ସାଢେ ୧୧ଟା ସୁଦ୍ଧା ଝାରସୁଗୁଡା ଉତ୍ତପ୍ତ ଜିଲ୍ଲା; ତାପମାତ୍ରା ୪୧ ଟପିଲା
ଭୁବନେଶ୍ୱର: ସକାଳୁ ସକାଳୁ ଜାଳି ଦେଲାଣି ଖରା । ଅସହ୍ୟ ହେଲାଣି ତାତି । ଘରୁ ବାହାରିବା ମୁସ୍କିଲ ହୋଇପଡିଲାଣି । ସକାଳ ୮ଟାରୁ ପାରଦ ୩୦ ଉପରେ । ସାଢେ ୧୧ଟା ବେଳକୁ ୪୦ । ସକାଳ ସାଢେ ୮ଟା ସୁଦ୍ଧା ଝାରସୁଗୁଡା ତାପମାତ୍ରା ୩୪ ଡିଗ୍ରୀ ଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ୩୧ ଡିଗ୍ରୀ ରହିଛି ।…