Latest Odisha News

BREAKING NEWS

ଜ୍ୱାଇଁଙ୍କୁ ଦେଖି ଶାଶୁ ପାଗଳ, ଝିିଅ ସହ ହନିମୁନ୍ ଟ୍ରିପ୍‌ରେ ଗଲେ ଶାଶୁ

ଲଣ୍ଡନ: ଦୁନିଆରେ ମାଆ ଏବଂ ଝିିଅର ସମ୍ପର୍କ ସବୁଠାରୁ ଅଧିକ ନିବିଡ଼ । ଗୋଟିଏ ଝିଅ ପାଇଁ ତା ମାଆ ହେଉଛି ତାର ସର୍ବୋତ୍ତମ ବନ୍ଧୁ । ଝିଅଟିଏ ତା’ର ଜୀବନର ସମସ୍ତ ଭଲମନ୍ଦ ବିଷୟରେ ପ୍ରଥମେ ମାଆ ସହିତ ବାଣ୍ଟିଥାଏ । ମାଆ ମଧ୍ୟ ନିଜେ ସମସ୍ତ ଅସୁବିଧା ବହନ କରି ଝିଅକୁୁ ସବୁ ସୁଖ ଦେବା ପାଇଁ…

ବିଜେପିକୁ ଲାଗିଛି ରାହୁଲ ଭୂତ !

ଭୁବନେଶ୍ୱର: କର୍ଣ୍ଣାଟକରେ ରାହୁଲଙ୍କୁ ଲଗାତର ଟାର୍ଗେଟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାହୁଲଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ମୋଦି ଆଦାନୀ ସମ୍ପର୍କକୁ ନେଇ ରାହୁଲ ଲଗାତର ବିଜେପିକୁ ଟାର୍ଗେଟ କରୁଥିବାରୁ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ରାହୁଲଙ୍କ ଉପରେ ବର୍ଷିଛନ୍ତି।…

ପଦ୍ମ ଧରିଲେ ପୂର୍ବତନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ କିରଣ ରେଡ୍ଡୀ, ବିଜେପିରେ ଯୋଗ ଦେବା କ୍ଷଣି କଲେ କଂଗ୍ରେସକୁ କଟାକ୍ଷ

ନୂଆଦିଲ୍ଲୀ : କଂଗ୍ରେସ ହାତ ଛାଡିବା ପରେ ଶୁକ୍ରବାର ବିଜେପି କ୍ୟାମ୍ପରେ ଯୋଗ ଦେଇଛନ୍ତି କିରଣ କୁମାର ରେଡ୍ଡୀ । ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ନୂଆଦିଲ୍ଲୀର ବିଜେପି କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବରେ ଦଳରେ ସାମିଲ ହୋଇଛନ୍ତି । ଆଉ ବଡ଼ କଥା ହେଲା…

ଝାରସୁଗୁଡ଼ା ପାଇଁ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନେ ଯୋଗ ଦେଇଛନ୍ତି। ଏପ୍ରିଲ ୧୩ ତାରିଖରେ ଗେଜେଟ୍‌ ନୋଟିଫିକେସନ୍‌ ପ୍ରକାଶ ପାଇବା ସହ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏପ୍ରିଲ…

ରିଲିଜ୍ ହେଲା ନୂଆ ଓଡ଼ିଆ ଫିଲ୍ମ ‘ଡେଲିଭରି ବୟ’: ଦେଖିବାକୁ ମିଳିଛି ଡ଼େଲିଭରି ବୟର ସଂଘର୍ଷର କାହାଣୀ

ଭୁବନେଶ୍ୱର: ଭିନ୍ନ ସ୍ୱାଦର ଓଡ଼ିଆ ଫିଲ୍ମ ‘ଡେଲିଭରି ବୟ’ ଶୁକ୍ରବାର ରିଲିଜ୍ ହୋଇଛି । ଏକ ବାସ୍ତବ ଘଟଣାକୁ ନେଇ ଫିଲ୍ମ୍ରଟି ନିର୍ମିତ ହୋଇଛି । ସାଧାରଣତଃ ଲୋକେ ଅନଲାଇନରେ ଅନେକ ଜିନିଷ ଅର୍ଡର କରିଥାନ୍ତି । ଉକ୍ତ ସାମଗ୍ରୀକୁ ସଠିକ ସମୟରେ ସଠିକ ଲୋକ ପାଖରେ ପହଁଚାଇବା ଡେଲିଭରି ବୟର ଦାୟିତ୍ୱ…

