Latest Odisha News

 ଅତାବିରା ଏନଏସି ନିର୍ବାଚନ: ୧୨ ୱାର୍ଡରୁ ୧୧ରେ ବିଜେଡିର ବାଜିମାତ

ଅତାବିରା: ଅତାବିରା ଏନଏସି ନିର୍ବାଚନରେ ବିଜେଡିର ବାଜିମାତ  । ୧୨ଟି ଆସନରୁ ୧୧ଟି ଆସନ ହାତେଇଛି ବିଜେଡି । ତେବେ ଗୋଟିଏ ଆସନ କଂଗ୍ରେସ ହାତକୁ ଯାଇଛି । ଏନଏସି ଅଧ୍ୟକ୍ଷ ପଦ ପାଇଁ ବିଜେଡିର ବନମାଳୀ ବରିହା ବିଜୟୀ ହୋଇଛନ୍ତି । ଅତାବିରା ୱାର୍ଡ ନମ୍ବର ୧ ରେ କଂଗ୍ରେସ ସମର୍ଥିତ…

ଶ୍ରୀମନ୍ଦିରରେ ଦୟଣା ଚୋରି ନୀତି

ପୁରୀ : ପବିତ୍ର ଅନଙ୍ଗ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଦୟଣା ଚୋରି ନୀତି ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁ ଦୟଣା ଗଛ ଚୋରି କରି  ଶ୍ରୀଦେବୀ, ଭୂଦେବୀଙ୍କ ସହ ବନ୍ଧା ପଡିଛନ୍ତି  । ଗତକାଲି ସନ୍ଧ୍ୟାରେ ଘଣ୍ଟ ଛତା କାହାଳି ପଟୁଆରରେ ରାମକୃଷ୍ଣ ପାଲିଙ୍କିରେ ଶ୍ରୀଜଗନ୍ନାଥ ବଲ୍ଳବ ମଠକୁ ବିଜେ…

ଟ୍ରକ ପଛରେ ଧକ୍କା ଦେଇ ଜଳିଗଲା ଟ୍ରେଲର, ଚାଲିଗଲା ଦୁଇ ଜୀବନ

ଯାଜପୁର : ସକାଳୁ ସକାଳୁ ଦୁର୍ଘଟଣା । ଟ୍ରକ୍‌ ସହ ଧକ୍କା ଦେଇ ଜଳିଗଲା ଟ୍ରେଲର । ଘଟଣାସ୍ଥଳରେ ଡ୍ରାଇଭର ଜୀବନ୍ତ ଦଗ୍ଧ । ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ହେଲ୍ପର ଜୀବନ । ଏହି ଦୁର୍ଘଟଣା ଯାଜପୁର ଜିଲ୍ଲା  ୧୬ନଂ ଜାତୀୟ ରାଜପଥର ଭାଲୁଖାଇ ନିକଟରେ ଘଟିଛି । ସୂଚନା ମୁତାବକ,  ଆଜି ଭୋର…

ଅଫିସ୍‌ ସମ୍ମୁଖରେ ବିଭତ୍ସ ହତ୍ୟାକାଣ୍ଡ; ଯୁବତୀଙ୍କୁ ପଥରରେ ଛେଚି ହତ୍ୟା କଲେ ଦୁର୍ବୃତ୍ତ

ଦେବଗଡ଼ : ବିଭତ୍ସ ହତ୍ୟାକାଣ୍ଡ । ପଥରରେ ଛେଚି ହତ୍ୟା କଲେ ଦୁର୍ବୃତ୍ତ । ଅଫିସରୁ ଭଡା ଘରକୁ ଫେରୁଥିବା ବେଳେ ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା କରାଯାଇଛି । ଦେବଗଡ ପ୍ରଧାନପାଟ ରାସ୍ତାରେ ଥିବା ଭାରତ ଫାଇନାନ୍ସ ଅଫିସ ସମ୍ମୁଖରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣକ…

