Latest Odisha News

BREAKING NEWS

ବ୍ରୁକ୍ସଙ୍କ ଶତକ: କୋଲକାତା ସମ୍ମୁଖରେ ୨୨୯ ରନର ଲକ୍ଷ୍ୟ

ଇଡେନଗାର୍ଡେନ: ଏଠାରେ ଶୁକ୍ରବାର ଅନୁଷ୍ଠିତ ଆଇପିଏଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ୨୨୯ ରନର ବିଜୟ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ରଖିଛି । ହ୍ୟାରୀ ବ୍ରୁକସ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ୫୫ ବଲରେ ୧୨ ଚୌକା ଓ ୩ଛକା ବଳରେ ୧୦୦ ରନ ସଂଗ୍ରହ କରିଥିଲେ । ତାଙ୍କ ଇନିଂସ…

ଜି-୨୦ ଜନ ଭାଗିଦାରୀ: ସୋଆରେ ଫୁଡ୍ ଫେଷ୍ଟିଭାଲ୍ ଆୟୋଜିତ

ଭୁବନେଶ୍ୱର: ଓଡ଼ିଶାରେ ଭାରତର ଜି-୨୦ ଅଧ୍ୟକ୍ଷତା ପରିପ୍ରେକ୍ଷୀରେ ଆୟୋଜିତ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଭିତିରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶୁକ୍ରବାର ଦିନ ଏକ ଫୁଡ୍‌ଫେଷ୍ଟିଭାଲ୍ ଆୟୋଜିତ ହୋଇଯାଇଛି । ମହାବିଷୁବ ସଂକ୍ରାନ୍ତିରେ ସୋଆର ଛାତ୍ରଛାତ୍ରୀ ଓ ଫାକଲ୍ଟି ମାନଙ୍କ ଦ୍ୱାରା…

ବ୍ରାଉନସୁଗାର ବେପାର ବେଳେ ବସ୍ତିରୁ ୨ ଭାଇଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ସାଲିଆସାହି ବସ୍ତିରୁ କମିଶନରେଟ୍ ପୋଲିସ ୨ ଭାଇଙ୍କୁ ଗିରଫ କରିଛି । ଦୁଇ ଭାଇ ବ୍ରାଉନସୁଗାର ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ଶୁକ୍ରବାର ଗିରଫ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ମୈତ୍ରୀ ବିହାର ପୋଲିସ ଏକାମ୍ରଶ୍ୱର ପ୍ରକଳ୍ପ…

ଦୀନେଶ ମୋଙ୍ଗିଆ ହେବେ ଓଡିଶା ରଣଜୀ ଟିମର କୋଚ

ଭୁବନେଶ୍ୱର: ଓଡିଶା ପୁରୁଷ ସିନିୟର କ୍ରିକେଟ ଦଳର ନୂତନ କୋଚ ନିଯୁକ୍ତ କରାଯାଇଛି । ଆଗାମୀ ରଣଜୀ ସିଜନକୁ ଆଖି ଆଗରେ ରଖାଯାଇ ଦୀନେଶ ମୋଙ୍ଗଆଙ୍କୁ କୋଚ ଦାୟିତ୍ୱ ପ୍ରଦାନ କରାଯାଇଛି । ଚଳିତ ମାସ ୨୧ରେ ସେ ଭୁବନେଶ୍ୱର ପଂହଚିବା ପରେ ଦଳ ସହିତ ଯୋଗ ଦେବେ । ରଣଜୀ ଟ୍ରଫିର ଗତ ସଂସ୍କରଣରେ ଓଡିଶାର…

କର୍ଣ୍ଣାଟକ ନିର୍ବାଚନ; ଟିକେଟ୍ ଦେଲାନି ବିଜେପି, ହାତ ଧରିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

ବେଙ୍ଗଳୁରୁ: କର୍ଣ୍ଣାଟକ ବିଜେପିରେ ଟିକେଟ କନ୍ଦଳ ତେଜିବାରେ ଲାଗିଛି । ବିଜେପି ଟିକେଟ୍ ନ ଦେବାରୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାଭଦି ଦଳ ଛାଡ଼ିବା ସହ କଂଗ୍ରେସରେ ସାମିଲ୍ ହୋଇଛନ୍ତି । ମେ ୧୦ରେ ମତଦାନ ପୂର୍ବରୁ ସାଭଦି ବିଜେପି ଛାଡ଼ି କଂଗ୍ରେସ ଶିବିରରେ ମିଶିବା ପରେ ଦଳ ତାଙ୍କୁ…

