Latest Odisha News

BREAKING NEWS

ମାଟ୍ରିକ୍ ପରୀକ୍ଷା ଉତ୍ତରଖାତା ନେଇ ଘରକୁ ପଳାଇଲେ ଛାତ୍ରୀ, ତା’ପରେ…

ବାଲେଶ୍ୱର: ମାଟ୍ରିକ୍ ପରୀକ୍ଷା ଶେଷ ପରେ ଖାତା ଦେଖା ବି ସରିଛି । ଖାତା ଦେଖା ସରିବା ପରେ ବାଲେଶ୍ୱରରୁ ସାମ୍ନାକୁ ଆସିଛି ସମସ୍ତଙ୍କୁ ତାଜୁବ୍ କଲା ଭଳି ତଥ୍ୟ । ମାଟ୍ରିକ୍ ପରୀକ୍ଷାର୍ଥୀ ଦେଇଥିବା ଜଣେ ଛାତ୍ରୀଙ୍କ ଘରୁ ମିଳିଛି ଉତ୍ତରଖାତା । ସୂଚନା ଅନୁସାରେ, ମାର୍ଚ୍ଚ ୨୦ ତାରିଖରେ…

ସମ୍ବଲପୁର ପରିସ୍ଥିତି ପାଇଁ ବିଜେଡିକୁ ଦାୟୀ କରି ବିଜେପିର ଟାର୍ଗେଟ, ପ୍ରଶାସନ ଉପରେ ବର୍ଷିଲେ ମନମୋହନ

ଝାରସୁଗୁଡା : ସମ୍ବଲପୁରରେ ଦେଖାଦେଇଥିବା ଅଶାନ୍ତ ସ୍ଥିତିକୁ ନେଇ ସରକାରଙ୍କୁ ବୁଧବାର ଟାର୍ଗେଟ କରିଛି ରାଜ୍ୟ ବିଜେପି । ଝାରସୁଗୁଡାରେ ସାମ୍ବାଦିକ ସମ୍ମିଳନୀ କରି ବିଜେପିର ରାଜ୍ୟସ୍ତରୀୟ ଟିମ ସରକାର ଓ ପ୍ରଶାସନର ଦାୟିତ୍ବହୀନତା, ଅପାରଗତା ପାଇଁ ଏଭଳି ଘଟଣା ଘଟିଥିବା କହି ବର୍ଷିଥିବାବେଳେ…

କୁଆଡ଼େ ଗଲା ଶ୍ରୀମନ୍ଦିର ଫାଇଲ ? ହଜିଛି ନା ଲୁଚାଇ ଦିଆଯାଇଛି ?

ପୁରୀ: ପ୍ରଥମେ ରତ୍ନ ଭଣ୍ଡାର ଚାବି ହଜାଇଦେଲେ  । ଏବେ ହଜାଇଦେଲେ ଶ୍ରୀମନ୍ଦର ଫାଇଲ ! ଶ୍ରୀମନ୍ଦିରରୁ ଏମିତି ସବୁଜିନିଷ ହଜି ଯାଉଛି କାହିଁକି ? ହଜି ଯାଉଛି ନା ହଜାଇ ଦିଆଯାଉଛି ?  ଶ୍ରୀମନ୍ଦିର ସଂକ୍ରାନ୍ତୀୟ ୨ଟି ଫାଇଲ ଗାଏବ ଘଟଣାକୁ ନେଇ ଉଠୁଛି ଏମିତି ପ୍ରଶ୍ନ । ଫାଇଲ ହଜିବା ଘଟଣା…

ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ଲାଞ୍ଚ ନେଉଥିଲେ ମେଡିକାଲ୍ ଅଫିସର, ଧରିଲା ଭିଜିଲାନ୍ସ

ଯାଜପୁର: ପୋଷ୍ଟ ମର୍ଟମ ରିପୋର୍ଟ ପାଇଁ ଲାଞ୍ଚ । ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଦାନଗଦି ସିଏଚସିର ମେଡିକାଲ୍ ଅଫିସର ଓ ସିକ୍ୟୁରିଟି ଗାର୍ଡ । ଡକ୍ଟର ପବିତ୍ର କୁମାର ସେଠୀଙ୍କ ସହ ସିକ୍ୟୁରିଟି ଗାର୍ଡ ଅଭିରାମଙ୍କୁ ଭିଜିଲାନ୍ସ ହେପାଜତକୁ ନେଇ ତଦନ୍ତ କରୁଛି । ସୂଚନା ଅନୁସାରେ, ଗତ…

