Latest Odisha News

BREAKING NEWS

‘କାଳିଆ’ କୁ ନେଇ ରାଜନୀତି !

ଭୁବନେଶ୍ୱର: ଉତ୍କଳ ଦିବସରେ ଚାଷୀଙ୍କୁ ଭେଟି। କାଳିଆ ସହାୟତା ଆକାରରେ ରାଜ୍ୟର ୪୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୮୭୭ କୋଟି ଟଙ୍କାର କାଳିଆ ସହାୟତା ଦିଆଯାଇଛି। ଉତ୍କଳ ଦିବସ ଅବସରରେ ଚାଷୀଙ୍କୁ ସହାୟତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଝାରସୁଗୁଡ଼ା ଉପନିର୍ବାଚନ ଘୋଷଣା ହୋଇଥିବା ବେଳେ ଝାରସୁଗୁଡାକୁ…

ପିଲା ପଢ଼ୁଛନ୍ତି ବିକୃତ ଓଡ଼ିଆ, ବର୍ଣ୍ଣମାଳା ବହିର ଆଭିିମୁଖ୍ୟ ନିନ୍ଦନୀୟ

ଭୁବନେଶ୍ୱର: ଏପ୍ରିଲ ୧ ଉତ୍କଳ ଦିବସ। ସାରା ରାଜ୍ୟ ଆଜିର ଦିନକୁ ବେଶ ଧୁମଧାମରେ ପାଳନ କରୁଛି। କିନ୍ତୁ ବିଡ଼ମ୍ବନାର କଥା ହେଲା ଯେ ଓଡ଼ିଆ ଭାଷାକୁ ଅତ୍ୟନ୍ତ କଦର୍ଥ କରି ଯେଉଁ ଭଳି ଭାବରେ ସ୍କୁଲରେ ଛୋଟ ପିଲାଙ୍କୁ ପାଠ ପଢ଼ା ଯାଉଛି, ଖାସ କରି ଓଡ଼ିଶାରେ ଏବେ ବଢ଼ି ଚାଲିଥିବା ଇଂରାଜୀ…

ଗ୍ଲାମରସ୍ ମହିଳା କରୁଛନ୍ତି ଇଲେକ୍ଟି ମରାମତି କାମ

ଇଂଲଣ୍ଡ: ଆଜିର ସମୟରେ ଉଭୟ ପୁରୁଷ ଏବଂ ମହିଳା ସମସ୍ତ ପ୍ରକାର କାର୍ଯ୍ୟ କରିଥାନ୍ତି । କିନ୍ତୁ ଆଜି ବି ସମାଜରେ ଏପରି କାର୍ଯ୍ୟ ଅଛି ଯାହା କେବଳ ପୁରୁଷଙ୍କ ଦ୍ୱାରା କରାଯାଇଥାଏ । ଯେତେବେଳେ ମହିଳା ସେହି କାର୍ଯ୍ୟଗୁଡିକ କରୁଥିବା ଦେଖାଯାଏ, ସେତେବେଳେ ଆଲୋଚନା ଆରମ୍ଭ ହୋଇଯାଏ । ଇଂଲଣ୍ଡରେ…

ଆଇଟା ୧୬ ବର୍ଷରୁ କମ ଜାତୀୟ ସିରିଜ: ଇତିହାସ ରଚିଲେ ଓଡିଆ ଝିଅ ଆହାନ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ବାଳିକା ଟେନିସ ଖେଳାଳି ଆହାନ ଇତିହାସ ରଚିଛନ୍ତି । ଆଇଟା ୧୬ ବର୍ଷରୁ କମ ଜାତୀୟ ସିରିଜରେ ସେ ପ୍ରଥମ ଓଡିଆ ଖେଳାଳି ଭାବେ ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି । ଫାଇନାଲରେ ସେ ତାମିଲନାଡୁର ସବିତା ଭୁବନେଶ୍ୱରନଙ୍କୁ ୬-୧, ୬-୩ ସିଧାସଳଖ ସେଟରେ ପରାସ୍ତ କରିଥିଲେ । ସେ…

ବରପୁତ୍ରଙ୍କୁ ସମ୍ମାନ: ଓଡ଼ିଆ ଓ ଓଡ଼ିଶା ପ୍ରେମ କାହାର କେତେ?

