ଭାଷା ଭାଗବତ : କଥା, କାମ ଭେଦ
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
କଥା ବଳରେ ଚଳେ ଭାଷା
କାମ ଫଳରେ ବଢ଼େ ଆଶା
କଥା ଓ କାମର ପ୍ରଭେଦ
ବୁଝିବା ଅଟେ ନିରାପଦ
କେବଳ ମିଠା କଥା କହି
କାମ ଯେ କେବେ କରେନାହିଁ
ତାହାର ଜୀବନ ଦୁଃସହ
ପ୍ରାୟତଃ ହୁଏ ଅହରହଃ
କୌଣସି କଥାଖୋର ଲୋକ
ସାରିପାରେନି କାମ ତକ
କାମ କରିଲେ…