ଝିଅର ବାହାଘର ଖର୍ଚ୍ଚ ଉଠାଇବାକୁ ବାପା ବାଧ୍ୟ-କୋର୍ଟ

କୋଚି: ବାପାଙ୍କ ସମ୍ପତ୍ତିରେ ପୁଅମାନେ ଯେତିକି ହକ ଦେଖାଇ ଥାନ୍ତି ଝିଅମାନେ ସେତିକି ଦେଖାଇ ପାରି ନ ଥାନ୍ତି । ଆଇନ ଯାହା କହୁ ପଛେ, ଝିଅମାନେ ନିଜର ଅଧିକାର ସାବ୍ୟସ୍ତ କରିବାକୁ ଭୟ କରିଥାନ୍ତି । ସମାଜର ଭୟ ହେଉ ବା ପରବାରର ଝିଅମାନେ ଏହି ଅଧିକାରରୁ ନିଜକୁ ଦୂରେଇ ରଖିବା ପାଇଁ ଚେଷ୍ଟା…

ଦିନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ାରେ ୪୩ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ୱର: ତାତିରୁ ତ୍ରାହି ନାହିଁ । ଆଜି ବି ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡାରେ ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୨.୮ ଡିଗ୍ରୀ, ଭୁବନେଶ୍ୱରରେ ୪୧.୮ ଡିଗ୍ରୀ, ହୀରାକୁଦରେ ୪୧.୬ ଡିଗ୍ରୀ,…

ରାଜ୍ୟ ସରକାରଙ୍କ ଫଣ୍ଡା କ୍ଲିୟର ନାହିଁ, ଖାଲି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି- ବିଶ୍ୱେଶ୍ୱର ଟୁଡୁ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ଫଣ୍ଡା କ୍ଲିୟର ନାହିଁ । ସେ ଖାଲି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ।୨ ହଜାର ହେକ୍ଟର ଜମି ଜଳସେଚନ ପାଇଁ କେନ୍ଦ୍ର ସରକାରଙ୍କର କୌଣସି ଆବଶ୍ୟକତା ନାହିଁ । ଛତିଶଗଡ ସରକାରଙ୍କ ପରି ଯଦି ମହାନଦୀରେ ଛାେଟ ଛୋଟ ବ୍ୟାରେଜ କରିପାରିଥାନ୍ତିେ ତା ହେଲେ ଆଜି ଏପରି…

ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେଲା ପୁଷ୍ପା-୨ର ସୁଟିଂ

ମାଲକାନଗିରି: ସ୍ଵାଭିମାନ ଅଞ୍ଚଳରେ ପୁଷ୍ଟା ଟିମ୍ । ଆରମ୍ଭ ହେଲା ସୁଟିଂ ।   ସାଉଥ ଫିଲ୍ମ ପୁଷ୍ପା ପାର୍ଟ୍ -୨ ର ସୁଟିଂ ମାଲକାନଗିରିରେ ଆରମ୍ଭ ହୋଇଛି ।   ଆନ୍ଧ୍ର ଓଡିଶା ସୀମାନ୍ତ ତରାବୁ ଜଳପ୍ରପାତ ନିକଟରେ ପୁଷ୍ପାର ଏକ ଟିମ ଗତକାଲି  ପହଞ୍ଚି ଏକ ଜଙ୍ଗଲି ସେଟ୍ ଅପ୍ ତିଆରି କରିବା ପରେ…

ସାଢେ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ଟପିଲା ତାପମାତ୍ରା; ଆହୁରି ବଢିବ

ଭୁବନେଶ୍ୱର: ସକାଳୁ ସକାଳୁ ଅସହ୍ୟ ତାତି । ତତଲା ହାୱାରେ ସାରା ରାଜ୍ୟ ଜଳୁଛି । ରାଜଧାନୀ ଅବସ୍ଥା ତ  ଅସମ୍ଭାଳ। ସକାଳ ୮ଟା ୩୦ ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୨ ଡିଗ୍ରୀ ଛୁଇଁଥିଲା ।  ହେଲେ ପରେ ପରେ ପାରଦ ଉପରକୁ ଉଠୁଛି । ଅତିଷ୍ଠ କରି ଦେଉଛି । ପୂର୍ବାହ୍ନ ସାଢେ ୧୧ଟା ସୁଦ୍ଧା ରାଜଧାନୀ…

ବହୁ ଚର୍ଚ୍ଚିତ ‘ଆଇଏନଏକ୍ସ ମନି ଲଣ୍ଡରିଂ’ ମାମଲା, କାର୍ତ୍ତି ଚିଦାମ୍ବରମ ଏବଂ ଅନ୍ୟମାନଙ୍କ ୧୧ କୋଟିର ସମ୍ପତ୍ତି ଜବତ…

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ‘ଆଇଏନଏକ୍ସ ମନି ଲଣ୍ଡରିଂ’ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଂଗ୍ରେସ ସାଂସଦ କାର୍ତ୍ତି ଚିଦମ୍ବରମ୍‌ ଏବଂ ଅନ୍ୟମାନଙ୍କ ମାଲିକାନାରେ ଥିବା ପ୍ରାୟ ୧୧.୦୪ କୋଟି ଟଙ୍କା ମୂଲ୍ୟର ୪ଟି ସମ୍ପତ୍ତି ମଙ୍ଗଳବାର ଦିନ ‘ଆଟାଚ୍’ କରିଥିବା ସାମ୍ନାକୁ ଆସିଛି। ଇଡି…