ବିହାର ବିଧାନ ପରିଷଦରେ ସବୁଠାରୁ ବଡ ପାର୍ଟି ହେଲା ବିଜେପି

ପାଟନା: ବିହାର ବିଧାନ ପରିଷଦରେ ବିଜେପି ସବୁଠାରୁ ବଡ ପାର୍ଟି ହୋଇଛି । ଅପରପକ୍ଷରେ ବିହାରରେ ମହାଗଠବନ୍ଧନକୁ ଶକ୍ତ ଝଟକା ଲାଗିଛି । ୭୫ ସଦସ୍ୟ ବିଶିଷ୍ଟ ବିଧାନ ପରିଷଦରେ ବିଜେପି ୨୪ ଏବଂ ଜନତା ଦଳ ୟୁନାଇଟେଡ ୨୩ ସିଟ ପାଇଛନ୍ତି । ଗୁରୁବାର ବିହାର ବିଧାନ ପରିଷଦର ୫ଟି ଆସନର ଫଳ ପ୍ରକାଶ…

ଜୁଏଲେରି ଡିଜାଇନରଙ୍କ ଭିନ୍ନ ଲୁକ୍‌: ପିନ୍ଧିଲେ ସୁନାରେ ନିର୍ମିତ ବ୍ଲାଉଜ ଓ ବେଲି ଆର୍ମର

ମୁମ୍ବାଇ: ନୀତା ମୁକେଶ ଅମ୍ବାନୀ କଲଚରାଲ ସେଣ୍ଟରର ଉଦ୍‌ଘାଟନୀ ସମାରୋହ ୩ ଦିନ ଧରି ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନେକ ବଲିଉଡ୍ , ହଲିଉଡ୍ ଓ କଲଚରାଲ ଆର୍ଟିଷ୍ଟ ଯୋଗ ଦେଇଥିଲେ । ସମସ୍ତେ ଭଳିକି ଭଳି ସୁନ୍ଦର ଡିଜାଇନ୍‌ର ପୋଷାକ ପିନ୍ଧିଥିଲେ । ହେଲେ ସମସ୍ତଙ୍କଠାରୁ ଫେମସ…

ଓଡ଼ିଶାରେ ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ଖଣ୍ଡନ କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଓଡ଼ିଶାରେ ହେବ କି ଆଗୁଆ ନିର୍ବାଚନ ? ଗଣମାଧ୍ୟମରେ ହେଉଥିବା ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଶୁକ୍ରବାର ସ୍ପଷ୍ଟୀକରଣ ଦେଇ କହିଛନ୍ତି, ଓଡ଼ିଶାକୁ ଇଭିଏମ୍ ଆସିବା ସହ ଆଗୁଆ ନିର୍ବାଚନର କୌଣସି ସମ୍ପର୍କ ନାହିଁ । ଇଭିଏମର ଜୀବନ…

ସୁନ୍ଦର ଦେଖାଯିବା ପାଇଁ ଅସ୍ତ୍ରୋପଚାର କରି ଓଠକୁ କଲେ ମୋଟା , ଏବେ ମିଳୁନାହାନ୍ତି ବଏଫ୍ରେଣ୍ଡ

ବୁଲଗେରିଆ: ସୁନ୍ଦର ଦେଖାଯିବା ପାଇଁ କାହାର ବା ଆଗ୍ରହ ନ ଥାଏ । ଏଥିପାଇଁ ଶରୀରର ବିଭିନ୍ନ ସ୍ଥାନରେ ଅସ୍ତ୍ରୋପଚାର କରିବା ସହିତ ପାଣି ପରି ଟଙ୍କା ବି ଖର୍ଚ୍ଚ କରନ୍ତି । କିନ୍ତୁ ଅନେକ ଲୋକ ସଫଳ ହୋଇଥିବା ବେଳେ ଆଉ କିଛି କ’ଣ କରିବେ ଜାଣି ନ ପାରି ଅସୁବିଧା ଭୋଗିଥାନ୍ତି । ଏମିତି ଅନେକ…

ଟାଇମ ପତ୍ରିକାର ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ଶୀର୍ଷରେ ରହିଲେ କିଙ୍ଗ ଖାଁ

ଲଣ୍ଡନ: ଟାଇମ ମ୍ୟାଗାଜିନର ରିଡର୍ସ ପୋଲରେ ଭାରତର ଅଭିନେତା ଶାହାରୁଖ ଖାଁ ବାଜି ମାରିଛନ୍ତି । ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ କିଙ୍ଗ ଖାଁ ଶୀର୍ଷରେ ରହିଛନ୍ତି । ତାଙ୍କୁ ଓଭରାଲ ୪ ପ୍ରତିଶତ ଭୋଟ ମିଳିଥିଲା । ହିଜାବ ବିରୋଧ ଆନ୍ଦୋଳନରେ ସାମିଲ ହୋଇଥିବା ଇରାନ ମହିଳାମାନଙ୍କୁ ଦ୍ୱିତୀୟ…