇ: ଆଇଏମଡିବି ୨୦୨୩ରେ କେଉଁ ଫିଲ୍ମ ଦେଖିବା ପାଇଁ ଦର୍ଶକ ବ୍ୟଗ୍ର ଅଛନ୍ତି ସେ ନେଇ ଏକ ସୂଚୀ ଜାରୀ କରିଛି । ଏହି ତାଲିକାରେ ଶାହାରୁଖ ଖାଁଙ୍କ ଜବାନ ସବୁଠାରେ ଆଗରେ ରହିଛି । ପଠାନ ପରେ କିଙ୍ଗ ଖାଁଙ୍କ ଫିଲ୍ମର ଚାହିଦା ବୃଦ୍ଧି ପାଇଛି । ଏହା ୨ ଜୁନ ୨୩ରେ ରିଲିଜ ହେବ । ରଣବୀର…

ପେନସନ ପାଇଁ ବ୍ୟାଙ୍କ ଯିବାକୁ ବୃଦ୍ଧାଙ୍କ ଆଶାବାଡ଼ି ସାଜିଲା ଚୌକି, ଉଦବେଗ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ

ନବରଙ୍ଗପୁର: ଟାଣ ଖରାରେ ଖାଲି ପାଦରେ ଚାଲି ଚାଲି ବୃଦ୍ଧା ଗଲେ ପେନସନ ଆଣିବାକୁ। ଚେୟାରକୁ ଆଶାବାଡି କରି ବ୍ୟାଙ୍କ ଆସିଥିଲେ ନବରଙ୍ଗପୁରର ସୂର୍ଯ୍ୟ ହରିଜନ। ଯାହାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବା ପରେ ଦେଶର ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ ମାମଲାକୁ ଗୁରୁତର ସହ ନେଇଛନ୍ତି ଆଉ…

ରାଜଧାନୀରେ ଅପରାଧୀଙ୍କ ରାଜ ! ମାସକରେ ୩ ଥର ବୋମାମାଡ କରି କମିଶନରେଟ ପୋଲିସକୁ ଖାେଲା ଚାଲେଞ୍ଜ

ଭୁବନେଶ୍ୱର:ରାଜଧାନୀରେ ବଢୁଛି ଅପରାଧୀଙ୍କ ରାଜ । ଖୋଲାଖୋଲି ପୋଲିସକୁ ଚାଲେଞ୍ଜ ଦେଇ ଘଟାଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଅପରାଧ । ଗତକାଲି ରାତିର ଘଟଣା ଏକଥା ସ୍ପଷ୍ଟ କରୁଛି । ରାଜଧାନର ଏକ ଜନଗହଳି ପୂର୍ଣ୍ଣ ସ୍ଥାନ ରସୁଲଗଡରେ ସନ୍ଧ୍ୟା ୮ଟାରେ କରିଛନ୍ତି ବୋମାମାଡ । ସବୁଠାରୁ ବଡ…