ଗିରଫର ଘଣ୍ଟାଏ ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ଜାମିନ୍‌

ନ୍ୟୁୟର୍କ : ଡୋନାଲ୍ଡ ଟ୍ରମ୍ପଙ୍କୁ ମହଙ୍ଗା ପଡ଼ିଲା ପର୍ଣ୍ଣ ଷ୍ଟାର ଷ୍ଟାର୍ମି ଡାନିଏଲ୍ସଙ୍କୁ ଟଙ୍କା ଦେବା ଘଟଣା । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ ହୋଇଛନ୍ତି । ଗିରଫର ଘଣ୍ଟାଏ ପରେ ଜାମିନ୍‌ ପାଇଲେ । ପର୍ଣ୍ଣ ଷ୍ଟାର ଷ୍ଟାର୍ମି ଡାନିଏଲ୍ସଙ୍କୁ ତାଙ୍କ ମୁହଁ ବନ୍ଦ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୫)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ମାନସିକ ଭାରସାମ୍ୟ ହରାଇ, ତାଙ୍କ ଆଖିରୁ କେବଳ ଲୁହ ହିଁ ଝରୁଥିଲା । କେଜାଣି କେମିତି ସେ ଡାକ୍ତରଖାନାରେ ପହଞ୍ଚିଲେ, ତାଙ୍କର ମନେନାହିଁ, କିଛିଦିନ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପରେ ଧୀରେ ଧୀରେ ତାଙ୍କ ସ୍ମୃତି…

ଭାଷା ଭାଗବତ : ସମୟର ସାକ୍ଷୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ' ଉଚିତ ' ବୋଲି ଯା ସୂଚିତ ହୋଇ ଭାଷାରେ ବିରଚିତ ତହିଁର କେତେ ପ୍ରତିଶତ ହୁଏ କେଉଁଠି ପ୍ରଚଳିତ ? କେହି କି କରଂତି କଳନା ତାହା ବି ରହିଛି ଅଜଣା କରିଲେ ଔଚିତ୍ୟ ବିଧାନ ହୁଏନି ତା'ର ପ୍ରଚଳନ ଅନୁଚିତ କାମକୁ ସହି ଯେ ପାରେ ସମାଜରେ…

କବିତା : ତୁମକୁ ପଦୁଟିଏ

ଶୁଭ୍ରାଂଶୁ ଶେଖର ମାହୁନ୍ତ ଏଇ ଦେଖ ଏବେ ମୁଁ ମୋ ମନକୁ କରି ଦେଇଛି ଆକଟ, ତୁମ ଭାବନାରେ ମୁଁ ଆଉ ହେଉ ନାହିଁ ଆଉ ମୁଁ ଛଟପଟ । କଟୁ ନାହିଁ ମୋର ବିନିଦ୍ର ରଜନୀ ଉଦାସୀପଣରେ, , ସ୍ମୃତିସବୁକୁ ଧୋଇ ଦେଇଛି କେଉଁ ଏକ ବିଷର୍ଣ୍ଣ ଗୋଧୂଳିବେଳାରେ । ମିଛ ସମ୍ପର୍କର ଦୁର୍ବଳ…

ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ଦ୍ୱିତୀୟ ବୈଠକ

ଭୁବନେଶ୍ୱର : ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ଦ୍ୱିତୀୟ ବୈଠକ, ପରିଷଦର ଅଧ୍ୟକ୍ଷ ସୁଦର୍ଶନ ସାହୁଙ୍କ ଅଧ୍ୟକ୍ଷତାରେ ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ତଥା…

ଦହିରେ କ’ଣ ପକାଇ ପିଇବା ଉଚିତ୍‌ ? ଜାଣନ୍ତୁ…

ଭାରତରେ ସବୁଠି ଦହିର ଆଦର ବେଶୀ । ମିଠା ଦହି, ଘୋଳ ଦହି ଖାଇବାକୁ କିଛି ଲୋକ ବହୁତ୍‌ ପସନ୍ଦ କରିଥାନ୍ତି  । ସ୍ୱାସ୍ଥ୍ୟ ପାଇଁ ମଧ୍ୟ ପୁଷ୍ଟିକର ଖାଦ୍ୟ ଦହି । ଦହି ଖାଇବା ଦ୍ୱାରା ଶରୀରର ବିଭିନ୍ନ ପ୍ରକାର ରୋଗ ଦୂର ହୋଇଥାଏ । ଦହି ପାଟିକୁ ସ୍ୱାଦ ଲାଗିବା ପାଇଁ କିଛି ଲୋକେ ଦହିରେ ଚିନି…