ପାକ୍ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଭିତରକୁ ପଶିଗଲେ ଅଜଣା ଯୁବକ; ଜାଣି ପାରିଲେନି ସୁରକ୍ଷାକର୍ମୀ
ଇସଲାମବାଦ:ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ସୁରକ୍ଷା ବ୍ୟବସ୍ଥାକୁ ଫୁ କରି ତାଙ୍କ ସରକାରୀ ବାସ ଭବନରେ ପଶି ଗଲେ ଜଣେ ଅଜଣା ବ୍ୟକ୍ତି । ବ୍ୟକ୍ତି ଜଣ ଆଫଗାନିସ୍ତାନର ବୋଲି ଜଣାଯାଇଛି । ପରେ ସୁରକ୍ଷାକର୍ମୀ ତାଙ୍କୁ ଧରି ପୋଲିସ ଜିମା ଦେବା ପରେ ତାଙ୍କୁ ଆତଙ୍କବାଦ ବିରୋଧୀ…