ଲରେନ୍ସ ଗ୍ୟାଙ୍ଗର ସଦସ୍ୟ ପ୍ରିନ୍ସକୁ ତିହାର ଜେଲରେ ହତ୍ୟା

ନୂଆଦିଲ୍ଲୀ: କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ ପ୍ରିନ୍ସ ତେବାଟିଆଙ୍କୁ ତିହାର ଜେଲରେ ହତ୍ୟା କରାଯାଇଛି । ୨୦୧୦ ପରଠାରୁ ସେ ଅନେକ ଅପରାଧ ଘଟାଇଥିଲା । ପ୍ରିନ୍ସ ନାମରେ ୧୬ଟି କେସ ବିଭିନ୍ନ ଥାନାରେ ରହିଛି । ୨୦୧୦ରେ ପୋଲିସ ଆମ୍ବେଡକା ଅଂଚଳର ଏକ ହତ୍ୟା…

ଜଣେ ଯାତ୍ରୀଙ୍କୁ ନେଇ ବିମାନ କଲା ଉଡ଼ାଣ : କ୍ରୀଉ ମେମ୍ବର ତାଙ୍କୁ ରାଜା ପରି କଲେ ସ୍ୱାଗତ

ବ୍ରିଟେନ: ଆଜିକାଲି ବିମାନ ଯୋଗେ ଯାତ୍ରା କରିବା ବସ୍ ଏବଂ ଟ୍ରେନରେ ଯାତ୍ରା କରିବା ସହିତ ସମାନ । ଦେଶ ତଥା ବିଶ୍ୱରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ବିମାନରେ ଯାତ୍ରା କରିଥାନ୍ତି । ଫ୍ଲାଇଟ୍‌ରେ ଯାତ୍ରା ସୁରକ୍ଷିତ ଭାବି ଲୋକେ ଏଥିରେ ଯିବାକୁ ପସନ୍ଦ କରୁଛନ୍ତି । ସେଥିପାଇଁ ଲୋକମାନେ…

ଫିଲ୍ମ ଫ୍ଲପ୍ ହେଲେ ବହୁତ କିଛି ଶିଖିବାକୁ ମିଳେ : ପୂଜା ହେଗେଡ଼

ମୁମ୍ବାଇ: ବଲିଉଡରୁ ଆରମ୍ଭ କରି ଦକ୍ଷିଣ ଫିଲ୍ମ ପର୍ଯ୍ୟନ୍ତ ସବୁଠି ଧମାଲ କରୁଥିବା ଅଭିନେତ୍ରୀଙ୍କ ମଧ୍ୟରୁ ପୂଜା ହେଗେଡ଼ ଅନ୍ୟତମ । ତାଙ୍କର ଆଗାମୀ ଫିଲ୍ମ ‘କିସି କା ଭାଇ କିସି କି ଜାନ' କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି ପୂଜା । ପ୍ରଥମ ଥର ପାଇଁ ସଲମାନ ଖାନଙ୍କ ସହ ସ୍କ୍ରିନ ସେୟାର…

ଲକ୍ଷେ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଡାକ ବିଭାଗର ଯନ୍ତ୍ରୀ, ମାଡ଼ି ବସିଲା ସିବିଆଇ

ସମ୍ବଲପୁର: ସମ୍ବଲପୁରରେ ସିବିଆଇ ରେଡ୍ । ଶୁକ୍ରବାର ସିବିଆଇର ଏକ ଟିମ୍ ସମ୍ବଲପୁରରେ ଚଢ଼ାଉ କରିବା ସହ ଲାଞ୍ଚ ନେବା ବେଳେ ଡାକ ବିଭାଗର ଜଣେ କର୍ମଚାରୀଙ୍କୁ ହେପାଜତକୁ ନେଇଛି । ଡାକ ବିଭାଗରେ ଯନ୍ତ୍ରୀ ଭାବେ କାର୍ଯ୍ୟରତ ବାବୁ ଜଣଙ୍କ ଲକ୍ଷେ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

‘ୟୁପି’ରେ ଅପରାଧୀ ସଫେଇ, ଦେଶବ୍ୟାପୀ ଚର୍ଚ୍ଚାରେ ଯୋଗୀ

ଭୁବନେଶ୍ୱର: ଉତ୍ତରପ୍ରଦେଶ ଓ ବିହାରରେ ଜଙ୍ଗଲରାଜକୁ ନେଇ ସବୁବେଳେ ଚର୍ଚା ହୁଏ। ଦୁଷ୍କର୍ମ, ହତ୍ୟାଠୁ ଆରମ୍ଭ କରି ଚୋରି ରାହାଜାନୀ ଉତ୍ତରପ୍ରଦେଶର ସାଧାରଣ ଘଟଣା ଭାବେ ଗଣାଯାଏ। ଏପରିକି ରାଜନୈତିକ ଦଳ ଗୁଡ଼ିକର ପୃଷ୍ଠପୋଷକତାରେ ଏସବୁ ହୁଏ ବୋଲି କାହିଁ କେବେଠୁ ଆଲୋଚନା ହୁଏ। ଏପରିକି ଏହି…