ନିର୍ଦ୍ଦୋଷରେ ୧୫ ବର୍ଷ ଜେଲ ଭୋଗିଲେ, ଏବେ ମୁକ୍ତି ପାଇବା ପରେ କ’ଣ କରିବେ ମଞ୍ଜୁଲତା
ଭୁବନେଶ୍ୱର:୧୫ ବର୍ଷ ଜେଲରେ ସଜା କାଟିଲେ । ତା ପରେ ନିର୍ଦ୍ଦୋଷରେ ଖଲାସ ହେଲେ । ଏହାକୁ ଭାଗ୍ୟର ବିଡମ୍ବନା କୁହ ବା ଆମ ନ୍ୟାୟାଳୟର ତ୍ରୁଟି, କିନ୍ତୁ ବିଳମ୍ବିତ ନ୍ୟାୟର ସଜା ତାଙ୍କୁ ଭୋଗିବାକୁ ପଡିଲା । ଜୀବନର ବହୂମୂଲ୍ୟ ସମୟ ତାଙ୍କର କାଳକୋଠରୀରେ କଟିଗଲା । କିଏ ଫେରାଇବ ତାଙ୍କୁ ଏ…