ଭୁବନେଶ୍ୱର: ଆଗକୁ ବିଧାନସଭା ଓ ଲୋକସଭା ନିର୍ବାଚନ। ଏହାପୂର୍ବରୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବରପୁତ୍ରଙ୍କୁ ସମ୍ମାନ ଦେବା ପାଇଁ ଜୋରଦାର ପ୍ରୟାସ କରୁଥିବା ଦେଖିବାକୁ ମିଳିଛି। ଏହି ଧାରାରେ ଆଉ ଏକ ଝଲକ ଦେଖିବାକୁ ମିଳିଛି ପବିତ୍ର ଉତ୍କଳ ଦିବସରେ। ଗୋଟିଏ ପଟେ ରାଜ୍ୟ ସରକାରଙ୍କ…

ଉତ୍କଳ ଦିବସରେ ସୋଆ ଏସ୍‌ଏଚ୍‌ଏମ୍‌ରେ ଆରମ୍ଭ ହେଲା ‘ପଖାଳ ଉତ୍ସବ’

ଭୁବନେଶ୍ୱର: ଓଡ଼ିଶାର ପାରମ୍ପରିକ ଖାଦ୍ୟ ‘ପଖାଳ’ର ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟରେ (ଏସ୍‌ଏଚ୍‌ଏମ୍ ) ଏପ୍ରିଲ୍‌ ୧ ଉତ୍କଳ ଦିବସ ଦିନ 'ପଖାଳ ଉତ୍ସବ' ଆରମ୍ଭ ହୋଇଛି । ୫ ଦିନ ବ୍ୟାପି ଚାଲିବାକୁ ଥିବା…

ଫିଲ୍ମ ‘ଆଶିକ୍ ୪’ ରେ ନଜର ଆସିବେ ବିଗ୍ ବସର ହିଟ୍ ଯୋଡି

ମୁମ୍ବାଇ: ଫିଲ୍ମ ‘ଆଶିକ୍ ୪’କୁ ନେଇ ନିର୍ମାତା ସାଜିଦ୍ ଖାନ୍ ଏବେ ଚର୍ଚ୍ଚାରେ । ଏହି ଫିଲ୍ମରେ ସେ ବିଗ୍ ବସ୍ ସିଜିନ୍ ୧୬ର ହିଟ୍ ଯୋଡ଼ି ଅଙ୍କିତ ଗୁପ୍ତା ଓ ପ୍ରିୟଙ୍କା ଚହର ଚୌଧୁରୀ ନଜର ଆସିବେ ବୋଲି ଆଲୋଚନା ହେଉଛି । ନିକଟରେ ଅଙ୍କିତ୍‌ଙ୍କ ଧାରାବାହିକ ଜୁନୋନିୟତ ସୁଟିଂ ସେଟ୍‌ରେ…

ଚକ୍ରବ୍ୟୁହରେ ରାହୁଲ, ଘେରିଛନ୍ତି ସପ୍ତରଥୀ, ବାହାରିପାରିବେ ତ?

ଭୁବନେଶ୍ୱର: ଗୋଟିଏ ପ୍ରସଙ୍ଗରେ ସଦସ୍ୟ ପଦ ହରାଇଥିବା ରାହୁଲଙ୍କୁ ଏବେ ଚାରିଆଡୁ ବିପଦ ଘୋଟି ଆସିଛି। ସୁରଟ କୋର୍ଟଙ୍କ ଦଣ୍ଡବିଧାନ ପରେ ସଦସ୍ୟ ପଦ ହରାଇଥିବା ରାହୁଲଙ୍କୁ ପାଟନା କୋର୍ଟ ସମନ କରିଛନ୍ତି। ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ପକ୍ଷରୁ କରାଯାଇଥିବା ମାନହାନି…

କୋଲକାତାକୁ ହରାଇଲା ପଞ୍ଜାବ

ମୋହାଲୀ: ଏଠାରେ ଅନୁଷ୍ଠିତ ଆଇପିଏଲର ଏକ ମ୍ୟାଚରେ ପଞ୍ଜାବ କିଙ୍ଗସ ୭ ରନରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି । ବର୍ଷା ଯୋଗୁ ଏହି ମ୍ୟାଚର ଫଳାଫଳ ପାଇଁ ଡକ୍ୱୱର୍ଥ ଲୁଇସ ନିୟମର ସହାୟତା ନିଆ ଯାଇଥିଲା । ପ୍ରଥମେ ବ୍ୟାଟିଂ କରି କୋଲକତା ୨୦ ଓଭରରେ ୫ ୱିକେଟ ବିନିମୟରେ ୧୯୧ ରନ…

ମେଟ୍ରୋ ସେବାର ଲାଭ କ’ଣ, କେବେ ପ୍ରଥମେ ଦେଶରେ ଆରମ୍ଭ ହୋଇଥିଲା?

ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମେଟ୍ରୋ ସେବା ଆରମ୍ଭ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାକୁ ଅନୁମୋଦନ ଦେବା ପରେ ଲୋକଙ୍କ ମନରେ ମେଟ୍ରୋ ସେବାକୁ ନେଇ ଚର୍ଚ୍ଚା ବଢ଼ିଛି। ଗୋଟିଏ ସହର କେତେ ସମୃଦ୍ଧ, ତାହା ଏହି ମେଟ୍ରୋ ସେବା…